ଟ୍ରେନ୍ରେ ଯୁବତୀଙ୍କୁ ନାଚୁଥିବା ଦେଖି ଖାକିପୋଷାକରେ ଥିବା ଭୁଲିଗଲେ ପୋଲିସ ବାବୁ , ପରେ ଯାହା କଲେ…
ବର୍ତ୍ତମାନ ସମସ୍ତେ ରିଲ୍ ନିଶାରେ ପାଗଳ। ଆଜିର ଯୁବପିଢ଼ି ରିଲ୍ ପାଇଁ ଯେକୌଣସି ସ୍ଥାନକୁ ବାଛି ଦେଉଛନ୍ତି। ତାହା ବିପଦପୂର୍ଣ୍ଣ ସ୍ଥାନ ହେଉ ଅବା ଦିଲ୍ଲୀ ମେଟ୍ରୋ ଟ୍ରେନ୍ ସବୁଠି ରିଲ୍ର ଝଲକ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଏକ ଲୋକାଲ…
ଏହି ସ୍ଥାନରେ ପଶ୍ଚିମରେ ଉଦୟ ହୁଅନ୍ତି ସୂର୍ଯ୍ୟ, ବିଶ୍ୱାସ ନ ହେଲେ ବି ସତ, ଜାଣନ୍ତୁ କାରଣ…
ବ୍ରହ୍ମାଣ୍ଡରେ ଏପରି ଅନେକ ଜିନିଷ ଏବଂ ଅନେକ ତଥ୍ୟ ରହିଛି, ଯାହା ବିଷୟରେ ଆମେ ବିଶେଷ କିଛି ଜାଣି ନ ଥାଉ। ଯେତେବେଳେ ଆମେ ଏହା ବିଷୟରେ ଜାଣିଥାଉ, ଆଶ୍ଚର୍ଯ୍ୟ ହୋଇଥାଉ। ଯେହେତୁ ଆମେ ପୃଥିବୀରେ ବାସ କରୁ, ଏହି ଗ୍ରହ…
ନିଜ ଘର ଭିତରେ ହିଁ ଲକ୍ ହୋଇଗଲେ ଋଷି ସୁନକ, ପିଟିବାକୁ ଲାଗିଲେ କବାଟ, ଭାଇରାଲ ଭିଡିଓ
ଇଂଲଣ୍ଡ,୧୦।୧୨: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଘର ଡାଉନିଂ ଷ୍ଟ୍ରିଟ ଭିତରେ ଫଶି ଯାଇଥିଲେ। ଘର ବାହାର ପଟୁ ତାଲା ପଡୁଥିବାରୁ ସେ ବାହାରକୁ ଯାଇପାରୁ ନ ଥିଲେ। ଘଟଣା ଏପରି କି, ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କୁ ସ୍ବାଗତ…
କାର୍-ଡମ୍ପର ମୁହାଁମୁହିଁ ଧକ୍କା: ଜିଅନ୍ତା ଜଳିଗଲେ ୮ ଯାତ୍ରୀ
ଲକ୍ଷ୍ନୌ,୧୦।୧୨: ଉତ୍ତରପ୍ରଦେଶ ବରେଲି-ନୈନିତାଲ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ନିଆଁ ଲାଗି ଯାଇଥିଲା। ଫଳରେ କାରରେ ଥିବା ୮ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି। ଶନିବାର…
ସମସ୍ତେ ସୁନା ଚେନ୍ ପିନ୍ଧୁଥିବେ ମାତ୍ର କେମିତି ତିଆରି ହୁଏ ଦେଖିଛନ୍ତି କି? ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ…
ଆଜିର ସମୟରେ ଯଦି କାହା ପାଖରେ ଅଧିକ ଟଙ୍କା ହୋଇଯାଏ ସେ ସଙ୍ଗେ ସଙ୍ଗେ ସୁନା କିଣିବାକୁ ଚାଲିଯାଆନ୍ତି। ଯଦିଓ ବର୍ତ୍ତମାନ ବିଭିନ୍ନ ଯୋଜନା ଏବଂ ଏସ୍ଆଇପିର ପ୍ରବର୍ତ୍ତନ ପରେ ସୁନାରେ ବିନିଯୋଗ ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ୱେ ପୁରୁଣାକାଳିଆ…
ଭାଇରାଲ ହେଉଛି ବ୍ରିଟିଶ ରାଜ ଇଣ୍ଡିଆର ପାର୍ସପୋର୍ଟ, ଏବେ ଠାରୁ କେତେ ଅଲଗା…
ନୂଆଦିଲ୍ଲୀ,୨୦।୧୨: ଭାରତୀୟଙ୍କ ପାଇଁ ପାସପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ବିଦେଶ ଯାତ୍ରା କିମ୍ବା ଅନ୍ୟାନ୍ୟ ଦରକାରୀ କାମ ପାଇଁ ପାର୍ସପୋର୍ଟ ଲୋଡା ପଡେ। ବର୍ତ୍ତମାନ ପ୍ରଚଳିତ ହେଉଥିବା ପାର୍ସପୋର୍ଟ କିନ୍ତୁ ପୂର୍ବ ଭଳି ନ ଥିଲା। ତେବେ ୯୫ ବର୍ଷ ପୂର୍ବେ…
ବର୍ଷାରେ ଭିଜିଲା ମାଣ୍ଡିଆ ଫସଲ
ଭବାନୀପାଟଣା,୧୦।୧୨(ଉତ୍ତମ କୁମାର ଦାଶ)ଧାନଚାଷ ପରି ବର୍ଷାରେ ଭିଜିଯାଇଛି ମାଣ୍ଡିଆ ଫସଲ। ନଷ୍ଟ ହେବାର ଆଶଙ୍କା ଥିବାରୁ କଳାହାଣ୍ଡି ଜିଲାରେ ମାଣ୍ଡିଆ ଚାଷ କରିଥିବା ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ପାହାଡିଆ ଅଞ୍ଚଳରେ ହୋଇଥିବା ଚାଷ ବେଶ…
ପାଣି କିଣିଲେ, ଶୌଚ ପାଇଁ ବନ୍ଧୁଘର ଧାଇଁଲେ
ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ଖାଲଖମା ରାସ୍ତା, ବିଜୁଳି, ଦୁର୍ଗନ୍ଧ, ମଶା ଦାଉରେ କଲବଲ ହେବାପରେ ଏବେ ପିଇବା ପାଣି ପାଇଁ ହନ୍ତସନ୍ତ ହୋଇଛନ୍ତି ସ୍ମାର୍ଟସିଟିବାସୀ। ଗୋଟେପଟେ ସ୍ବେରେଜ କାମ ପାଇଁ ଓ୍ବାଟ୍କୋ ସହରର ବିଭିନ୍ନ ସ୍ଥାନରେ ଖୋଳାପୋତା କରି ଚାଲିଥିବାବେଳେ ଏବେ…
ଆବର୍ଜନା ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ସ୍ମାର୍ଟସିଟିବାସୀ: କ୍ଷୁଣ୍ଣ ହେଉଛି ମାନବିକ ଅଧିକାର
ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)ସମାଜରେ ସମ୍ମାନର ସହ ବଞ୍ଚିତ । ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କେବଳ ମୌଳିକ ବା ସାମାଜିକ ଅଧିକାର ନୁହେଁ, ମନୁଷ୍ୟ ପାଇଁ ମାନବାଧିକାରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସ୍ବତନ୍ତ୍ରତା, ଶିକ୍ଷା, ସ୍ବାଧୀନ ଭାବେ ନିଜ ଅଭିବ୍ୟକ୍ତି ରଖିବା ଭଳି…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍
ଡର୍ବାନ୍,୧୦ା୧୨: ଡର୍ବାନଠାରେ ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ପୁଣି ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ୱ ନେବେ। ଅନ୍ୟପକ୍ଷେ ଟି୨୦ରେ ଦଳ ଚୟନକୁ ନେଇ ଏବେ ବି ଭାରତୀୟ ମ୍ୟାନେଜମେଣ୍ଟ ଆଶଙ୍କାରେ…
ରାଜ୍ୟରେ କମୁଛି ଶିଶୁ ଜନ୍ମ ହାର
ଭୁବନେଶ୍ୱର, ୧୦।୧୨ (ଅସମାପିକା ସାହୁ)ରାଜ୍ୟରେ ଶିଶୁଙ୍କ ସଂଖ୍ୟା କମିବାରେ ଲାଗିଛି। ଇଣ୍ଡିଆ ପ୍ରୋଜେକ୍ସନ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରେ ପ୍ରଜନନ ବର୍ଗ(୧୫-୪୯ ବର୍ଷ ବୟସ)ରେ ୧.୨ କୋଟି ମହିଳା ଥିବାବେଳେ ୪୦ ଲକ୍ଷ ଶିଶୁ(୫ବର୍ଷରୁ କମ୍) ରହିଛନ୍ତି। ପୂର୍ବ ହିସାବକୁ ଦେଖିଲେ…
ଆଦର୍ଶ ଗ୍ରାମ ହେବ ବୁଣାକାରଙ୍କ ଗାଁ ରାଉତପଡ଼ା
ଖୋର୍ଦ୍ଧା,୧୦।୧୨(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକରେ ରହିଛି ରାଉତପଡ଼ା ଗ୍ରାମ। ଏହି ଗ୍ରାମର ଅଧିକାଂଶ ପରିବାର ବୁଣାକାର। ରାଉତପଡ଼ା ସେବା ସମବାୟ ସମିତି ଅଧୀନରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ରହିଛନ୍ତି। ବର୍ଷସାରା ଏଠାରେ ହସ୍ତତନ୍ତ ଲୁଗା, ଗାମୁଛା, ବାନ୍ଧେଣୀ ଶାଢୀ,…
Archives


