Home Left

ଟ୍ରକରେ ଏସି କ୍ୟାବିନ ବାଧ୍ୟତାମୂଳକ: ଅକ୍ଟୋବର ୧, ୨୦୨୫ ହେବ ଲାଗୁ

ନୂଆଦିଲ୍ଲୀ,୧୦।୧୨: ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରିଛନ୍ତି। ସଡକ ପରିବହନ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି ଯେ, ୨୦୨୫ରୁ ସମସ୍ତ ଟ୍ରକରେ ଏକ ଫିଟ ଏସି କ୍ୟାବିନ ରହିବା ବାଧ୍ୟତାମୂଳକ ହେବ। ଗତ ପାଞ୍ଚ ବର୍ଷ…

ବିଗ ବ୍ୟାସ ଲିଗରେ ଲଜ୍ଜାଜନକ ଘଟଣା: ଖରାପ ପିଚ ଯୋଗୁ ମାତ୍ର ୭ ଓଭରରେ ମ୍ୟାଚ୍‌ ରଦ୍ଦ

ସିଡନୀ,୧୦।୧୨: ଅଷ୍ଟ୍ରେଲିଆର ଟି-୨୦ ଫ୍ରାଞ୍ଚାଇଜ ଲିଗରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ ଖେଳାଯାଉଥିବା ବିଗ ବ୍ୟାସ ଲିଗରେ ଖରାପ ପିଚ ଯୋଗୁ ମ୍ୟାଚ ବାତିଲ କରିବାକୁ ପଡ଼ିଛି। ମ୍ୟାଚ୍‌ର ପ୍ରଥମ ୬ ଓଭରରେ ପରେ ଘାତକ ପିଚ୍‌କୁ ଦେଖି ବନ୍ଦ…

ଭାରତୀୟ ଅଧିନାୟକଙ୍କ ‘ସ୍ପେଶାଲ୍‌ ଫଟୋଶୁଟ୍‌’: ଭାଇରାଲ ହେଉଛି ଫଟୋ

ଡର୍ବାନ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ। ଡର୍ବାନର କିଙ୍ଗ୍ସମିଡ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ…

ସଂକ୍ରାମକ ରୋଗକୁ ନେଇ ବ୍ରିଟେନରେ ଆଲର୍ଟ ଜାରି, ୧୦୦ଦିନ ପର୍ଯ୍ୟନ୍ତ ଲାଗି ରହୁଛି କାଶ

ଲଣ୍ଡନ,୧୦।୧୨: ବ୍ରିଟେନର ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଅତ୍ୟଧିକ ସଂକ୍ରାମକ ରୋଗ ବିଷୟରେ ସତର୍କ ସୂଚନା ଜାରି କରିଛନ୍ତି ଏବଂ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି। ଏହି ନୂଆ ରୋଗ ହେଉଛି ‘ପର୍ଟୁସିସ ବା ହ୍ବିପିଙ୍ଗ କାଶ’। ଏହି ରୋଗରେ ରୋଗୀମାନେ ୧୦୦ଦିନ ଧରି…

ପୃଥିବୀର ୨୬୨ ମିଟର ତଳେ ଥିବା ସୁନ୍ଦର ଦୁନିଆ, ନଦୀ-ବାଦଲ ସହ ରହିଛି…

ଶାସ୍ତ୍ରରେ ପାତାଳ ଲୋକ ବିଷୟରେ ଉଲ୍ଲେଖ ରହିଛି। ଆଜି ଆମେ ଆପଣଙ୍କୁ ଅସଲି ପାତାଳ ଲୋକ ବିଷୟରେ କହିବାକୁ ଯାଉଛୁ। ଏହା ପୃଥିବୀର ୨୬୨ ମିଟର ତଳେ ଉପସ୍ଥିତ। ଏଠାରେ ନଦୀ-ବାଦଲର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ। ପୃଥିବୀର ପାତାଳ ଲୋକ…

ନରହନ୍ତା ଭାଲୁକୁ ପିଟିପିଟି ମାରିଦେଲେ, ବିରୋଧ କରିବାରୁ ବନ କର୍ମଚାରୀଙ୍କୁ ମାଡ଼

ନବରଙ୍ଗପୁର,୧୦।୧୨: ନରହନ୍ତା ଭାଲୁକୁ ପିଟିପିଟି ମାରିଦେଲେ ଗ୍ରାମବାସୀ। ଏହାକୁ ବିରୋଧ କରିଥିବା ୨ ବନ କର୍ମଚାରୀଙ୍କୁ ମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ବନାଞ୍ଚଳ ଅଧୀନ ଭତରାସିଉନି ଗାଁ ନିକଟରେ। ଶନିବାର ସକାଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ…

ଡବ୍ଲ୍ୟୁପିଏଲ୍‌ରେ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ଝିଅଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୧୦।୧୨: ମହିଳା ପ୍ରିମିୟର ଲିଗ ନିଲାମ ଆୟୋଜନ କରାଯାଇଥିଲା। ଏହି ନିଲାମରେ ଅନେକ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇଥିଲା। ଏଥିରେ ଅଜଣା ଚେହେରା ନିଲାମରେ ସାମିଲ ହୋଇଥିଲେ। କିର୍ଥାନା ବାଲକ୍ରିଷ୍ଣନ ଏହି ନାମଗୁଡିକ ମଧ୍ୟରୁ ଅନ୍ୟତମ। ମହିଳା ପ୍ରିମିୟର ଲିଗ…

ପାକିସ୍ତାନରେ ସାଧାରଣ ନିର୍ବାଚନ ତାରିଖକୁ ନେଇ କଳ୍ପନାଜଳ୍ପନାର ଅନ୍ତ

ଇସଲାମାବାଦ,୧୦ା୧୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏନେଇ ପାକିସ୍ତାନର ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ନିଶ୍ଚିତ କରିଛନ୍ତି ଯେ, ନିର୍ବାଚନରେ ବିଳମ୍ବ ହେବାର କୌଣସି ସ୍ପଷ୍ଟ ସମ୍ଭାବନା ନାହିଁ।…

ମାୟାବତୀ ଘୋଷଣା କଲେ ନିଜର ଉତ୍ତରାଧିକାରୀ, ଜାଣନ୍ତୁ ଆକାଶ ଆନନ୍ଦ କିଏ…

ଲକ୍ଷ୍ନୌ,୧୦।୧୨: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଦଳର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତାଙ୍କ ପରେ ପୁତୁରା ଆକାଶ ଆନନ୍ଦ ହିଁ ଦଳର ଦାୟିତ୍ୱ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଆକାଶ ଏବେ ବିଏସ୍‌ପିର ଜାତୀୟ ସଂଯୋଜକ…

ପଞ୍ଚମ ଦିନରେ ଆୟକର ଚଢ଼ାଉ: ୧୨୦ ବ୍ୟାଗ୍‌ରୁ ବାହାରିଲାଣି ୧୬୫ କୋଟି

ବଲାଙ୍ଗୀର ୧୦।୧୨: ବଲାଙ୍ଗୀର ସୁଦପଡା ମଦଭାଟିରେ ରବିବାର ଆୟକର ବିଭାଗର ଚଢ଼ାଉ ପଞ୍ଚମ ଦିନରେ ପହଞ୍ଚିଛି। ୫୦ଟି ମେଶିନରେ ଟଙ୍କା ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୧୨୫ଟି ବ୍ୟାଗରୁ ୧୬୫ କୋଟି ଗଣତି ହୋଇସାରିଥିବା ଜଣାପଡିଛି। ଟଙ୍କା ଗଣତି କରିବାକୁ ୫୦…

ଗ୍ରାଣ୍ଡସ୍ଲାମ ଚାମ୍ପିୟନ କ୍ରିସ୍‌ ଏଭର୍ଟଙ୍କୁ ପୁଣି କ୍ୟାନ୍‌ସର: ଚାଲିଛି କେମୋଥେରାପି ଚିକିତ୍ସା

ନ୍ୟୁୟର୍କ,୧୦ା୧୨: ୧୮ ଥର ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନ କ୍ରିସ ଏଭର୍ଟ ପୁଣି କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀଟିମ୍‌ ଶରୀରର ପେଲ୍‌ଭିକ ଏରିଆରେ କ୍ୟାନ୍‌ସର ସେଲ୍‌ ଠାବ କରିଛନ୍ତି। ସମସ୍ତ ସେଲ୍‌କୁ ହଟାଇ ଦିଆଯିବା ସହ ତାଙ୍କର କେମୋଥେରାପି ଚିକିତ୍ସା ଆରମ୍ଭ…

ହାତୀ ଘୋଉଡାଇବା ବେଳେ ରେଞ୍ଜର ଗୁରୁତର

ରୁପ୍ରାରୋଡ୧୦।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ନର୍ଲା ବ୍ଲକ ତୁଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଆମ୍ବପଡ଼ାଠାରେ ହାତୀପଲ ଘୋଉଡାଇବା ବନ କର୍ମଚାରୀଙ୍କ ସହ ରେଞ୍ଜର ଯାଇଥିଲେ। ୧୨ଟି ହାତୀ ଚାଷ ନଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri