Home Left

ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ ହେଲା ଝଗଡା: ଆଉ ତା’ପରେ ଘଟିଲା ଏମିତି

ଲକ୍ଷ୍ନୌ,୧୧।୧୨: ଉତ୍ତରପ୍ରଦେଶର ସାହାରନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଭାଇ ତାଙ୍କ ଭଉଣୀକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ଥିବା ଅଭିଯୋଗ ହୋଇଛି। ମୋବାଇଲ ଫୋନ ବ୍ୟବହାରକୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବିବାଦ…

କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା

ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ  ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ ଚୌହାନ…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଗିଗଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୨:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା ୩୭୦ ଅସ୍ଥାୟୀ ଥିଲା। ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ କଶ୍ମୀରରେ ପ୍ରଯୁଜ୍ୟ ହେବ। ସୁପ୍ରିମକୋର୍ଟଙ୍କ…

ନୂଆବର୍ଷରେ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ୪୦ ଟଙ୍କା ପର୍ଯ୍ୟନ୍ତ ଖସିବ ପିଆଜ ଦର

ନୂଆଦିଲ୍ଲୀ,୧୧।୧୨: ପିଆଜର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ସରକାର ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେତେବେଳକୁ ପିଆଜର ମୂଲ୍ୟ ୮୦ କିଲୋଗ୍ରାମରେ ପହଞ୍ଚିଥିଲା। ରପ୍ତାନି ବନ୍ଦ ହେବା ପରେ ପିଆଜ ହାର ୬୦ଟଙ୍କା…

ଅନନ୍ୟାଙ୍କ ବ୍ରେକଅପ!

ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଖୋ ଗଏ ହମ କାହଁା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଅନନ୍ୟାଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି। ସେହି ଦିନ ଅର୍ଥାତ୍‌ ଲଞ୍ଚ ଡେ’ରେ ଅନନ୍ୟାଙ୍କୁ…

ଡରୁଛନ୍ତି ଟ୍ବିଙ୍କଲ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ନିଜ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ମଜାଦାର କାହାଣୀ ବାଣ୍ଟନ୍ତି। ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ…

ବୋହୂଙ୍କ ବିବାହ କରାଇଲେ ଶାଶୁଘର ଲୋକେ

ଲକ୍ଷ୍ନୌ,୧୧।୧୨: ମଧ୍ୟପ୍ରଦେଶର ଛିନ୍ଦ୍‌ୱାଡ଼ା ଜିଲା ପରାସିଆ ତହସିଲ ଅଧୀନ ଶଙ୍କରଗଡ଼ ଅଞ୍ଚଳର ଏକ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶାଶୁଘର ଲୋକେ ବିଧବା ବୋହୂଙ୍କ ବିବାହ କରାଇ ମହାନତା ଦେଖାଇଛନ୍ତି। ଏପରି କି ପରିବାର ଲୋକେ ନବଦମ୍ପତିଙ୍କୁ ପୁଣି ନୂଆ…

ଆଇଫୋନ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର: ସବୁଠାରୁ ଶସ୍ତାରେ କିଣିପାରିବେ ଆଇଫୋନ୍‌ ୧୪

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହେବା ପୂର୍ବର ଫ୍ଲିପକାର୍ଟ ଶେଷ ମାସରେ ଇୟର ଏଣ୍ଡ ସେଲ୍‌ ଆରମ୍ଭ କରିଛି। ଫ୍ଲିପକାର୍ଟ ବିଗ ଇୟର ଏଣ୍ଡ ସେଲ୍‌ ୯ ଡିସେମ୍ବରରୁ ଆରମ୍ଭ ହୋଇଛି। ଏହି ସେଲ୍‌ ୯ ଡିସେମ୍ବରରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।…

ଏମାନଙ୍କର ବି ହୋଇପାରିବ ଆଧାର

ନୂଆଦିଲ୍ଲୀ,୧୧।୧୨: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କିନ୍ତୁ ଦେଶର କେତେକ ଲୋକ ଅଛନ୍ତି ଯାହାର ଆଙ୍ଗୁଠି ନାହିଁ, ତେବେ ଏପରି ଲୋକଙ୍କ ପାଇଁ ଆଧାର କାର୍ଡ ତିଆରି କରାଯିବ କି ବୋଲି ପ୍ରଶ୍ନ ଉଠିଛି।…

ବିସିସିଆଇ ଚାହୁଁନାହିଁ ଭାରତରେ କରିବ ଡେ-ନାଇଟ ପିଙ୍କ ବଲ ଟେଷ୍ଟ ମ୍ୟାଚର ଆୟୋଜନ

ନୂଆଦିଲ୍ଲୀ,୧୧।୧୨: ଆପଣ ଡେ-ନାଇଟି କିମ୍ବା ପିଙ୍କ ବଲ ଟେଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି କି। ଯଦି ଆପଣ ଭାରତୀୟ ଟେଷ୍ଟ କ୍ରିକେଟର ଜଣେ ପ୍ରଶଂସକ, ଏବଂ ପିଙ୍କ ବଲ ସହିତ ନାଇଟ ଟେଷ୍ଟ ମ୍ୟାଚ ଦେଖିବାକୁ ପସନ୍ଦ କରନ୍ତି, ତେବେ…

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକର ଲାଭ ଜାଣିଲେ  ଛାଡ଼ିଦେବେ ଚାକିରି, ଭିଡିଓ ଦେଖିଲେ… 

ଗୁପ୍‌ଚୁପ୍‌ ଖାଇବା ପ୍ରାୟ ସମସ୍ତଙ୍କୁ ପସନ୍ଦ । ଯେ କେହି ଏହାକୁ ସପ୍ତାହରେ ଥରେ କିମ୍ବା ୨ ଥର ଖାଉଥିବେ। । ମାତ୍ର ଏହା କ’ଣ ଚିନ୍ତା  କରିଛନ୍ତି  ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ଦିନକୁ  ଲାଭ କେତେ। ତେବେ ଭିଡିଓ ଦେଖିବା ପରେ…

କାହିଁକି ଅବସର ନେବାକୁ ଚିନ୍ତା କଲେ ଦକ୍ଷିଣ ଆଫ୍ରିକାର ଏହି ଟେଷ୍ଟ ସ୍ପେଶାଲିଷ୍ଟ

ନୂଆଦିଲ୍ଲୀ,୧୧।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବ। ଏହି ସିରିଜ ପରେ ଦକ୍ଷିଣ ଆଫ୍ରିକାର ଟେଷ୍ଟ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ ଡିନ ଏଲଗାର ଅବସର ନେଇପାରନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri