Home Left

ସନ୍ତରଣରେ ଡାନିଲଙ୍କ ବିଶ୍ୱ ରେକର୍ଡ

ଓଟୋପେନି,୧୧ା୧୨: ଆୟର୍ଲାଣ୍ଡ ସନ୍ତରଣକାରୀ ଡାନିଲ ଓ୍ବିଫେନ୍‌ ପୁରୁଷ ୮୦୦ ମିଟର ଫ୍ରିଷ୍ଟାଇଲରେ ଏକ ଶର୍ଟକୋର୍ସ କରି ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିବା ଗ୍ରାଣ୍ଟ ହାକେଟଙ୍କଠାରୁ ୩ ସେକେଣ୍ଡ ଆଗୁଆରେ ରେସ୍‌ ଶେଷ କରିଥିଲେ। ରୋମାନିଆର…

୨୦୨୩ରେ ଗୁଗୁଲ୍ ରେ କ’ଣ ସର୍ଚ୍ଚ କରିଥିଲେ ଭାରତୀୟ? କିଆରା ଆଡଭାନୀଙ୍କ ଠାରୁ ଚନ୍ଦ୍ରୟାନ୍-୩ ପର୍ଯ୍ୟନ୍ତ ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୧।୧୨: ୨୦୨୩ ଶେଷ ହୋଇ ଆସୁଥିଲା ବେଳେ, ବର୍ତମାନ ଚଳିତ ବର୍ଷ ଘଟିଥିବା ଘଟଣାଗୁଡ଼ିକ, ବିଭିନ୍ନ ପ୍ରଶ୍ନ ଏବଂ ଆଗ୍ରହ ବିଷୟରେ ଚିନ୍ତା କରିବାର ସମୟ ଆସିଛି ଯାହା ବିଷୟରେ ଅଧିକ ଜାଣିବା ପାଇଁ ଲୋକମାନେ ଗୁଗୁଲରେ ସର୍ଚ୍ଚ କରିଥିଲେ। ଏହି…

ଜମି ଭାଗବଣ୍ଟାରୁ ସାନ ଭାଇଙ୍କୁ ହତ୍ୟା

ଧରାକୋଟ,୧୧ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ଼ ଥାନା ଅଧୀନ ଜଗନ୍ନାଥପୁର ଶାସନ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ନିଲୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଟକ ଥିବା ନିଲୁଙ୍କ ବଡ଼ଭାଇ ଟୁଲୁ…

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁଙ୍କୁ ଏନ୍‌କାଉଣ୍ଟର

ପୁରୀ,୧୧।୧୨: ପୁରୀରେ ସୋମବାର ଏକ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ ଆହତ ହୋଇଛନ୍ତି। ସନ୍ତୁଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ସନ୍ତୁ କିଛି ଦିନ ତଳେ…

Animal ଫିଲ୍ମ ଭାବି ନମ୍ବର-୨ ଙ୍କ ବଢ଼ିଲା ଡିମାଣ୍ଡ, ରଶ୍ମିକାଙ୍କୁ ପଛରେ ପକାଇ ସାଜିଲେ ନ୍ୟାଶନାଲ କ୍ରସ୍

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ‘ଆନିମଲ’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ବିଶ୍ୱ ବଜାରରେ ଫିଲ୍ମ ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ ରୋଜଗାର କରି ସାରିଲାଣି। ତେବେ ଫିଲ୍ମରେ ‘ଭାବି ନମ୍ବର-୨’ ଚରିତ୍ରରେ ନଜର ଆସିଥିବା ‘ତୃପ୍ତି ଡିମରି’…

୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଜାନୁୟାରୀ ୨୦ରେ ଭାରତ ଖେଳିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ,୧୧।୧୨: ପୁରୁଷ ଅଣ୍ଡର -୧୯ ବିଶ୍ୱକପ୍‌ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ନାମେଣ୍ଟ ୧୯ ଜାନୁୟାରୀରୁ ଆରମ୍ଭ ହେବାକୁ ଯାଉଛି। ଫାଇନାଲ ମ୍ୟାଚ ୧୧ ଫେବୃୟାରୀରେ ଖେଳାଯିବ। ଏହି ସମୟ ମଧ୍ୟରେ ମୋଟ ୪୧ ଟି ମ୍ୟାଚ ଖେଳାଯିବ। ଭାରତୀୟ ଦଳ…

ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ,୧୧।୧୨: ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ ନିଜ ଦଳ ଘୋଷଣା କରିଛି। ଜାନୁୟାରୀ ୨୫ରୁ ଇଂଲଣ୍ଡ ଏହି ଟେଷ୍ଟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି।…

କଳା ଟଙ୍କାରେ ଭୋଟ କିଣିବା ଥିଲା ଯୋଜନା: ଭାଜପା ନେତା

ଛତ୍ରପୁର,୧୧।୧୨(ସନ୍ତୋଷ ପାଢ଼ୀ ): କେନ୍ଦ୍ରୀୟ ଆୟକର ବିଭାଗ ଓଡ଼ିଶାରେ ଜବତ କରିଥିବା କଳା ଟଙ୍କାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଯେଉଁଭଳି ଭାବେ ଓଡ଼ିଶାରେ ବିଜେଡି ସରକାରଙ୍କ ପ୍ରୋତ୍ସାହନରେ କଂଗ୍ରେସ ଏମ୍‌ପିଙ୍କ ଦ୍ବାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ…

ମୋବାଇଲ୍‌ ପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ ହେଲା ଝଗଡା: ଆଉ ତା’ପରେ ଘଟିଲା ଏମିତି

ଲକ୍ଷ୍ନୌ,୧୧।୧୨: ଉତ୍ତରପ୍ରଦେଶର ସାହାରନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଭାଇ ତାଙ୍କ ଭଉଣୀକୁ ଗୁଳି କରି ଘଟଣାସ୍ଥଳରୁ ଫେରାର ଥିବା ଅଭିଯୋଗ ହୋଇଛି। ମୋବାଇଲ ଫୋନ ବ୍ୟବହାରକୁ ନେଇ ଭାଇ ଓ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବିବାଦ…

କିଏ ସେହି ମୋହନ ଯାଦବ? ଜାଣନ୍ତୁ କାହିଁକି ଭାଜପା ତାଙ୍କ ଉପରେ କଲା ଭରସା

ଭୋପାଳ,୧୧।୧୨: ମୁଖ୍ୟମନ୍ତ୍ରୀ ନାଁ ବାଛିବା ପାଇଁ ସୋମବାର ମଧ୍ୟପ୍ରଦେଶରେ ଭାଜପାର ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକମାନେ ମୋହନ ଯାଦବଙ୍କ ନାମକୁ ଅନୁମୋଦନ କରିଛନ୍ତି। ମୋହନ  ଉଜୈନ ସାଉଥରୁ ବିଧାୟକ ଅଛନ୍ତି। ସେ ଶିବରାଜ ସିଂ ଚୌହାନ…

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ରାଗିଗଲା ପାକିସ୍ତାନ

ଇସଲାମାବାଦ୍‌,୧୧।୧୨:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା ୩୭୦ ଅସ୍ଥାୟୀ ଥିଲା। ସମ୍ବିଧାନର ସମସ୍ତ ବ୍ୟବସ୍ଥା ଜମ୍ମୁ କଶ୍ମୀରରେ ପ୍ରଯୁଜ୍ୟ ହେବ। ସୁପ୍ରିମକୋର୍ଟଙ୍କ…

ନୂଆବର୍ଷରେ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ୪୦ ଟଙ୍କା ପର୍ଯ୍ୟନ୍ତ ଖସିବ ପିଆଜ ଦର

ନୂଆଦିଲ୍ଲୀ,୧୧।୧୨: ପିଆଜର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ସରକାର ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେତେବେଳକୁ ପିଆଜର ମୂଲ୍ୟ ୮୦ କିଲୋଗ୍ରାମରେ ପହଞ୍ଚିଥିଲା। ରପ୍ତାନି ବନ୍ଦ ହେବା ପରେ ପିଆଜ ହାର ୬୦ଟଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri