Home Left

ପ୍ରଥମ ଦିନରେ ଜୟନ୍ତୀ, ପଙ୍କଜ, ମଙ୍ଗତଙ୍କୁ ପଦକ

ଭୁବନେଶ୍ୱର,୧୧ା୧୨ (ସରୋଜ ଜେନା): ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଓଡ଼ିଶାକୁ ସଫଳତା। ପ୍ରଥମ ଦିନରେ ଜୟନ୍ତୀ ବେହେରା, ପଙ୍କଜ ଭୁଏ ଓ ମଙ୍ଗତ ହେମରାମ ପଦକ ବିଜୟୀ ହୋଇଛନ୍ତି। ମହିଳା ୧୦୦ ମିଟର ଦୌଡର ଟି-୪୭ ବର୍ଗରେ ଜୟନ୍ତୀ…

ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଅନୁରାଗଙ୍କୁ ଭେଟିଲେ ବଜରଙ୍ଗ ଓ ସାକ୍ଷୀ

ନୂଆଦିଲ୍ଲୀ,୧୨ା୧୨: ସୋମବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି ଦୁଇ ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ। ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ରହିଥିବା ବେଳେ…

ଆଜିଠାରୁ କ୍ରିକେଟ୍‌ରେ ଏକ ନୂଆ ନିୟମର ହେବ ପରୀକ୍ଷା: ଜାଣନ୍ତୁ ରୋଚକ ନିୟମ ବିଷୟରେ…

ନୂଆଦିଲ୍ଲୀ,୧୨୧୨: ଆଜି ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ନିୟମର ପରୀକ୍ଷା ଆରମ୍ଭ ହେବ। ଏହି ନିୟମର ନାମ ‘ଷ୍ଟପ କ୍ଲକ’ ରଖାଯାଇଛି। ଏହି ନିୟମର ଲାଗୁ ସହିତ ଫିଲ୍ଡିଂ ଦଳ ଓଭର ଶେଷ ହେବା ପରେ ଆଉ ଅଧିକ ସମୟ…

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ (ହାର୍ଟ)…

ମାଗଣାରେ ଫ୍ଲୋରିଡା ଯାତ୍ରା

ୱାଶିଂଟନ୍‌: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି। ହେଲେ ସେଥିରେ ବାଧା ସାଜିଥାଏ ଟଙ୍କା। ହେଲେ ନିକଟରେ ଇଗନାଇଟ୍‌ ଡେଟିଂ ନାମକ ଏକ କମ୍ପାନୀ ମାଗଣାରେ ଫ୍ଲୋରିଡାରେ ଛୁଟି କାଟିବାକୁ ଅଫର ଦେଇଛି। ଏହି ଟ୍ରିପ୍‌ରେ ଆରାମଦାୟକ ହୋଟେଲରେ ରହିବାକୁ…

‘ଟକ୍ସିକ୍‌’ରେ ୟଶ୍‌

ମୁମ୍ବାଇ: ‘କେଜିଏଫ୍‌’ ଜରିଆରେ ଅନେକ ସୁନାମ ଆଣିଥିବା ଅଭିନେତା ୟଶ୍‌ଙ୍କ ଆଗାମୀ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ତେବେ ନିକଟରେ ୟଶ୍‌ ସୋସିଆଲ ମିଡିଆରେ ଏକ ଟିଜର ଜାରିକରି ତାଙ୍କ ଫିଲ୍ମର ଟାଇଟଲ ବାବଦରେ ଜଣାଇଛନ୍ତି। ଟିଜର୍‌ରୁ ତାଙ୍କ ଫିଲ୍ମର ନାମ…

ଚଳିତ ସିଜିନ୍‌ର ସବୁଠୁ ଥଣ୍ଡା ଦିନ: -୪ ଡିଗ୍ରୀ ଛୁଇଁଲା ତାପମାତ୍ରା

ନୂଆଦିଲ୍ଲୀ,୧୨।୧୨: ଦେଶର ଅନେକ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଫଳରେ ଥଣ୍ଡା ଆହୁରି ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ପରିସ୍ଥିତି ସମାନ ରହିଛି। ଏଠାରେ ଗତକାଲି ଆର୍ଥାତ୍‌ ଡିସେମ୍ବର ୧୧ ସବୁଠାରୁ ଶୀତ ଦିନ ଥିଲା। ଜମ୍ମୁ କଶ୍ମୀରରେ ପାରା…

ଚଳିତ ବର୍ଷର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ‘ଭିହାନ’

ବେଙ୍ଗାଲୁରୁ : ଚଳିତ ବର୍ଷର ୱାଇଲ୍ଡ ଲାଇଫ ଫଟୋଗ୍ରାଫର ଭାବେ ବେଙ୍ଗାଲୁରୁର ପ୍ରତିଭାଶାଳୀ ଭିହାନ ତଲ୍ୟା ବିକାଶ ୧୦ ବର୍ଷ ଏବଂ ତା’ଠୁ କମ୍‌ ଶ୍ରେଣୀ ବର୍ଗରେ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଏକ ପ୍ରକାରର ଓସ୍କାର ଆୱାର୍ଡ ସହିତ ସମାନ।…

ଆଜି ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି୨୦ ମ୍ୟାଚ୍‌

ଜିକ୍ୱେବେରା,୧୨ା୧୨: ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇଯିବା ପରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳିବ ଭାରତ। ଟି୨୦ ବିଶ୍ୱକପ ପୂର୍ବରୁ ଆଉ ମାତ୍ର ୫ଟି ମ୍ୟାଚ୍‌ ବାକି ରହିଥିବା ବେଳେ ଦଳ ଚୟନକୁ ନେଇ ଭାରତୀୟ ଟିମ୍‌…

ବଜାରରେ ସ୍କୋଡା ସ୍ଲାଭିଆର ଏଲିଗାନ୍ସ ଏଡିଶନ

ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ସ୍କୋଡା ସ୍ଲାଭିଆର ଏଲିଗାନ୍ସ ଏଡିଶନ’କୁ ନିକଟରେ ସର୍ବଭାରତୀୟସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର ଅଗ୍ରଣୀ ମଡେଲ…

ତନିସ୍କର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୧୨।୧୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ତନିସ୍କ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ଅଭିଯାନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ଚଳିତ ବର୍ଷର ବିବାହଋତୁରେ ତନିସ୍କର ନୂତନ ‘ଗୋଲ୍‌ଡ ଏକ୍ସଚେଞ୍ଜ ପଲିସି’ ଆଜିର…

କପ୍‌-୨୮ରେ ବେଦାନ୍ତ ଆଲୁମିନିୟମ ସାମିଲ

ଭୁବନେଶ୍ୱର,୧୨।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଜାତିସଂଘ ପକ୍ଷରୁ ଦୁବାଇଠାରେ ଆୟୋଜିତ କପ୍‌-୨୮ରେ ସାମିଲ ହୋଇଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଇଓ ଜନ ସ୍ଲାଭେନ କହିଛନ୍ତି, ଆମେ ନିର୍ଗମନକୁ ହ୍ରାସ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri