Home Left

୨୦୨୪ରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ

ନୂଆଦିଲ୍ଲୀ,୧୨ା୧୨: କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ ଏକ୍‌ଜାମିନେଶନ୍ସ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ଶ୍ରେଣୀରେ ୨୦୨୪ଠାରୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ହେବ ନାହିଁ। ଏହା ପରିବର୍ତ୍ତେ ପୁନଃମୂଲ୍ୟାୟନ ବ୍ୟବସ୍ଥା ଲାଗୁ କରାଯିବ। ଏଥିସହିତ ପୂର୍ବରୁ…

କୋହଲି-ରୋହିତ ନୁହେଁ,ଏହି ଖେଳାଳିଙ୍କୁ ଗୁଗଲ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷ କ୍ରିକେଟ ଦୁନିଆରେ ଅନେକ ବଡ ଟୁର୍ନାମେଣ୍ଟ ଖେଳାଯାଇଥିଲା। ପ୍ରତିବର୍ଷ ପରି ଗୁଗଲ ଚଳିତ ବର୍ଷର ଗୁଗ୍‌ଲ ଟ୍ରେଣ୍ଡ ବିଷୟରେ ସୂଚନା ଦେଇଛି। ୨୦୨୩ରେ ସର୍ବାଧିକ ସର୍ଚ୍ଚ ଯାଇଥିବା ବିଷୟ ଉପରେ…

ମଧ୍ୟପ୍ରଦେଶରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ, ଲୋକ ସଭା ନିର୍ବାଚନରେ ଯାଦବ ଫ୍ୟାକ୍ଟର ଦେବ ଫାଇଦା

ଭୋପାଳ,୧୨।୧୨: ସୋମବାର ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ମାତ୍ରେ ରାଜନୀତିରେ ଆଗ୍ରହୀ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପ୍ରଥମ ଘଟଣା ନୁହେଁ ଯେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ନାମରେ ଦେଶକୁ ଆଶ୍ଚର୍ଯ୍ୟ କରିଛି। ଭାଜପା ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିବାରେ ପାରଦର୍ଶୀ। ମଧ୍ୟପ୍ରଦେଶରେ…

ଥରିଲା ଆଫଗାନିସ୍ତାନ

କାବୁଲ,୧୨।୧୨: ଆଫଗାନିସ୍ତାନରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି।

ରାଜସ୍ଥାନରେ ବି ସରପ୍ରାଇଜ୍‌ ଦେବ କି ଭାଜପା? ଆଜି ହେବ ସ୍ପଷ୍ଟ

ଜୟପୁର,୧୨।୧୨: ରାଜସ୍ଥାନର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ମଧ୍ୟପ୍ରଦେଶ-ଛତିଶଗଡ ପରି ଭାଜପା ମଧ୍ୟ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ନାମ ଘୋଷଣା କରିପାରିବ। ଏଥି ସହିତ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ପ୍ରାୟ…

ପ୍ରଣବ ମୁଖାର୍ଜୀଙ୍କ ଝିଅଙ୍କ ଚାଞ୍ଚଲ୍ୟକର ଖୁଲାସା: ଭରସା ଅଭାବରୁ ମୋ ବାପାଙ୍କୁ କ୍ୟାବିନେଟରୁ ହଟାଇ ଦେଇଥିଲେ ରାଜୀବ ଗାନ୍ଧୀ

ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଭରସା ଅଭାବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାଙ୍କ ବାପାଙ୍କୁ ତାଙ୍କ କ୍ୟାବିନେଟରୁ ହଟାଇ ଦେଇଥିବା ସେ କହିଛନ୍ତି। ଶର୍ମିଷ୍ଠା ପିତାଙ୍କ ଉପରେ ଲେଖାଯାଇଥିବା…

ଗଞ୍ଜି କିଣା ବିଜ୍ଞାପନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଜଗତ୍‌ସିଂହପୁର, ୧୨ା୧୨(ପ୍ରମୋଦ କୁମାର ନାୟକ):  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସାମାଜିକ, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟରେ ସମ୍ପୃକ୍ତି ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଛାତ୍ରୀଛାତ୍ରମାନେ କିପରି ନିଜର ଆତ୍ମବଳ…

ହସ୍ପିଟାଲରେ କେସିଆର୍‌ଙ୍କୁ ଭେଟିଲେ ଚିରଞ୍ଜୀବୀ

ହାଇଦ୍ରାବାଦ୍‌,୧୨।୧୨: ମେଗାଷ୍ଟାର ଚିରଞ୍ଜୀବୀ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ହସ୍ପିଟାଲରେ ଭେଟିଛନ୍ତି। ତଳେ ପଡ଼ିଯିବାରୁ କେସିଆରଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ସେ ହିପ ରିପ୍ଲେସମେଣ୍ଟ ସର୍ଜରୀ କରିଛନ୍ତି। ଚିରଞ୍ଜୀବୀ କେସିଆରଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।…

ପ୍ରଥମ ଦିନରେ ଜୟନ୍ତୀ, ପଙ୍କଜ, ମଙ୍ଗତଙ୍କୁ ପଦକ

ଭୁବନେଶ୍ୱର,୧୧ା୧୨ (ସରୋଜ ଜେନା): ନୂଆଦିଲ୍ଲୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ଓଡ଼ିଶାକୁ ସଫଳତା। ପ୍ରଥମ ଦିନରେ ଜୟନ୍ତୀ ବେହେରା, ପଙ୍କଜ ଭୁଏ ଓ ମଙ୍ଗତ ହେମରାମ ପଦକ ବିଜୟୀ ହୋଇଛନ୍ତି। ମହିଳା ୧୦୦ ମିଟର ଦୌଡର ଟି-୪୭ ବର୍ଗରେ ଜୟନ୍ତୀ…

ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଅନୁରାଗଙ୍କୁ ଭେଟିଲେ ବଜରଙ୍ଗ ଓ ସାକ୍ଷୀ

ନୂଆଦିଲ୍ଲୀ,୧୨ା୧୨: ସୋମବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି ଦୁଇ ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ। ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ ରେସ୍‌ଲିଂ ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ରହିଥିବା ବେଳେ…

ଆଜିଠାରୁ କ୍ରିକେଟ୍‌ରେ ଏକ ନୂଆ ନିୟମର ହେବ ପରୀକ୍ଷା: ଜାଣନ୍ତୁ ରୋଚକ ନିୟମ ବିଷୟରେ…

ନୂଆଦିଲ୍ଲୀ,୧୨୧୨: ଆଜି ଠାରୁ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ନିୟମର ପରୀକ୍ଷା ଆରମ୍ଭ ହେବ। ଏହି ନିୟମର ନାମ ‘ଷ୍ଟପ କ୍ଲକ’ ରଖାଯାଇଛି। ଏହି ନିୟମର ଲାଗୁ ସହିତ ଫିଲ୍ଡିଂ ଦଳ ଓଭର ଶେଷ ହେବା ପରେ ଆଉ ଅଧିକ ସମୟ…

ଅକ୍ଟୋପସ୍‌ର ୩ ହୃତ୍‌ପିଣ୍ଡ

ନୂଆଦିଲ୍ଲୀ : ବିଶ୍ୱର କିଛି ଜୀବ ଅଛନ୍ତି, ଯେଉଁମାନେ ୨୦୦-୩୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି। ସେ ସମସ୍ତ ଜୀବଙ୍କ ପାଖରେ ଗୋଟିଏ ହୃତ୍‌ପିଣ୍ଡ ସହିତ ଗୋଟିଏ ମସ୍ତିଷ୍କ ରହିଥାଏ। ତେବେ ଏପରି ଏକ ଜୀବ ଅଛି, ଯାହା ପାଖରେ ୩ଟି ହୃତ୍‌ପିଣ୍ଡ (ହାର୍ଟ)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri