UPI ID: ନୂଆ ବର୍ଷରେ ବନ୍ଦ ହୋଇଯାଇପାରେ ଆପଣଙ୍କ ୟୁପିଆଇ ଆଇଡି, ଡିସେମ୍ବର ୩୧ ସୁଦ୍ଧା କରିନିଅନ୍ତୁ ଏହି କାମ
ନୂଆଦିଲ୍ଲୀ,୨୦।୧୨: ନୂଆବର୍ଷ ଅର୍ଥାତ ୧ ଜାନୁୟାରୀ ୨୦୨୪ରୁ ବ୍ୟବହାର ହୋଇ ନ ଥିବା ୟୁପିଆଇ ଆଇଡି ବନ୍ଦ ହୋଇଯିବ। ଯଦି ଗୁଗୁଲ ପେ’, ପେ’ଟିଏମ୍ ଏବଂ ଫୋନ୍ ପେ’ ଭଳି ପେମେଣ୍ଟ ଆପ୍ରେ ୟୁପିଆଇ ଆଇଡି ବ୍ୟବହାର କରୁଛନ୍ତି, ହେଲେ ତାକୁ…
ଏହି ଦେଶରେ ପ୍ରତି ୬ ମାସରେ ବଦଳେ ନାଗରିକତା
ଦୁନିଆର ପ୍ରତ୍ୟେକ ଦେଶ ନିଜ ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିଥାଏ। କେବଳ ଗୋଟିଏ ଦେଶର ଆଇନଗତ ନାଗରିକ ସେହି ଦେଶର ସମସ୍ତ ସୁବିଧା ପାଇ ପାରିବେ। ଯେକୌଣସି ଦେଶର ନାଗରିକତ୍ୱ ପାଇଁ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଭାରତରେ ରହୁଥିବା…
ଲୋକ ଡାକ୍ତର-ଇଞ୍ଜିନିୟର ହେବାକୁ ଚାହାନ୍ତି, ଏ ବ୍ୟକ୍ତିଜଣଙ୍କ କିନ୍ତୁ ହୋଇଗଲେ କୁକୁର; କାରଣ ଜାଣିଲେ ମୁଣ୍ଡରେ ଦେବେ ହାତ
ଅନେକେ ପାଠପଢ଼ି ଡାକ୍ତର କିମ୍ବା ଇଞ୍ଜିନିୟର ହେବାକୁ ସ୍ବପ୍ନ ଦେଖିଥାନ୍ତି। ଏଥିଲାଗି ସେମାନେ ଦିନରାତି ଏକ କରି ପରିଶ୍ରମ କରିଥାନ୍ତି। ଦିନ ଆସେ ସେମାନଙ୍କ ପରିଶ୍ରମ ସଫଳ ହୁଏ। ସେମାନେ ପରିବାରର ନାଁ ଉଚ୍ଚା କରିଥାନ୍ତି। କିନ୍ତୁ ଜାପାନର ଜଣେ ବ୍ୟକ୍ତି…
ଭୋଟ୍ ବର୍ଜନ କରିବେ ଆଦିବାସୀ ସମ୍ପ୍ରଦାୟ
କେନ୍ଦୁଝର,୨୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ହାଟଡିହି ବ୍ଲକ ଅନ୍ତର୍ଗତ ଜଙ୍ଗଲ ମଧ୍ୟରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ପୁରାତନ ବସତି କଅଁଳେଇ ବାଲିପାଳ ଗ୍ରାମବାସୀ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ,ବ୍ୟକ୍ତିଗତ ଗୋଷ୍ଠୀଗତ ଅଧିକାର ସହ ତାଙ୍କ ଗ୍ରାମ ଜଙ୍ଗଲ କିସମ ମଧ୍ୟରେ ଥିବାରୁ…
ଶିକ୍ଷକଙ୍କ ପଢ଼ାଇବା ଶୈଳୀ ଦେଖିଲେ କହିବେ ବାଃ, ଭାଜପା ନେତା କ୍ଲାସର ଭିଡିଓ ଶେୟାର କରି କହିଲେ…
ନାଗାଲାଣ୍ଡର ମନ୍ତ୍ରୀ ଏବଂ ଭାଜପା ନେତା ତେମଜେନ ଇମ୍ନା ଆଲୋଙ୍ଗ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। ତାଙ୍କର ପ୍ରତିଟି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥାଏ। ଅନେକ ସମୟରେ ସେ ନିଜ ସହ ଜଡ଼ିତ ପୋଷ୍ଟ ଶେୟାର କରି ଲୋକଙ୍କୁ ହସାଇଥାନ୍ତି।…
ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା
ଖୋର୍ଦ୍ଧା,୨୦।୧୨: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଫସିଯାଇଥିବା କୁହାଯାଉଛି। ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଡଙ୍ଗାଟି ଫସିଯାଇଥିଲା। ଜହ୍ନିକୁଦାରୁ ୪ କିମି ଯିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗା ଅଟକିଥିଲା। ଏଥିରେ…
ଘରେ କେତେ ଟଙ୍କା ନଗଦ ରଖିପାରିବେ? ଜାଣନ୍ତୁ କ’ଣ କୁହେ ଆୟକର ବିଭାଗର ନିୟମ
ନୂଆଦିଲ୍ଲୀ,୨୦।୧୨: ଆୟକର ଚଢ଼ାଉରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଘରେ କୋଟି କୋଟି ଟଙ୍କାର ନଗଦ ରାଶି ରଖିଥିବା ଜଣାପଡ଼ୁଛି। ନିକଟରେ କଂଗ୍ରେସ ଏମ୍ପି ଧୀରଜ ପ୍ରସାଦ ସାହୁଙ୍କ କଥାକୁ ଉଦାହରଣସ୍ବରୂପ ନିଆଯାଇପାରେ। ତାଙ୍କ ନିକଟରୁ ବିଭାଗ ୩୫୧ କୋଟି ଜବତ କରିଥିଲା।…
କରୋନା ଭାଇରସ ନୂଆ ଭାରିଆଣ୍ଟର ମିମିକ୍ରି କଲେ ଡାକ୍ତର, ଭିଡିଓ ଭାଇରାଲ
ପୁଣି ଥରେ ଡରାଇଲାଣି କରୋନା। ଦେଶରେ ୬୧୪ କରୋନା ମାମଲା ରେକର୍ଡ ହୋଇଥିବାବେଳେ ୨୪ଘଣ୍ଟାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହାକୁ ନେଇ ଏକ ମିମ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଜଣେ ଡାକ୍ତର ମଜାଦାର ଅନ୍ଦାଜରେ କରୋନାର…
ଯୁବତୀଙ୍କୁ ନ୍ୟୁଡ୍ କଲ୍ରେ ସାମିଲ୍ କରୁଥିଲେ ବୁଖାରୀ
ଭୁବନେଶ୍ୱର,୨୦।୧୨: କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀଙ୍କ ପୁଣି ଏକ ନୂଆ ସଡ଼ଯନ୍ତ୍ର ସାମ୍ନାକୁ ଆସିଛି। ଯୁବତୀଙ୍କୁ ହନିଟ୍ରାପ୍ରେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ଏ ନେଇ ସେ ନିଜେ ଆପ୍ ତିଆରି କରିଥିଲେ। ଏହି ଆପ୍ ଜରିଆରେ ସେ ଯୁବତୀଙ୍କ…
ମଧ୍ୟପ୍ରଦେଶକୁ ଫେରିଲା କରୋନା, ମାଳଦ୍ୱୀପରୁ ଫେରିଥିବା ଦମ୍ପତି କୋଭିଡ ପଜିଟିଭ୍
ଭୋପାଳ,୨୦।୧୨: ପୁଣିଥରେ ମୁଣ୍ଡ ଟେକିଲାଣି କରୋନା। ମିନି ମୁମ୍ବାଇ କୁହାଯାଉଥିବା ଇନ୍ଦୋରରୁ ୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। କରୋନା ଭାଇରସର ନୂଆ ମାମଲା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। କରୋନା ସଂକ୍ରମିତ ହୋଇଥିବା…
ସାମ୍ବାଦିକା ଜ୍ୟାକଲିନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ ଇଣ୍ଡଷ୍ଟ୍ରିର ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ଜ୍ୟାକଲିନଙ୍କ ହଟ ନେସ୍ ଉପରେ ଲକ୍ଷ ଲକ୍ଷ ଦର୍ଶକ ଫିଦା ହୋଇଥାଆନ୍ତି। ସେ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ଫଟୋ ଶେୟାର କରିଥା’ନ୍ତି ଯାହା ଭାଇରାଲ ହୋଇଯାଏ।…
ଏହି ଅନକ୍ୟାପଡ ଖେଳାଳିଙ୍କ ଭିତରେ ଧୋନିଙ୍କ ଝଲକ ଦେଖିଛନ୍ତି ଗାଙ୍ଗୁଲି
ନୂଆଦିଲ୍ଲୀ,୨୦।୧୨: ଆଇପିଏଲ ନିଲାମରେ ଦିଲ୍ଲୀ କ୍ୟାପିଟାଲ୍ସ ଝାଡ଼ଖଣ୍ଡ ଖେଳାଳି କୁମାର କୁଶାଗ୍ରାଙ୍କୁ ୭.୨୦କୋଟିରେ କିଣିଛି। ଦିଲ୍ଲୀ କ୍ୟାପାଟାଲ୍ସ ଏହି ଅନାବଶ୍ୟକ ଖେଳାଳିଙ୍କ ପାଇଁ କାହିଁକି ବିପୁଳ ପରିମାଣର ଖର୍ଚ୍ଚ କଲା ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ବାସ୍ତବରେ ଦିଲ୍ଲୀ କ୍ୟାପିଟାଲ୍ସର…
Archives


