Home Left

Dunki Movie Ticket: ମାଗଣାରେ ଦେଖନ୍ତୁ ‘ଡଙ୍କି’; ମିଳୁଛି ଜବରଦସ୍ତ ଅଫର, ଏଭଳି କରନ୍ତୁ ବୁକିଂ

ବମ୍ବେ: ବଲିଉଡ ଅଭିନେତା ଶାହାରୁଖ ଖାନ୍‌ ଏବଂ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ‘ଡଙ୍କି’ ରିଲିଜ ହୋଇଛି। ଦିର୍ଘଦିନ ଧରି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଥିଲା। ଏହାର ପରିଣାମସ୍ବରୂପ ସିନେମାହଲ୍‌ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି। ତେବେ…

ବର୍ଷର ସବୁଠାରୁ ଛୋଟ ଦିନ ହେବ ଡିସେମ୍ବର ୨୨

ଭୁବନେଶ୍ୱର,୨୧।୧୨(ଅସମାପିକା ସାହୁ): ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ବୋଲି ବିବେଚନା କରାଯାଏ। ଏ ବର୍ଷ ଡିସେମ୍ବର ୨୨ ତାରିଖରେ…

ପାକିସ୍ତାନକୁ ଝଟ୍‌କା

ନୂଆଦିଲ୍ଲୀ,୨୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପକ୍ଷରୁ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ଖୁରମ୍‌ ଶେହଜାଦ ସିରିଜରୁ ବାଦ୍‌ ପଡ଼ିଛନ୍ତି।  ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ସେ ଡେବ୍ୟୁ କରି ୫ ଉଇକେଟ ନେଇଥିଲେ। ବିଶେଷକରି ଷ୍ଟିଭ୍‌ ସ୍ମିଥ୍‌ଙ୍କୁ…

ଗୋବିନ୍ଦା @୬୦

ମୁମ୍ବାଇ: ୨୧ ଡିସେମ୍ବର ଅର୍ଥାତ୍‌ ଆଜି ହେଉଛି ସୁପରଷ୍ଟାର ଗୋବିନ୍ଦାଙ୍କ ୬୦ତମ ଜନ୍ମଦିନ। ୧୯୬୩ରେ ଜନ୍ମିତ ଗୋବିନ୍ଦା ଜୀବନରେ ଅନେକ ଉତ୍‌ଥାନ ପତ୍ତନ ଦେଇ ଗତି କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେ ୧୯୮୬ରେ ‘ଇଲଜାମ’ ଜରିଆରେ ତାଙ୍କ କ୍ୟାରିୟର୍‌ ଆରମ୍ଭ…

‘ମୁଁ କୁସ୍ତିରୁ ଅବସର ନେଉଛି’, ସଞ୍ଜୟ ସିଂ ଡବ୍ଲୁଏଫଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ପରେ କହିଲେ ସାକ୍ଷୀ ମଲିକ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ରେସଲିଂ ଫେଡେରେଶନ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯିବା ପରେ ଏକ ବଡ଼ ବିବାଦ ଉପୁଜିଛି। ସାକ୍ଷୀ ମଲିକ କୁସ୍ତିରୁ ଅବସର ଘୋଷଣା କରିଛନ୍ତି। ଖବରଦାତା ସମ୍ମିଳନୀରେ ଭାବପ୍ରବଣ ଦେଖାଯାଉଥିବା…

ଭାରତର ଏଭଳି ମନ୍ଦିର ଯେଉଁଠି ପୁରୁଷଙ୍କୁ ଯିବା ମନା; କେବଳ ମହିଳାଙ୍କୁ ମିଳେ ଏଣ୍ଟ୍ରି

ଭାରତର କିଛି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ସେହିଭଳି ଏଭଳି କିଛି ମନ୍ଦିର ରହିଛି, ଯେଉଁଠି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ନଚେତ ଏକ ସ୍ବତନ୍ତ୍ର ସମୟରେ ତାଙ୍କ ପାଇଁ ଦ୍ୱାର ଖୋଲାଥାଏ। ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି…

ଭାରତ- ଦକ୍ଷିଣ ଆଫ୍ରିକା ତୃତୀୟ ଦିନିକିଆ: ରଜତ ପାଟିଦାରଙ୍କୁ ମିଳିଲା ଡେବ୍ୟୁ ସୁଯୋଗ, ଭାରତର ବ୍ୟାଟିଂ ଜାରି

ପାର୍ଲ,୨୧।୧୨: ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଆଡେନ ମାର୍କ୍ରାମ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ଏଥି ସହିତ ଭାରତୀୟ ଦଳ ପ୍ଲେ-୧୧ରେ ୧ଟି ପରିବର୍ତ୍ତନ ସହିତ ପଡିଆରେ…

Sahara Refund: ଏବେ ସାହାରା ରିଫଣ୍ଡ ପୋର୍ଟାଲରେ ୧୯,୯୯୯ ଟଙ୍କା ଯାଏ କରିପାରିବେ କ୍ଲେମ୍‌, ତୁରନ୍ତ ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୧।୧୨: ସାହାରା ଇଣ୍ଡିଆରେ ଫସିଥିବା ଟଙ୍କାକୁ ଫେରି ପାଇବାକୁ ଚାହିଁ ରହିଥିବା କୋଟି କୋଟି ଲୋକଙ୍କ ଲାଗି ଖୁସି ଖବର। ଏବେଠାରୁ ନିବେଶକମାନେ ରିଫଣ୍ଡ ପୋର୍ଟାଲରୁ ୧୯,୯୯୯ ଟଙ୍କା ଯାଏ କ୍ଲେମ୍‌ ଫାଇଲ କରିପାରିବେ। ଏଯାବତ ଏହି ରାଶି ୧୦ ହଜାର…

‘ଚିନ୍ତା କର ନାହିଁ, ସେ ବ୍ୟାଟିଂ କରିବେ’; ରୋହିତଙ୍କ ପ୍ରଶଂସକଙ୍କୁ ଏଭଳି ଜବାବ ଦେଲେ ଆକାଶ ଅମ୍ବାନୀ

ଦୁବାଇ,୨୧।୧୨: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଏନେଇ ଘୋଷଣା ହେବା ପରେ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଆଇପିଏଲ୍‌ର ଅକ୍ସନ ସମୟରେ ମଧ୍ୟ ଜଣେ ପ୍ରଶଂସକ ‘ରୋହିତଙ୍କୁ ଫେରାଇ ଆଣ’ ବୋଲି ଚିତ୍କାର କରିଥିଲେ। ଏହାର ଜବାବ…

ବାପାଙ୍କୁ ଧୋନୀ ଦେଇଥିଲେ ପ୍ରତିଶ୍ରୁତି, ଅକ୍ସନରେ ଆଦିବାସୀ ପରିବାରରୁ ଆସିଥିବା ରବିନଙ୍କୁ କିଣିବା ଲାଗି ଲଢ଼ିଲେ ଆଇପିଏଲ୍‌ର ଦୁଇ ଚାମ୍ପିୟନ୍‌ ଟିମ୍‌, ଶେଷରେ…

ରାଞ୍ଚି,୨୧।୧୨: ‘ରାଞ୍ଚିର ଗେଲ୍‌ ’ ନାମରେ ଖ୍ୟାତ ରବିନ୍‌ ମିଞ୍ଜଙ୍କ ବାପା ଫ୍ରାନ୍ସିସ୍‌ ଜାଭିୟର ମିଞ୍ଜ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ। ୪୮ ବର୍ଷ ବୟସରେ ସେ ଏବେ ରାଞ୍ଚି ବିମାବନ୍ଦରରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ଅଛନ୍ତି। ଡିସେମ୍ବର ୧୯ରେ…

ମନି ଲଣ୍ଡରିଂ ମାମଲା: ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ଇଡିକୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୧୨: ମନି ଲଣ୍ଡରିଂ ମାମଲାରେ ଫିଲ୍ମ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଇଡିକୁ ଏକ ନୋଟିସ ଜାରି କରିଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ…

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୧୨: ଭାଜପା ଏମ୍‌ପି ବ୍ରିଜ୍‌ ଭୂଷଣ ସିଂଙ୍କ ନିକଟତମ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଞ୍ଜୟ ସିଂ ୨୦୦୮ରେ ବାରାଣସୀ ରେସଲିଂ ଆସୋସିଏଶନର ଜିଲା ସଭାପତି ହୋଇଥିଲେ। ୨୦୦୯ରେ ଯେତେବେଳେ ଉତ୍ତରପ୍ରଦେଶ ରେସଲିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri