Posted inଖେଳ

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ଅଧିନାୟକ ରିଷଭ ପନ୍ତ ଓ ଅକ୍ଷର ପଟେଲଙ୍କ ଦୃଢ଼ ବ୍ୟାଟିଂ ବଳରେ ଦିଲ୍ଲୀ ୨୦ ଓଭରରେ ୪ ଉଇକେଟ ହରାଇ ୨୨୪ ରନ କରିଥିଲା।

ଜବାବରେ ଗୁଜରାଟ ସାଇ ସୁଦର୍ଶନ (୬୫ ରନ, ୩୯ ବଲ, ୭ ଚୌକା, ୨ ଛକା) ଓ ଡେଭିଡ ମିଲର (୫୫ ରନ, ୨୩ ବଲ, ୬ ଚୌକା, ୩ ଛକା)ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ବିଜୟର ନିକଟତର ହୋଇଥିଲେ ହେଁ ୨୦ ଓଭରରେ ୮ ଉଇକେଟ ହରାଇ ୨୨୦ରେ ସୀମିତ ରହି ଯାଇଥିଲା। ଦିଲ୍ଲୀ ପକ୍ଷରୁ ରସିଖ ସଲାମ ୩ଟି, କୁଲଦୀପ ଯାଦବ ୨ଟି ଏବଂ ଏନରିଚ୍‌ ନର୍ଜେ, ମୁକେଶ କୁମାର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୯ ମ୍ୟାଚରୁ ୪ ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଗୁଜରାଟ ୯ ମ୍ୟାଚରୁ ୫ମ ପରାଜୟ ବରଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ୫୯ନଂ ଜାତୀୟ ରାଜପଥ: ପେଭରବ୍ଲକକୁ ଖୋଳି ବିଛାଯାଉଛି ଓଏଫସି କେବୁଲ

ଦାରିଙ୍ଗବାଡି, ୧୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଛି। ଉକ୍ତ ରାସ୍ତାର...

ପାକିସ୍ତାନୀଙ୍କୁ ନେଇ ଭାରତ ଆସିଲା ଇରାକ ଜାହାଜ, କଡ଼ା ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି, କିନ୍ତୁ ତଥାପି ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ। ସେମାନଙ୍କ ପକ୍ଷରୁ ଆତଙ୍କବାଦୀମାନଙ୍କୁ...

ଗୋଟିଏ ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା, ବୁଲିଲା ଖଣ୍ଡା

ଉଦୟପୁର,୧୬।୫: ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଏକ ସାମାନ୍ୟ ଝଗଡ଼ା ହିଂସାର ରୂପ ନେଇଛି। ଉଦୟପୁରରେ ଏକ ଲେମ୍ବୁକୁ ନେଇ ବିବାଦ ଆରମ୍ଭ ହୋଇଥିଲା।...

ପୁରୀରେ ଚାଞ୍ଚଲ୍ୟ: ପଇଡ଼ ତୋଳାକୁ ନେଇ ଘରେ ପଶି ଜଣଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ପୁରୀ, ୧୬।୫( ଅଜିତ୍‌ କୁମାର ମହାନ୍ତି): ପୁରୀ ସହରରେ ଗୁରୁବାର ବିଳମ୍ବିତ ହତ୍ୟାକାଣ୍ଡ ଘଟିଛି। କାହାକୁ ନେଇ ପୁରୀରେ ଏକ ଆଲୋଡ଼ିନ ସୃଷ୍ଟି କରିଛି ।...

ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି: ପାକିସ୍ତାନ ବନ୍ଧୁ ତୁର୍କୀକୁ ଯୋଗାଇବେ ବିପଜ୍ଜନକ ମିଶାଇଲ୍‌

ଓ୍ବାଶିଂଟନ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ତୁର୍କୀ ଶହ ଶହ ଡ୍ରୋନ ଏବଂ...

ବିରାଟଙ୍କ ସନ୍ୟାସକୁ ନେଇ କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୬।୫: ପୂର୍ବତନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲି ତାଙ୍କ ଟେଷ୍ଟ ଅବସର ପୂର୍ବରୁ ତାଙ୍କ ସହ...

ସଂସଦରେ ମିଛ କହୁଥିଲେ ପାକିସ୍ତାନ ମନ୍ତ୍ରୀ, ପୋଲ ଖୋଲିଦେଲା ନିଜ ଦେଶର ମିଡିଆ

ଇସଲାମାବାଦ,୧୬।୫: ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ପାକିସ୍ତାନୀ ସିନେଟରେ ଏକ ବିଦେଶୀ ଖବରକାଗଜର ଏକ ନକଲି ଚିତ୍ର ଦେଖାଇ ଦାବି କରିଥିଲେ...

ବାଇକ୍‌ ଦୁର୍ଘଟଣା: କକା, ପୁତୁରାଙ୍କ ଚାଲିଗଲା ଜୀବନ

ନୂଆପଡ଼ା,୧୬ା୫ (ମକାରୁ ବେମାଲ)::ନୂଆପଡ଼ା ସଦର ବ୍ଲକ କୋଟେନଚୂଆଁ ପଞ୍ଚାୟତ ତିଲେଇଝର ଗାଁ ପାଖରେ ଏକ ବାଇକ୍‌ ଦୁର୍ଘଟଣା ଘଟି କାକା ଓ ପୁତୁରାଙ୍କ ମୃତ୍ୟୁ ଘଟିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri