Home Left

ଅଭିନେତ୍ରୀ ଉର୍ଫି ଜାଭେଦ ଗିରଫ!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ…

ଗଞ୍ଜାମରେ ଚାଲିଛି ଜୁଆ ଖେଳ: ମାସକରେ ଧରାପଡିଲେ ୫୩୫ ଜୁଆଡ଼ି, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ

ଛତ୍ରପୁର,୩।୧୧(ସନ୍ତୋଷ ପାଢ଼ୀ ): ପାର୍ବଣ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଚାଲିଛି ଜୁଆଖେଳ। ଏନେଇ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇ ଜୁଆ ଖେଳ ଉପରେ ଚଢ଼ାଉ ଚାଲିଛି। ଅକ୍ଟୋବର ମାସରେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିିଥିବା…

ପଟ୍ଟା ଜମିରୁ ଜମି ଗାଏବ, ୪୫ ଡିସିମିଲରୁ ରହିଛି ୫

ଜୁନାଗଡ଼,୩।୧୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜମି ପଟ୍ଟାରୁ ଜମି ଗାଏବ ହୋଇଯାଇଛି। ଆଗରୁ ଥିବା ୪୫ ଡିସିମିଲରୁ ବର୍ତ୍ତମାନ ୫ ଡିସିମିଲ ଜାଗା ରହିଛି। ଅନ୍ୟପକ୍ଷରେ ଆବେଦନରର ଦୀର୍ଘ…

କୂଅରୁ ବାହାରୁଛି ଉଷୁମ ପାଣି

ଦେବଗଡ,୩ା୧୧(ଶଶାଙ୍କ ଶେଖର ଝାଙ୍କର): ଆମ୍ବ ଗଛ ଛାଇ ତଳେ ରହିଛି କୂଅ। ହେଲେ ସେଥିରୁ ବାହାରୁଛି ଉଷୁମ ପାଣି। ଏକଥା ଜଣାପଡିବା ପରେ ଏହାର କାରଣ ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସୁକତା ପ୍ରକାଶ ପାଇବାସହ ପରୀକ୍ଷା କରିବାକୁ ସମ୍ପୃକ୍ତ…

ପୂର୍ତ୍ତ ବିଭାଗରେ ମନଇଚ୍ଛା କାର୍ଯ୍ୟ, ଭୁଶୁଡ଼ିପଡୁଛି ଡ୍ରେନ୍‌

ଫୁଲବାଣୀ, ୩ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନଇଚ୍ଛା କାର୍ଯ୍ୟ। ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଉଛି। ନୂତନ ଭାବେ ହୋଇଥିବା ଡ୍ରେନ ୬ ମାସ ଯାଉନି, ଭୁଶୁଡି ପଡୁଛି। ଖାଲି ଗୋଟିଏ ସ୍ଥାନରେ ନୁହେଁ, ଅନେକ ସ୍ଥାନରେ ମୁଖ୍ୟ…

ଆଇରନ ବୋଝେଇ ଟ୍ରେଲରକୁ ଧକ୍କା ଦେଲା ଟ୍ରକ୍‌, ଚାପି ହୋଇଗଲେ ଡ୍ରାଇଭର

ପାଟଣା,୩ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବଜାର ନିକଟରେ ଶୁକ୍ରବାର ଭୋର୍‌ରୁ ଏକ ଆଇରନ ବୋଝେଇ ଟ୍ରେଲରକୁ ପଛରୁ ଆଉ ଏକ ଆଇରନ ବୋଝେଇ ଟ୍ରକ୍‌…

ରେଷ୍ଟୁରାଣ୍ଟରେ ଖାଇବାକୁ ବସିଥିଲେ ଲୋକେ, ହଠାତ୍‌ ପଶି ଆସିଲା ହରିଣ: ଆଉ ତା’ପରେ ଦେଖନ୍ତୁ ଭୟଙ୍କର ଭିଡିଓ

ସୋସିଆଲ ମିଡିଆରେ ଆଜିକାଲି ଭୟଙ୍କର ଭିଡିଓ ସବୁ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ଯେତିକି ମଜାଦାର, ସେତିକି ଭୟଙ୍କର। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ପ୍ରସାରିତ ହେଉଛି। ଭିଡିଓରେ ହରିଣ ହଠାତ୍‌ ଆମେରିକାର ଏକ ରେଷ୍ଟୁରାଣ୍ଟରେ ପ୍ରବେଶ…

ଗଣ୍ଡାପଲଙ୍କ ପୁଲ୍‌ ପାର୍ଟି, ଦେଖନ୍ତୁ ମଜାଳିଆ ଭିଡିଓ…

ଆଇଏଫ୍‌ଏସ୍‌ (ଭାରତୀୟ ବନ ସେବା) ଅଧିକାରୀ ପରବୀନ କାସଓ୍ବାନ ଗଣ୍ଡାପଲଙ୍କ ଏକ ମଜାଳିଆ ମୁହୂର୍ତ୍ତକୁ କ୍ୟାପ୍‌ଚର କରି ମନୋରମ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ଗଣ୍ଡାଙ୍କ ଗୋଷ୍ଠୀଙ୍କୁ କ’ଣ କୁହାଯାଏ? A crash of…

ଲୋକ ସଭା ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ଝଟ୍‌କା

ଲକ୍ଷ୍ନୌ,୩।୧୧: ଲୋକ ସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ଉତ୍ତରପ୍ରଦେଶରେ ବଡ଼ ଝଟକା ଲାଗିଛି। ଲଖିମପୁରୀ ଖେରୀର ଏସପି ନେତା ତଥା ଚାରିଥର ଏମପି ଥିବା ରବି ପ୍ରକାଶ ବର୍ମା ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସୋମବାର…

ମନି ଲଣ୍ଡରିଂ ମାମଲାରେ ରାଜସ୍ଥାନର ୨୫ ସ୍ଥାନରେ ଚଢାଉ

ଜୟପୁର,୩।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜସ୍ଥାନର ୨୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଜଳ ଜୀବନ ମିଶନ ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏହି ଚଢାଉ କରାଯାଉଛି। ତଦନ୍ତକାରୀ ସଂସ୍ଥା ଜୟପୁର ଏବଂ ଦୌସାର ୨୫ ରୁ…

ଶାମିଙ୍କ ନୂଆ ରେକର୍ଡ

ମୁମ୍ବାଇ,୩ା୧୧:ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ୫ ଉଇକେଟ ନେବା ସହିତ ସେ ଭାରତୀୟ ବୋଲରଙ୍କ ମଧ୍ୟରେ ବିଶ୍ୱକପରେ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି। ଜାଭାଗଲ ଶ୍ରୀନାଥ…

ଲଟାବୁଦାରେ ପୁରିଲାଣି ଶିଶୁ ଉଦ୍ୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ): ସହରର ୪୨ନଂ ୱାର୍ଡ ଅନ୍ତର୍ଗତ ଶରଧାବାଲି ନିକଟରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଇଡିଏ)ର ଥିବା ଶିଶୁ ଉଦ୍ୟାନ ଉଜୁଡ଼ିଯାଇଛି। ରକ୍ଷଣାବେକ୍ଷଣ ଅଭାବ ତଥା ବିଇଡିଏ ଅବହେଳାରୁ ପ୍ରାୟ ୬ ଲକ୍ଷ ଟଙ୍କା ପାଣିରେ ପଡ଼ିଛି। ବିଇଡିଏର ଖାଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri