ନମ୍ବର ବିହୀନ ପିକ୍ଅପ ଭ୍ୟାନ୍ ଧକ୍କାରେ ଦମ୍ପତି ଗୁରୁତର: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ
ଚାନ୍ଦବାଲି,୩।୧୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ମୁଖ୍ୟ ରାସ୍ତା ଉଗ୍ରତାରା ମୁନିଛକ ନିକଟରେ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନ ଧକ୍କାରେ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓରାସାହି ପଞ୍ଚାୟତ ବାଘଟନା ଗାଁର ଦେବବ୍ରତ…
ଅହିରାଜ ଲାଞ୍ଜକୁ ପାଟିରେ ପୂରାଇଲା ମାଙ୍କଡ଼, ପରେ ଯାହା ଘଟିଲା ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ ପଶୁମାନଙ୍କର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିରେ ପଶୁମାନଙ୍କ ବନ୍ଧୁତା ଏବଂ ସେମାନଙ୍କର ମଜାଳିଆ କାର୍ଯ୍ୟକଳାପ ନଜରକୁ ଆସିଥାଏ। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ସମଗ୍ର ବିଶ୍ୱରେ ଦର୍ଶକଙ୍କୁ ଆକର୍ଷିତ କରିଛି। ଏକ ଗଛ ଡାଳରେ…
ଏଥର ଶ୍ରେଷ୍ଠ ଫିଲ୍ଡିଂ ପାଇଁ ଏହି ଖେଲାଳିଙ୍କୁ ମିଳିଲା ମେଡାଲ୍
ମୁମ୍ବାଇ,୩।୧୧: ମୁମ୍ବାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରେୟସ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ। ୮୨ ରନ୍ର ବିସ୍ଫୋରକ ଇନିଂସ ସହିତ ସେ ଫିଲ୍ଡିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆୟର ମଧ୍ୟ ଦୁଇଟି ଉଇକେଟ ନେଇଥିଲେ। ବିଶ୍ୱକପ…
ବିରଳ ରୋଗରେ ପୀଡ଼ିତ ରଣବୀର କପୁର,ଜାଣନ୍ତୁ ଏହି ରୋଗର ନାଁ
ବଲିଉଡର ଚକୋଲେଟ୍ ବୟ ଅଭିନେତା ରଣବୀର କପୁର ପିଲାଦିନରୁ ଏକ ରୋଗରେ ପୀଡିତ ଅଛନ୍ତି। ଆମେ ପ୍ରାୟତଃ ଆମର ଯନ୍ତ୍ରଣା ଲୁଚାଇଥାଉ। ତାଙ୍କର ରୋଗ ବହୁତ କ୍ୱଚିତ୍ ଲୋକଙ୍କଠାରେ ଦେଖାଯାଏ। ଏହି କାରଣରୁ ରଣବୀର ଶୀଘ୍ର ଶୀଘ୍ର ଖାଦ୍ୟ ଖାଆନ୍ତି ଏବଂ…
ଓଡ଼ିଶା ଏଫ୍ସି ସପକ୍ଷରେ ରେକର୍ଡ
ଭୁବନେଶ୍ୱର,୩ା୧୧(ସରୋଜ ଜେନା):ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫ୍ସି ବିପକ୍ଷରେ ଶୁକ୍ରବାର ମ୍ୟାଚ୍ ଖେଳିବ ଓଡ଼ିଶା ଏଫ୍ସି। ବେଙ୍ଗାଲୁରୁ ଏଫ୍ସି ବିପକ୍ଷ ମ୍ୟାଚ୍ରେ ଚମତ୍କାର ବିଜୟ ହାସଲ ପରେ ଏହି ମ୍ୟାଚ୍ ପାଇଁ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ରହିଛି। ନର୍ଥଇଷ୍ଟ ସହିତ…
ଅଭିନେତ୍ରୀ ଉର୍ଫି ଜାଭେଦ ଗିରଫ!
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ଫି ଜାଭେଦ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ସେ ତାଙ୍କର ପୋଷାକ ପରିଚ୍ଛଦକୁ ନେଇ ଅଧିକ ଚର୍ଚ୍ଚାରେ ଥାନ୍ତି। କେବେ ଅଖାରେ ତିଆରି ଡ୍ରେସ୍ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ…
ଗଞ୍ଜାମରେ ଚାଲିଛି ଜୁଆ ଖେଳ: ମାସକରେ ଧରାପଡିଲେ ୫୩୫ ଜୁଆଡ଼ି, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ
ଛତ୍ରପୁର,୩।୧୧(ସନ୍ତୋଷ ପାଢ଼ୀ ): ପାର୍ବଣ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାରେ ଚାଲିଛି ଜୁଆଖେଳ। ଏନେଇ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇ ଜୁଆ ଖେଳ ଉପରେ ଚଢ଼ାଉ ଚାଲିଛି। ଅକ୍ଟୋବର ମାସରେ ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚାଲିିଥିବା…
ପଟ୍ଟା ଜମିରୁ ଜମି ଗାଏବ, ୪୫ ଡିସିମିଲରୁ ରହିଛି ୫
ଜୁନାଗଡ଼,୩।୧୧(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ତହସିଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜମି ପଟ୍ଟାରୁ ଜମି ଗାଏବ ହୋଇଯାଇଛି। ଆଗରୁ ଥିବା ୪୫ ଡିସିମିଲରୁ ବର୍ତ୍ତମାନ ୫ ଡିସିମିଲ ଜାଗା ରହିଛି। ଅନ୍ୟପକ୍ଷରେ ଆବେଦନରର ଦୀର୍ଘ…
କୂଅରୁ ବାହାରୁଛି ଉଷୁମ ପାଣି
ଦେବଗଡ,୩ା୧୧(ଶଶାଙ୍କ ଶେଖର ଝାଙ୍କର): ଆମ୍ବ ଗଛ ଛାଇ ତଳେ ରହିଛି କୂଅ। ହେଲେ ସେଥିରୁ ବାହାରୁଛି ଉଷୁମ ପାଣି। ଏକଥା ଜଣାପଡିବା ପରେ ଏହାର କାରଣ ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ଉତ୍ସୁକତା ପ୍ରକାଶ ପାଇବାସହ ପରୀକ୍ଷା କରିବାକୁ ସମ୍ପୃକ୍ତ…
ପୂର୍ତ୍ତ ବିଭାଗରେ ମନଇଚ୍ଛା କାର୍ଯ୍ୟ, ଭୁଶୁଡ଼ିପଡୁଛି ଡ୍ରେନ୍
ଫୁଲବାଣୀ, ୩ା୧୧(ରାକେଶ କୁମାର ରାଉତ): ଫୁଲବାଣୀ ପୂର୍ତ୍ତ ବିଭାଗରେ ଚାଲିଛି ମନଇଚ୍ଛା କାର୍ଯ୍ୟ। ସରକାରଙ୍କ ଅର୍ଥକୁ ଆତ୍ମସାତ କରାଯାଉଛି। ନୂତନ ଭାବେ ହୋଇଥିବା ଡ୍ରେନ ୬ ମାସ ଯାଉନି, ଭୁଶୁଡି ପଡୁଛି। ଖାଲି ଗୋଟିଏ ସ୍ଥାନରେ ନୁହେଁ, ଅନେକ ସ୍ଥାନରେ ମୁଖ୍ୟ…
ଆଇରନ ବୋଝେଇ ଟ୍ରେଲରକୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ଡ୍ରାଇଭର
ପାଟଣା,୩ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବଜାର ନିକଟରେ ଶୁକ୍ରବାର ଭୋର୍ରୁ ଏକ ଆଇରନ ବୋଝେଇ ଟ୍ରେଲରକୁ ପଛରୁ ଆଉ ଏକ ଆଇରନ ବୋଝେଇ ଟ୍ରକ୍…
ରେଷ୍ଟୁରାଣ୍ଟରେ ଖାଇବାକୁ ବସିଥିଲେ ଲୋକେ, ହଠାତ୍ ପଶି ଆସିଲା ହରିଣ: ଆଉ ତା’ପରେ ଦେଖନ୍ତୁ ଭୟଙ୍କର ଭିଡିଓ
ସୋସିଆଲ ମିଡିଆରେ ଆଜିକାଲି ଭୟଙ୍କର ଭିଡିଓ ସବୁ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ଯେତିକି ମଜାଦାର, ସେତିକି ଭୟଙ୍କର। ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ପ୍ରସାରିତ ହେଉଛି। ଭିଡିଓରେ ହରିଣ ହଠାତ୍ ଆମେରିକାର ଏକ ରେଷ୍ଟୁରାଣ୍ଟରେ ପ୍ରବେଶ…
Archives


