ଆଜି ପଞ୍ଜାବ ଏଫ୍ସିକୁ ଭେଟିବ ଓଡ଼ିଶା ଏଫ୍ସି
ଭୁବନେଶ୍ୱର,୨୫ା୧୨(ସରୋଜ ଜେନା): ପ୍ରଥମ ଥର ଇଣ୍ଡିଆନ୍ ସୁପର ଲିଗ୍ ଖେଳୁଥିବା ପଞ୍ଜାବ ଏଫ୍ସିକୁ ମଙ୍ଗଳବାର ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଭେଟିବ ଓଡ଼ିଶା ଏଫ୍ସି(ଓଏଫ୍ସି)। ପଞ୍ଜାବ ନିଜର ଅନ୍ତିମ ମ୍ୟାଚ୍ରେ ଚେନ୍ନାଇନ୍ ଏଫ୍ସିକୁ ପରାସ୍ତ କରିଥିବା ବେଳେ ଏହା ବେଶ୍ ଆତ୍ମବିଶ୍ୱାସରେ…
ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା: ପ୍ରାର୍ଥୀପତ୍ର କଲେ ଦାଖଲ
ଇସଲାମାବାଦ୍,୨୬।୧୨: ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାାଚନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ଖାଇବର ପାଖ୍ଟନଖୱାର ବନେର ଜିଲାରେ ସାଧାରଣ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଭିରା ପରକାଶ ନାମକ ଜଣେ…
ଟଏଲେଟ୍ ଗଲେ ସିଆଇଏସଏଫ ଅଧିକାରୀ: ଏପଟେ ବଳାତ୍କାର ଅଭିଯୁକ୍ତ ଛୁ
ଚଣ୍ଡିଗଡ,୨୬।୧୨: ପଞ୍ଜାବରେ ହୋଇଥିବା ଏକ ବଳାତ୍କାର ମାମଲାରେ ଅଭିଯୁକ୍ତ ବହାରେନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜିଆଇ) ବିମାନବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ଅଧିକାରୀଙ୍କ ହେପାଜତରୁ ଫେରାର ହୋଇଯାଇଛନ୍ତି। ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କୁ ଭେଦ କରି ସେ ପଳାଇ ଯାଇଥିଲେ। ସିଆଇଏସଏଫ…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ
ସେଞ୍ଚୁରିଅନ୍,୨୬ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଙ୍ଗଳବାର ଆରମ୍ଭ ହେବ। ଭାରତୀୟ ଦଳ ୩୧ ବର୍ଷ ହେବ ଦକ୍ଷିଣ ଆଫ୍ରିକାରେ ଗୋଟିଏ ବି ଟେଷ୍ଟ ସିରିଜ୍ ଜିତି ନ ଥିବା ବେଳେ ରୋହିତ ଶର୍ମାଙ୍କ ନେତୃତ୍ୱରେ…
ପଏଣ୍ଟ ଖାତା ଖୋଲିଲା ଗୁଜରାଟ
ଭୁବନେଶ୍ୱର,୨୬ା୧୨(ସରୋଜ ଜେନା) କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ପ୍ରଥମ ବିଜୟ ହାସଲ କରିଛି ଗୁଜରାଟ ଜାଏଣ୍ଟ୍ସ। ସୋମବାର ସନ୍ଧ୍ୟାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ଓ୍ବାରିୟର୍ସକୁ ଦଳ ୪୧-୩୦ ପଏଣ୍ଟରେ…
ଭାରତୀୟ ଯାତ୍ରୀଙ୍କ ଧରି ଉଡ଼ାଣ ଭରିଲା ଫ୍ରାନ୍ସରେ ଅଟକ ଥିବା ବିମାନ
ନୂଆଦିଲ୍ଲୀ, ୨୫।୧୨: ଫ୍ରାନ୍ସରେ ଅଟକି ରହିଥିବା ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର (୨୨ ଡିସେମ୍ବର) ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ ବନ୍ଦରରେ ଅଟକି ରହିଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିଲେ,…
୨୦୨୪ ରେ ସମସ୍ତଙ୍କୁ ମିଳିବ ୨୪ ଘଣ୍ଟା ବିଦ୍ୟୁତ୍ ସପ୍ଲାଇ, ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା
ନୂଆଦିଲ୍ଲୀ, ୨୫।୧୨: ବିଶ୍ୱରେ ବଢୁଥିବା ଅସ୍ଥିରତା ମଧ୍ୟରେ ବଢି ଚାଲିଥିବା ଭାରତୀୟ ଅର୍ଥନୀତି ପାଇଁ ବିଭିନ୍ନ କ୍ଷେତ୍ରକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ କରିବାକୁ କୋଇଲା ସାଙ୍ଗକୁ ଅକ୍ଷୟ ଶକ୍ତି ଉପରେ ଜୋର ଦେଉଛନ୍ତି କେନ୍ଦ୍ର ସରକାର। ଏହି ମହତକାଂକ୍ଷୀ ଯୋଜନାକୁ…
କାମିୟା ବିବାଦର ଯାଞ୍ଚ ହେଉ: ଭିଏଚ୍ପି
ପୁରୀ,୨୫ା୧୨(ଅଜିତ୍ ମହାନ୍ତି): ୟୁଟ୍ୟୁବର୍ କାମିୟା ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶକୁ ନେଇ ଉଠିଥିବା ବିବାଦର ଯାଞ୍ଚ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅନୁରୋଧ କରାଯାଇଛି। ସୋମବାର ପୁରୀର ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ୱ…
ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖିବୁଜିଦେଲେ , ପୂରା ଘଟଣା ଜାଣିଲେ
ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସିଥାଏ। ହେଲେ କେହି ସେହି ମୃତ୍ୟୁକୁ ରେକର୍ଡ କରିବା ସମ୍ଭବ ହୋଇନି। ତେବେ ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ସେ ପେସାରେ ଜଣେ ସ୍କାଏଡାଇଭର। ତାଙ୍କ ମୃତ୍ୟୁ ପ୍ଲେନ୍ରୁ…
ଯାଞ୍ଚବେଳେ ପୋଲିସକୁ ଆକ୍ରମଣ, ଅଭିନେତା ଗିରଫ
ଭୁବନେଶ୍ୱର,୨୫।୧୨(ସୂର୍ଯ୍ୟକାନ୍ତ ବେହେରା): ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ ସହ ଆକ୍ରମଣ କରିବା ଅଭିଯୋଗରେ ଭରତପୁର ଥାନା ପୋଲିସ ଜଣେ ଅଭିନେତାଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେ ହେଲେ ନୟାପଲ୍ଲୀରେ ରହୁଥିବା ପୁରୀର ବିରଞ୍ଚତ୍ ନାରାୟଣ ନାୟକ। ସେ ଏକାଧିକ…
Video: ଭୀଷଣ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନଈରେ ଏସୟୁଭି ଥାର ଚଳାଇଲେ ଡ୍ରାଇଭର
ନୂଆଦିଲ୍ଲୀ, ୨୫।୧୨: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ବିପୁଳ ପର୍ଯ୍ୟଟକଙ୍କ ସମାଗମ ହେତୁ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭିଡ଼ରୁ ବଞ୍ଚିବା ପାଇଁ ଜଣେ ଡ୍ରାଇଭର ନଈ ଭିତରେ ଏସୟୁଭି ଥାର…
୩ ଦିନ ପରେ ଉଡାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ, ଧନ୍ୟବାଦ ଜଣାଇଲା ଭାରତ
ନୂଆଦିଲ୍ଲୀ,୨୫।୧୨: ଫ୍ରାନ୍ସରେ ଅଟକିଥିବା ବିମାନ ସୋମବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନକୁ ପ୍ୟାରିସ ନିକଟ ବିମାନବନ୍ଦରରେ ଅଟକା ଯାଇଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ଏଥିରେ…
Archives


