ଖୁସିଖବର ରାଜ୍ୟରେ ୧୩୭୫ଟି ପିଜିଟିଙ୍କୁ ମିଳିବ ନିଯୁକ୍ତି: ଆବେଦନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର,୨।୧: ରାଜ୍ୟରେ ୧୩୭୫ଟି ପିଜିଟି (Post Graduate Teacher) ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିନିମନ୍ତେ ରାଜ୍ୟ ସରକାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହା ବର୍ତ୍ତମାନ ଚାଲୁ ରହୁଛି। ଆବେଦନର ଶେଷ ତାରିଖ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଧାର୍ଯ୍ୟ…
‘ସିଦ୍ଦରାମାୟା ଆମର ରାମ, ସେ କାହିଁକି ଯିବେ ଅଯୋଧ୍ୟା’, କଂଗ୍ରେସ ନେତାଙ୍କ ବୟାନ ପରେ ଉଠିଲା ବିବାଦ
ବେଙ୍ଗାଲୁରୁ,୨।୧: କର୍ନାଟକ ସରକାରର ଜଣେ ମନ୍ତ୍ରୀ ତଥା କଂଗ୍ରେସ ନେତା ଏଚ୍ ଆଞ୍ଜନେୟ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଯାହା ବିବାଦ ସୃଷ୍ଟି କରିଛି। କଂଗ୍ରେସ ନେତା ମଧ୍ୟ ଭାଜପାକୁ ରାମ ମନ୍ଦିର ସମ୍ପର୍କରେ…
କୋହଲିଙ୍କୁ ଏତେ ଦୁଃଖିତ ହେବାର କେବେ ଦେଖି ନ ଥିବେ, ସାମ୍ନାକୁ ଆସିଲା ବିଶ୍ୱକପ ଫାଇନାଲର ଭିଡିଓ
ନୂଆଦିଲ୍ଲୀ,୨।୧: ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ଅଷ୍ଟ୍ରେଲିୟ ଦଳ ବିଜୟ ରନ ସ୍କୋର କରିବାର ଠିକ୍ ପରେ ଏହି ଭିଡିଓ ଆସିଛି। ଏହି ଭିଡିଓରେ ବିଶ୍ୱକପ ୨୦୨୩ ଟ୍ରଫି ହରାଇବା ପରେ…
୨୦୨୪ ଆଇପିଏଲ୍ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ବଡ଼ ଝଟକା
ନୂଆଦିଲ୍ଲୀ,୨।୧: ୨୦୨୪ ଆଇପିଏଲ୍ ପୂର୍ବରୁ କେଏଲ୍ ରାହୁଲଙ୍କ ନେତୃତ୍ୱଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଏକ ବଡ଼ ଝଟକା ଲାଗିଛି। ବ୍ୟାଟିଂ କୋଚ୍ ବିଜୟ ଦହିଆ ଦଳର ହାତ ଛାଡି ଦେଇଛନ୍ତି। ଆଇପିଏଲ୍ ୨୦୨୨ ଲକ୍ଷ୍ନୌର ପ୍ରଥମ ଆଇପିଏଲ୍ ସିଜିନରୁ ବିଜୟ ଦଳ…
୨ ହଜାର ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପଡେଟ୍ ଦେଲା ଆର୍ବିଆଇ
ନୂଆଦିଲ୍ଲୀ,୨।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨ ହଜାର ଟଙ୍କିଆ ନୋଟ୍କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛି। ୮ ମାସ ପୂର୍ବରୁ ୨ ହଜାର ଟଙ୍କିଆ ନୋଟ ଅଚଳ ପରେ ମଧ୍ୟ ଶତପ୍ରତିଶତ ନୋଟ ଫେରସ୍ତ ସମ୍ଭବ ହୋଇନାହିଁ। ଏବେ ବି…
କାନାଡା ରାଜନୀତିରେ ଖଲିସ୍ତାନୀ ସାମିଲ: ଜୟଶଙ୍କର
ନୂଆଦିଲ୍ଲୀ,୨।୧: ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କର ବକ୍ତବ୍ୟ ଶୈଳୀ ପାଇଁ ଜଣାଶୁଣା। ନିକଟରେ ଏକ ସାକ୍ଷାତକାରରେ ଜୟଶଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କ ସମ୍ପର୍କରେ ସେ କହିଛନ୍ତି,ଖାଲିସ୍ତାନୀମାନଙ୍କୁ…
ରାସ୍ତାରେ ପଡ଼ିଥିଲା ୧୦୦ ଟଙ୍କିଆ ନୋଟ, ଉଠାଇବା ପରେ ବ୍ୟକ୍ତି ଯାହା ଦେଖିଲେ…
ଯଦି ରାସ୍ତାରେ ଟଙ୍କା ପଡ଼ିଥିବା କିଏ ଦେଖନ୍ତି, କେହିବି ଏହାକୁ ଅଣଦେଖା କରନ୍ତି ନାହିଁ। ଯେ କେହି ଏହାକୁ ଉଠାଇଥାନ୍ତି। ବହୁତ୍ କମ୍ ଲୋକ ଅଛନ୍ତି ଯେ, ଏହାକୁ ଦେଖି ନ ଦେଖିଲା ପରି ଚାଲିଯାନ୍ତି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ…
ଜାପାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୧୫୫ ଫସି ରହିଥିବା ଆଶଙ୍କା, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା
ଟୋକିଓ,୨।୧: ନୂଆବର୍ଷରେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।…
୪ରେ କଳାହାଣ୍ଡି ବନ୍ଦ
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଧାନ ଓ କପାର ଅଭାବି ବିକ୍ରିକୁ ନେଇ ଭାଜପା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ଆଗାମୀ ୪ ତାରିଖରେ ଭାଜପା…
ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨।୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।
କଂଗ୍ରେସରେ ସାମିଲ ହେବେ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା
ହାଇଦ୍ରାବାଦ,୨।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଲା କଂଗ୍ରେସରେ ଯୋଗ ଦେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁଯାୟୀ, ସେ ଏହି ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀରେ କଂଗ୍ରେସରେ ଯୋଗଦେବେ ବୋଲି କୁହାଯାଉଛି। ୱାଇଏସ ଶର୍ମିଲା ଏବେ…
ବରଗଡ଼ ଧନୁଯାତ୍ରା: ରିହର୍ସାଲ ଆରମ୍ଭ କଲେ କଳାକାର
ବରଗଡ଼,୨।୧(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୧୫ତାରିଖରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚଳିତ ମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କଳାକାରମାନେ ମଧ୍ୟ ସେଥିରୁ ବାଦ୍ ପଡ଼ିନାହାନ୍ତି।…
Archives


