Posted inରାଜ୍ୟ

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ଅମିତ ଶାହା ଏବଂ ରାଜନାଥ ସିଂହଙ୍କ ଭଳି ନେତା ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଆସି ଭୁବନେଶ୍ୱରରେ ପହଞ୍ଚିବେ।

ଏହି କ୍ରମରେ ଆସନ୍ତା ୮ରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସମାନ ଦିନ ରାଜନାଥ ରାୟଗଡ଼ା ଗସ୍ତ କରିବେ। ତାଙ୍କ ପରେ ପରେ ଗୃହମନ୍ତ୍ରୀ ଅମିତ ଶାହା ୧୨ରେ ପୁଣି ଓଡ଼ିଶା ଆସିବେ। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ଏନେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଦୀର୍ଘଦିନ ପରେ ନିର୍ମାଣ ହେଲା ରାସ୍ତା, ଭିତ୍ତିପ୍ରସ୍ତର ସ୍ଥାପନ କରି ଏମ୍‌ପି କହିଲେ…

ଜି.ଉଦୟଗିରି,୧୪ା୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ ବୁଧବାର ଜି.ଉଦୟଗିରି ପରିଷଦ ଅନ୍ତର୍ଗତ ଦୁଇଟି ପିଚୁ ରାସ୍ତା ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କରିଥିବା...

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

ଆମ ପାଖରେ କିଛି ନାହିଁ, ଫାଇଲ ନେଇଗଲେ ମମତା ବାନାର୍ଜୀ, I-PAC ଚଢ଼ାଉ ମାମଲାରେ ହାଇକୋର୍ଟଙ୍କୁ କହିଲା…

କୋଲକାତା,୧୪ା୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜନୈତିକ ପରାମର୍ଶଦାତା ସଂସ୍ଥା I-PAC ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ ସମ୍ପର୍କରେ କୋଲକାତା ହାଇକୋର୍ଟରେ ଶୁଣାଣିକୁ...

‘ଜଣାନାହିଁ କେମିତି ବଞ୍ଚିଛନ୍ତି ଟ୍ରମ୍ପ, ତାଙ୍କର ଅଜବ ଅଭ୍ୟାସ’, ଆମେରିକା ସ୍ବାସ୍ଥ୍ୟ ସଚିବଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ଓ୍ବାଶିଂଟନ,୧୪।୧: ଆମେରିକା ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ସଚିବ, ରବର୍ଟ ଏଫ. କେନେଡି ଜୁନିଅର, ପ୍ରକାଶ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ଯାତ୍ରା ସମୟରେ ଅଧିକାଂଶ ସମୟରେ...

ମାଞ୍ଜା ସୂତା ନେଲା ବାଇକ ଆରୋହୀଙ୍କ ଜୀବନ, ଶେଷ କଲ କରି ଝିଅ ସହ କଥା ହେବା ପରେ…

ବେଙ୍ଗାଲୁରୁ,୧୪।୧: କର୍ନାଟକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ମାରାତ୍ମକ ଗୁଡ଼ି ସୂତା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ବିଦର ଜିଲାରେ ରାସ୍ତା ଉପରେ...

Instagram ରେ Reels ଭାଇରାଲ ହେବ କେମିତି? ଜାଣନ୍ତୁ ନୂଆ ଟ୍ରିକ୍ସ

ଆଜିକାଲି, Instagram Reels କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ...

ମମତା ବାନାର୍ଜୀଙ୍କ ନାଁରେ ବଡ଼ ଅଭିଯୋଗ, I-PAC ମାମଲାରେ ଇଡି ହାଇକୋର୍ଟଙ୍କୁ କଣ କଣ କହିଲେ ଜାଣନ୍ତୁ

କୋଲକାତା,୧୪।୧:  I-PAC କାର୍ଯ୍ୟାଳୟରେ ଇଡି ଚଢାଉ ଉପରେ ଶୁଣାଣି କଲିକତା ହାଇକୋର୍ଟରେ ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି ଦେଇଥିଲେ...

ସ୍ପେନରେ ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ଶାସନ କରିବେ କେହି ରାଣୀ, ଜାଣନ୍ତୁ କିଏ ଏହି ୨୦ ବର୍ଷୀୟା ରାଜକୁମାରୀ

ମାଡ୍ରିଡ,୧୪।୧: ସ୍ପେନରେ ଇତିହାସ ସୃଷ୍ଟି ହେଉଛି। ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରାଣୀ ଶାସନ କରିବେ। ରାଜା ଫେଲିପ ଷଷ୍ଠ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri