ଏସ୍ବିଆଇର ଆର୍ବିଓ-୪ ଉଦ୍ଘାଟିତ
ଭୁବନେଶ୍ୱର,୪।୧ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ)ର ଭୁବନେଶ୍ୱର ମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧା ରିଓଜିନାଲ ବିଜ୍ନେସ୍ ଅଫିସ-୪ (ଆର୍ବିଓ-୪) ବୁଧବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ…
୭ ବ୍ଲକ୍ ହାତେଇଲା ଓଏନ୍ଜିସି
ନୂଆଦିଲ୍ଲୀ,୪।୧: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍ କର୍ପୋରେଶନ (ଓଏନ୍ଜିସି) ତୈଳ ଏବଂ ଗ୍ୟାସ୍ର ଅନୁସନ୍ଧାନ ପାଇଁ ୭ଟି ବ୍ଲକ୍ ହାତେଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ବିପି ପିଏଲ୍ସିର ଏକ କନ୍ସୋର୍ଟିୟମ୍ ସର୍ବଶେଷ ବିଡ୍ ରାଉଣ୍ଡରେ ଚାଲିଯାଇଥିଲା। ତୈଳ ମନ୍ତ୍ରୀ ହରଦୀପ…
ଇନ୍ସ୍ୟୁରାନ୍ସ ପଲିସି ମିସ୍ ସେଲିଂରେ ଲାଗିବ ରୋକ୍
ଭୁବନେଶ୍ୱର,୪।୧(ଅନୁରାଧା ମହାରଣା): ଏଣିକି ଇନ୍ସ୍ୟୁରାନ୍ସ ଏଜେଣ୍ଟମାନେ ଠକେଇ କରିବାକୁ ସମର୍ଥ ହେବେ ନାହିଁ। କୌଣସି ଇନ୍ସ୍ୟୁରାନ୍ସ ପ୍ଲାନ୍ ବିଷୟରେ ସୂଚନା ଦେବାବେଳେ ସେମାନଙ୍କୁ ଅଡିଓ ଭିଜୁଆଲ ରେକର୍ଡ ରଖିବାକୁ ପଡିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ପଲିିିସି ବିଷୟରେ ସମ୍ପୂର୍ଣ୍ଣ ସୂଚନା…
ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍ ସିଂ କଲେ ଚମକାଇବା ଭଳି ଖୁଲାସା
ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭିଜିତ୍ ସିଂ, ଓମ୍ ପ୍ରକାଶ ଏବଂ ହେମରାଜ। ଅଶ୍ଳିଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଯୋଗୁ ଦିବ୍ୟାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ…
ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ର ପରଫେକ୍ସନିଷ୍ଟ ଆମିର ଖାନ୍ଙ୍କ ଝିଅ ଇରା। ପ୍ରେମିକ ନୂପୁର ଶିଖରେଙ୍କ ହାତ ଧରିଛନ୍ତି ସେ। ଧୁମ୍ଧାମ୍ରେ ନୁହେଁ ବରଂ ବେଶ୍ ସାଧାରଣ ଢ଼ଙ୍ଗରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଦୁହେଁ ପରିବାର ଏବଂ…
‘ମୁଁ ପୁର୍ନଜନ୍ମ ପାଇଛି’
ବମ୍ବେ: ବଲିଉଡ୍ ଅଭିନେତା ଶ୍ରେୟାସ ତଲପଡେଙ୍କ ପାଇଁ ଗତ ମାସ ବେଶ କଷ୍ଟକର ଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା…
ଗୁରଗାଓଁରେ ମଡେଲଙ୍କୁ ହତ୍ୟା କରି ମୃତଦେହ ସାଙ୍ଗରେ ନେଇଗଲେ ଅଭିଯୁକ୍ତ, ଥିଲେ ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା
ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ଜଣେ ମଡେଲଙ୍କୁ ହତ୍ୟା କରି ବିଏମ୍ଡବ୍ଲ୍ୟୁ କାର୍ରେ ମୃତଦେହକୁ ନେଇଯାଇଛନ୍ତି ଅଭିଯୁକ୍ତ। ମୃତକ ହେଲେ ମୋଷ୍ଟ ଓ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲୀଙ୍କ ପ୍ରେମିକା ଦିବ୍ୟା ପାହୁଜା। ତେବେ ୨୦୧୬ରେ ମୁମ୍ବାଇର ହୋଟେଲରେ ପୋଲିସ ସହ ମୁହାଁମୁହିଁରେ ସନ୍ଦୀପଙ୍କ ମୃତ୍ୟୁ…
ମିଛର ହୋଲସେଲର୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ
ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ ଚାହିଁଲେ…
ଏହି ମହିଳାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି: ପଠାଇଲେ ଢେର୍ ସାରା ଉପହାର
ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୩୦ ରାମନଗରୀ ଅଯୋଧ୍ୟାକୁ ଯାଇ ଏକ ନୂତନ ବିମାନବନ୍ଦର ସମେତ ଅନେକ ଯୋଜନା ଉପହାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ ଏକ ରୋଡ ଶୋ’ ମଧ୍ୟ କରିଥିଲେ ଏବଂ ଏସବୁ ମଧ୍ୟରେ ସେ…
ଏହି ଫିଲ୍ମ ହିଟ୍ ହେବାକୁ ଅଭିନେତ୍ରୀଙ୍କ ପାଇଁ କିଣାଯାଇଥିଲା ୨୦ ଲକ୍ଷ ଟଙ୍କାର ଲେହେଙ୍ଗା
ଏକ ଫିଲ୍ମକୁ ହିଟ୍ କରିବା ପାଇଁ ନିର୍ମାତା ଏବଂ ଫିଲ୍ମର କଳାକାରମାନେ କଠିନ ପରିଶ୍ରମ କରନ୍ତି। ବେଳେବେଳେ ସେହି ଫିଲ୍ମଗୁଡ଼ିକ ସଫଳ ହୁଏ ଏବଂ ବେଳେବେଳେ ଫ୍ଲପ୍ ବୋଲି ପ୍ରମାଣିତ ହୁଏ। ୨୦୦୨ରେ ମଧ୍ୟ ଏକ ଫିଲ୍ମ ହଲ୍ରେ ହିଟ୍ ହୋଇଥିଲା।…
ଓଲଟିଲା କାର୍, ଟ୍ରକ୍ ସହ ପିଟିହେଲା ବସ୍
କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟ ବଜାର ନିକଟରେ ଭାରସାମ୍ୟ ହରାଇ (ଓଡି-୧୪-ଡବ୍ଲୁ-୪୪୪୫) ନମ୍ବର ବିଶିଷ୍ଟ ଏକ କାର୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଚାଳକ ସମେତ ୪ଜଣ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର…
ବେଆଇନ ଟ୍ରେନ୍ ଟିକେଟ୍ କାଟି ଅଡୁଆରେ ଯୁବକ: କମ୍ପ୍ୟୁଟର ଜବତ, ଜଣେ ଅଟକ
ସିଂହପୁର,୩ା୧(ଅନଙ୍ଗ ଉଦୟ ବେଉରିଆ): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁର ବଜାରର ମହେଶ୍ୱର ପଣ୍ଡା ନାମକ ଦୋକାନୀ ନିଜ ଆଇଡିରୁ ବାରମ୍ବାର ଟ୍ରେନ୍ ଟିକେଟ କାଟୁଥିବା ରେଳବାଇ ପୋଲିସ ପାଖରେ ସୂଚନା ଥିଲା। ବୁଧବାର ଇନ୍ସିପେକ୍ଟର ଏ.କେ ସିଂଙ୍କ ନିର୍ଦ୍ଦେଶ…
Archives


