ନ୍ୟୁଜ୍କ୍ଲିକ୍ ଏଡିଟର୍ଙ୍କୁ ଗିରଫ କରିବା ଅବୈଧ:ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୫।୫: ସୁପ୍ରିମକୋର୍ଟ ୟୁଏପି ମାମଲାରେ ଦିଲ୍ଲୀ ପୋଲିସ ଦ୍ୱାରା ନ୍ୟୁଜ୍କ୍ଲିକ୍ ଏଡିଟର୍ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ବେଆଇନ ବୋଲି କହିଛନ୍ତି। ଏଥିସହ ପ୍ରବୀରଙ୍କୁ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାଇନାର ଆର୍ଥିକ ସହାୟତା ସହିତ ଭାରତ ବିରୋଧୀ କାର୍ଯ୍ୟକଳାପ…
ଖୁସି ଖବର ଦେଲା ଏସ୍ବିଆଇ: ବଢାଇଲା ସୁଧ ହାର
ନୂଆଦିଲ୍ଲୀ,୧୫।୫: ଦେଶର ସର୍ବୋଚ୍ଚ ପବ୍ଲିକ ସେକ୍ଟର ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହାର ସ୍ଥିର ଜମା ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିଛି। ବ୍ୟାଙ୍କ ଉଭୟ ୨ କୋଟିରୁ କମ ଏବଂ ୨ କୋଟିରୁ ଅଧିକ ଏଫ୍ଡି ଯୋଜନାରେ ସୁଧ…
ମୁମ୍ବାଇରେ ହୋର୍ଡିଂ ଭାଙ୍ଗିବା ଘଟଣା: ମୃତ୍ୟୁସଂଖ୍ୟା ୧୬ ଛୁଇଁଲା
ମୁମ୍ବାଇ,୧୫।୫: ମୁମ୍ବାଇର ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। NDRF ଟିମ ବୁଧବାର ସକାଳେ ଘଟଣାସ୍ଥଳରୁ ଆଉ ଦୁଇ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣାରେ ୭୪ ଜଣ ଆହତ ହୋଇଛନ୍ତି। ଗତ ସୋମବାର ଏହି…
ବିଭାଗର ଦୂରଦୃଷ୍ଟି ଅଭାବରୁ ରାଥିବାଲି ଜଳପ୍ରପାତ ନେଉଛି ଜୀବନ
ପଟ୍ଟାଙ୍ଗି,୧୫ା୫(ଶରତ ଧଳ): ଖରାଦିନ ହେଉ ବା ପର୍ଯ୍ୟଟନ ଋତୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ନିଜ ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇଥାନ୍ତି। ତେବେ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ସ୍ଥଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ହେଉ ନ ଥିବାରୁ…
ବାଲିଚୋରଙ୍କ କବଜାରେ ଋଷିକୁଲ୍ୟା
ପୁରୁଷୋତ୍ତମପୁର,୧୫ା୫(ସୀମାଞ୍ଚଳମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଦିନକୁ ଦିନ ବଢିଚାଲିଛି। ଏଥିପ୍ରତି ପୋଲିସ, ରାଜସ୍ବ ଓ ଖଣି ବିଭାଗୀୟ ଅଧିକାରୀମାନେ ଆଖିବୁଜି ଦେଇଛନ୍ତି। ବାଲି ମାଫିଆମାନେ ବିନା ଦ୍ୱିଧାରେ…
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମାଆଙ୍କ ପରଲୋକ
ନୂଆଦିଲ୍ଲୀ,୧୫।୫: କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମା’ଙ୍କ ପରଲୋକ। ସିନ୍ଧିଆଙ୍କ ମାଆ ମାଧବୀ ରାଜେଙ୍କର ବୁଧବାର ଦେହାନ୍ତ ହୋଇଛି । ବୟସାଧୀକ ହେତୁ ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସିନ୍ଧିଆ ପରିବାରର ରାଜମାତା…
ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ
ଟିଟିଲାଗଡ଼,୧୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କଠାରୁ ନିର୍ବାଚନ ଯାଞ୍ଚ ସ୍କାର୍ଡ ପୁଳାପୁଳା ଟଙ୍କା ଜବତ କରିଛି। ତାଙ୍କ ନିକଟରୁ ପ୍ରାୟ ୪, ୪୮୦୦୦ ଟଙ୍କା ଜବତ ହୋଇଛି। ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଶ୍ରୀ ବେହେରା…
ବିବାହରେ ମିଳୁଥିବା ଉପହାରର ତାଲିକା ପ୍ରସ୍ତୁତ କରନ୍ତୁ, ଯୌତୁକ ମାମଲାରେ ସାହାଯ୍ୟ କରିବ: କୋର୍ଟ
ନୂଆଦିଲ୍ଲୀ,୧୫।୪:ବିବାହରେ ମିଳୁଥିବା ଉପହାରର ଏକ ତାଲିକା ପ୍ରସ୍ତୁତ କରନ୍ତୁ ଯାହା ପରବର୍ତ୍ତୀ ସମୟରେ ଯୌତୁକ ମାମଲାରେ ସାହାଯ୍ୟ କରିବ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। କୋର୍ଟ କହିଛନ୍ତି, ତାଲିକା ପ୍ରସ୍ତୁତ କରିବା ପରେ କନ୍ୟାପକ୍ଷଙ୍କ…
ବନ୍ଧୁକ ମୁନରେ ଲୁଟିନେଲେ ସର୍ବସ୍ବ, ଶିକ୍ଷୟିତ୍ରୀ ଆଣିଲେ ଅଭିଯୋଗ
ନବରଙ୍ଗପୁର,୧୫।୫(ସଦାଶିବ ପ୍ରହରାଜ): ବନ୍ଧୁକ ମୁନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ତଥା ବିଜେଡି ନେତା ସୁନୀଲ ସାହୁଙ୍କ ପୈତୃକ ଘରେ ଭଡାରେ ରହୁଥିବା…
କାଳବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଛପର
ଜୟପୁର,୧୫ା୫(ପବନ ପାଣିଗ୍ରାହୀ): କାଳ ବୈଶାଖୀରେ ଉଡିଛି ଯାଇଛି ଏକ ବିଦ୍ୟାଳୟର ଛାତ । ଜୟପୁର ଅଞ୍ଚଳରେ କାଳ ବୈଶାଖୀ ଯୋଗୁ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ପବନରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡାକକ୍ଷ, ୨୧ ଏବଂ ୨୨ ନଂ.…
ଏମ୍ପିଙ୍କ ଘରୁ ଚୋରି: ପୋଲିସରେ ଅଭିଯୋଗ
ପୁଣେ,୧୫।୫: ମହାରାଷ୍ଟ୍ରର ଅମରାବତୀ ଲୋକ ସଭା ଏମ୍ପି ନବନୀତ ରାଣାଙ୍କ ବାସଭବନରୁ ଚୋରି ହୋଇଛି। ଏନେଇ ତାଙ୍କ ସ୍ବାମୀ ରବି ରାଣା ଚାକର ଅର୍ଜୁନ ମୁଖିଆଙ୍କ ବିରୋଧରେ ଖାର ପୋଲିସ ଷ୍ଟେଶନରେ ମାମଲା ରୁଜୁ କରିଛନ୍ତି। ଅର୍ଜୁନ ମୁଖିଆ ବିହାରର ବାସିନ୍ଦା…
ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ପରିବାର: ଶୁଦ୍ଧିକ୍ରିୟା ପାଇଁ ସହାୟତା ଯୋଗାଇ ଦେଲେ ସରପଞ୍ଚ
କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ପରଲସିଙ୍ଗା ପଞ୍ଚାୟତ ରଏନପଡା ଗ୍ରାମର ବିରଞ୍ଚି ନାଏକ (୩୨)ଙ୍କୁ ଯୋଜନା ମୁତାବକ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ନେଇ ସ୍ତ୍ରୀ ଲିଲି ନାଏକ ଅଭିଯୋଗ କରିଛନ୍ତି। ଏ ନେଇ କେସିଙ୍ଗା ଥାନା…

