Home Left

Video: ମୋତେ ବିୟର୍‌ ପସନ୍ଦ, ମଧ୍ୟାହ୍ନ ଭୋଜନବେଳେ ପ୍ରାୟ ୪ଟି ପିଏ…ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ସିଡନୀ,୧।୨: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କୁ ଆଲାନ ବର୍ଡର ମେଡାଲରେ ପୁରସ୍କୃତ କରାଯାଇଛି। କ୍ରିକେଟ ଅଷ୍ଟ୍ରେଲିଆ ପୁରସ୍କାରରେ ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କୁ ଆଲାନ ବର୍ଡର ମେଡାଲ ପ୍ରଦାନ କରାଯାଏ। ଏଥର ମିଚେଲ ମାର୍ଶ ଆଲାନ ବର୍ଡର ମେଡାଲ ଜିତିଛନ୍ତି। ଏହା ପରେ…

ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଚେକ୍‌ ବାଉନ୍ସ ମାମଲାରେ ଗିରଫ

ନାଗପୁର,୧।୨: ଚେକ୍‌ ବାଉନ୍ସ ମାମଲାରେ ନାଗପୁର ପୋଲିସ ପୂର୍ବତନ କ୍ରିକେଟର ପ୍ରଶାନ୍ତ ବୈଦ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଥିବା ବେଳେ ବୁଧବାର ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ତେବେ ତାଙ୍କୁ ଅଦାଲତରେ ହାଜର କରାଯାଇଥିବା…

ଭାଜପା ୱାଶିଂମେସିନରେ ଯିଏ ଯାଏ ସିଏ ସଫା, ଯିଏ ନ ଯାଏ ସିଏ ଅଳିଆ: ଖାର୍ଗେ

ନୂଆଦିଲ୍ଲୀ,୧।୨: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳର ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଏହି ଟାର୍ଗେଟ୍‌ ଅଧିକ ହୋଇଛି। ଜମି ଜାଲିଆତି ମାମଲାରେ ଟଙ୍କା ହେରଫେର…

ହୃଦୟ ବିଦାରକ ଘଟଣା, ବାପା ମା’ଙ୍କ ଆଗରେ ନାବାଳିକାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୧ା୨: ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ୧୫ ବର୍ଷର ନାବାଳିକାକୁ ସୋମବାର ରାତିରେ ତିନିଜଣ ବ୍ୟକ୍ତି ବାପା ମା’ଙ୍କ ଆଗରେ ବନ୍ଧୁକ ମୁନରେ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୋମବାର ରାତିରେ…

ପ୍ୟାରିସ୍‌ ଉଦ୍‌ଘାଟନୀ ସମାରୋହରେ ୩ ଲକ୍ଷ ଦର୍ଶକ

ନୂଆଦିଲ୍ଲୀ,୧ା୨(ପି.ଟି.): ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଘାଟନୀ ସମାରୋହ ପାଇଁ ଦର୍ଶକ ସଂଖ୍ୟା ହ୍ରାସ କରିଛି ଫ୍ରାନ୍ସ। ପୂର୍ବରୁ ୬ ଲକ୍ଷ ଦର୍ଶକ ଏଥିରେ ଯୋଗ ଦେବା ନେଇ ଯୋଜନା ରହିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟାକୁ ଅଧା କରି ଦିଆଯାଇଛି। ଫ୍ରାନ୍ସର…

ସେଲିଂରେ ବିଷ୍ଣୁଙ୍କୁ ଅଲିମ୍ପିକ ଯୋଗ୍ୟତା

ଆଡିଲେଡ୍‌, ୧ା୨(ପି.ଟି.): ଏସିଆନ ଗେମ୍ସ ବ୍ରୋଞ୍ଜ ବିଜେତା ବିଷ୍ଣୁ ସର୍ବାନନ ଏଠାରେ ଚାଲିଥିବା ବିଶ୍ୱ ସେଲିଂ ଚାମ୍ପିୟନଶିପ୍‌ରେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫଳରେ କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସେ ପ୍ରଥମ…

ଓଏଫ୍‌ସିରେ ଯୋଗଦେଲେ ହିତେଶ

ଭୁବନେଶ୍ୱର,୧ା୨(ସରୋଜ ଜେନା): ଓଡିଶା ଫୁଟବଲ କ୍ଲବ(ଓଏଫ୍‌ସି) ସହ ଯୋଗ ଦେଇଛନ୍ତି ପ୍ରତିଭାବାନ ମିଡ ଫିଲ୍ଡର ହିତେଶ ଶର୍ମା। ପୂର୍ବରୁ ଏଟିକେ ଓ ହାଇଦ୍ରାବାଦ ଏଫ୍‌ସି ପକ୍ଷରୁ ଖେଳି ସାରିଛନ୍ତି ହିତେଶ। ଟାଟା ଫୁଟବଲ ଏକାଡେମୀରେ ପ୍ରଶିକ୍ଷିତ ହିତେଶ ମୁମ୍ବାଇ ପକ୍ଷରୁ ଆଇ…

ଦେବାଶିଷଙ୍କୁ ସିଙ୍ଗଲ୍ସ ବ୍ରୋଞ୍ଜ

ଭୁବନେଶ୍ୱର,୧ା୨(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି ଦେବାଶିଷ ସାହୁ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଦେବାଶିଷ ଏଭଳି ସଫଳତା ହାସଲ କରିଛନ୍ତି। ସେହିପରି…

ଜାପାନ କ୍ୱାର୍ଟରଫାଇନାଲରେ

ଦୋହା, ୧ା୨ (ଏପି) : ବାହାରିନ ବିପକ୍ଷରେ ୩-୧ ଗୋଲ୍‌ରେ ବିଜୟ ହାସଲ କରି ଜାପାନ ଏସିଆ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଫଳରେ ଦଳ ରେକର୍ଡ ୫ମ ଏସିଆ କପ୍‌ ଟାଇଟଲ ଆଡକୁ ଅଗ୍ରସର ହୋଇଛି। ପ୍ରି-ଟୁର୍ନାମେଣ୍ଟ…

ଦେଶର ସୁରକ୍ଷା ପ୍ରହରୀ

ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ହେଉଛି ଭାରତର ଏକ ସାମୁଦ୍ରିକ ଆଇନ ପ୍ରଣୟନ ଓ ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା, ଯାହା ଏହାର ସଂଲଗ୍ନ ଜୋନ୍‌ ଏବଂ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ସହିତ ଏହାର ଆଞ୍ଚଳିକ ଜଳ ଉପରେ ଅଧିକାର ସାବ୍ୟସ୍ତ କରିଥାଏ।…

କିଟ୍‌ ଟିବିଆଇକୁ ଇନ୍‌କ୍ୟୁବେଟର ଅଫ୍‌ ଦି ଇୟର ସମ୍ମାନ

ଭୁବନେଶ୍ୱର,୧।୨: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ ବା ଏମ୍‌ଏସ୍‌ଏମ୍‌ଇ) ଅଧୀନରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ବୁଧବାର ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪ର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କିଟ୍‌ ଟେକ୍ନୋଲୋଜି…

ଡିକାର୍ବୋନାଇଜେଶନ ରଣନୀତି ଉପରେ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୧।୨: ଇଣ୍ଡିଆନ ଚ୍ୟାମ୍ବର ଅଫ୍‌ କମର୍ସ (ଆଇସିସି) ଓ ବସୁଧା ଫାଉଣ୍ଡେଶନର ମିଳିତ ସହଯୋଗରେ ଏକ ଦିନିକିଆ କର୍ମଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡିକାର୍ବୋନାଇଜେଶନ ରଣନୀତି ଉପରେ କ’ଣ ପଦକ୍ଷେପ ନିଆଯାଇପାରିବ, ତାହାକୁ ନେଇ ଏକ ଜାତୀୟ ସମ୍ମିଳନୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri