Posted inରାଜ୍ୟ

ଝାରସୁଗୁଡ଼ାରେ ଲାଗିଛି ହୋର୍ଡିଂ! ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’

ଭୁବନେଶ୍ୱର,୭।୬: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ। କାରଣ ସେ ପ୍ରତ୍ୟକ୍ଷ ଭାବେ ଭାଜପା ନେତାଙ୍କୁ ଟାର୍ଗେଟ କରିବା ସହ ବିଜେଡି ନ ଜିତିଲେ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ଏଣୁ ଏବେ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ହୋଇଛି। ସେ ଦିଲ୍ଲୀ ଯାଇଥିବା ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏସବୁ ମଧ୍ୟରେ ଏକ ହୋର୍ଡିଂକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Image

ଭାଇରାଲ ହେଉଥିବା ହୋର୍ଡିଂ ଝାରସୁଗୁଡ଼ା ପୁରୁଣା ବସ୍‌ଷ୍ଟାଣ୍ଡରେ ଲାଗିଥିବା କୁହାଯାଉଛି। ଏଥିରେ ପାଣ୍ଡିଆନଙ୍କ ଫଟୋ ସହ ତାଙ୍କୁ ଭାଜପା ବିଜୟର ସୂତ୍ରଧର ବୋଲି ଉଲ୍ଲେଖ କରାଯାଇଛି। ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ ଥିବା ପୋଷ୍ଟର ମଧ୍ୟ ଲାଗିଥିବା ଚର୍ଚ୍ଚା ହେଉଛି। କେବଳ ଗୋଟିଏ ସ୍ଥାନରେ ଲାଗିଥିବା ହୋର୍ଡିଂ ତଳେ ‘ସଞ୍ଜୁ ପଣ୍ଡିତ’ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରରେ ଏହି ଧନ୍ୟବାଦ ବାର୍ତ୍ତା ଜଣାଇଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ: ଚଳନ୍ତା ଟ୍ରାକ୍ଟରୁ ପଡ଼ି ଆଖିବୁଜିଲା ରୋଜଗାରିଆ ପୁଅ

ମୋହନା,୧୦।୫ (ମନ୍ମଥ ମିଶ୍ର ):ଚଳନ୍ତା ଟ୍ରାକ୍ଟରରୁ ପଡ଼ି ଯୁବକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଡରିଙ୍ଗ ଗାଁ…

ମା’ ରାମଚଣ୍ଡୀଙ୍କୁ ଜମି ଦାନ ଦେଇଥିଲେ ରାଜା, ଭୋଗ କରୁଛନ୍ତି ଜବରଦଖଲକାରୀ, ପାଉଣା ଦେବାର ନାଁ ଧରୁନାହାନ୍ତି

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୭୩୭ ମସିହାଠାରୁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ମୌଜାରେ ମା’ ରାମଚଣ୍ଡୀ ମନ୍ଦିର ରହିଛି। ଏହାର ରକ୍ଷଣାବେକ୍ଷଣ ପାଇଁ କୁଜଙ୍ଗ…

ଭାଜପା ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ହିମନ୍ତ ବିଶ୍ୱ ଶର୍ମା ହେବେ….

ଗୁଆହାଟି,୧୦।୫: ହିମନ୍ତ ବିଶ୍ୱ ଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଭାଜପା ବିଧାୟକ ଦଳର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜେପି ନଡ୍ଡା ହିମନ୍ତ ବିଶ୍ୱଙ୍କ…

ଅଭିନେତାରୁ ହୋଇଥିଲେ ରାଜନେତା, ହେଲେ ଏବେ ଆଉ ଅଭିନୟ କରିବେନି ବିଜୟ!

ଚେନ୍ନାଇ,୧୦।୫: ରବିବାର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଭିନେତାରୁ ରାଜନେତା ହୋଇଥିବା ଥାଲାପତି ବିଜୟ। ମୁଖ୍ୟମନ୍ତ୍ରୀ ହେବା ପରେ ‘ଜନ ନାୟାଗନ’ ବିଜୟଙ୍କ ଶେଷ ଚଳଚ୍ଚିତ୍ର…

ବିଜୟଙ୍କ ପ୍ରଥମ ଦରମା ଥିଲା ମାତ୍ର ଏତିକି ଟଙ୍କା, ଏବେ ଦିନକୁ ରୋଜଗାର କରୁଛନ୍ତି…

ଚେନ୍ନାଇ,୧୦।୫: ଆଜିକାଲି ଦକ୍ଷିଣ ଭାରତୀୟ ସିନେମାର ପ୍ରସିଦ୍ଧ ଅଭିନେତା ଥାଲାପତି ବିଜୟଙ୍କ ଲୋକପ୍ରିୟତା ସବୁଠି ପ୍ରତିଧ୍ୱନିତ ହେଉଛି। ସେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏକ ବଡ଼ ବିଜୟ…

ପିଚ୍ଛା କଲେ ଗୁଳି ଫୁଟାଇ ଟେକିନେଲେ: ସକାଳୁ ପଡ଼ିଥିଲା ରକ୍ତ ଜୁଡ଼ୁଜୁଡ଼ୁ ମୃତଦେହ

ରାୟଗଡ଼ା,୯।୫(ସୁଜାତା ପାଢ଼ୀ): ରାୟଗଡ଼ା ସହର ଇନ୍ଦିରା ନଗର ୩ୟ ଲାଇନ୍‌ରେ ଅଜଣା ଦୁର୍ବୃତ୍ତମାନେ ଶନିବାର ରାତିରେ ଗୁଳିକାଣ୍ଡ କରି  ରାୟଗଡା ସହରସ୍ଥିତ ରେଲି ସାହିର ଯୁବକ ନିଖିଲ…

Vijay Oath Ceremony: ଆଖିରେ ଆନନ୍ଦର ଅଶ୍ରୁ, ଚେହେରାରେ ଖୁସି, ଶପଥ ଗ୍ରହଣରେ ଭାବୁକ ହେଲେ ପିତା…

ଚେନ୍ନାଇ,୧୦।୫: ବିଜୟ ଥାଲାପଥୀ ଏବେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ହେବେ। ତାଙ୍କର ଶପଥ ଗ୍ରହଣ ଉତ୍ସବ ରବିବାର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri