Home Left

ଚାଲିଥିଲା ଆଫଗାନିସ୍ତାନ- ଶ୍ରୀଲଙ୍କା ମ୍ୟାଚ, ହଠାତ୍‌ ଭୟରେ ଥରିଲେ କ୍ରିକେଟର୍‌

କ୍ରିକେଟ୍‌  ମ୍ୟାଚ୍‌ ବେଳେ ଘଟିଲା ଅଭାବନୀୟ ଘଟଣା । ମଇଦାନ ଭିତରକୁ ପଶି ଆସିଲା ଗୋଧୀ। ଭୟରେ ଥରିଲେ କ୍ରିକେଟର।  ଏଭଳି ଘଟଣା ଘଟିଛି କଲମ୍ବୋରେ। କଲମ୍ବୋରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌  ଚାଲିଥିବା ବେଳେ ଏହି ଘଟଣା ଦେଖିବାକୁ…

କାହା ପାଇଁ ଈଶାଙ୍କ ଦାମ୍ପତ୍ୟ ଜୀବନରେ ଲାଗିଲା ଗ୍ରହଣ? ଛାଡ଼ପତ୍ର ଲାଗି କିଏ ଦାୟୀ ଜାଣନ୍ତୁ…

ମୁମ୍ବାଇ,୭।୨ : ଈଶା ଦେଓଲ ଏବଂ ଭରତ ତାଖତାନୀଙ୍କ ଛାଡପତ୍ର ବର୍ତ୍ତମାନ ସମୟରେ ସବୁଠାରୁ ଚର୍ଚ୍ଚିତ ବିଷୟ । ଏହି ଦମ୍ପତି ସମଗ୍ର ସ୍ବୀକାର କରିଛନ୍ତି ଯେ ସେମାନଙ୍କର ସମ୍ପର୍କ ଭାଙ୍ଗି ଯାଇଛି ଏବଂ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା…

ଆଣ୍ଡରସନଙ୍କ ସହ ମୁକାବିଲା ଉପରେ କହି ହୃଦୟ ଜିତିଲେ ବୁମ୍‌ରା

ନୂଆଦିଲ୍ଲୀ,୭।୨: ବିଶାଖାପାଟନମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଜସପ୍ରୀତ ବୁମ୍‌ରା ଚମତ୍କାର ପ୍ରଦର୍ଶନ କରି ମୋଟ ୯ଟି ଉଇକେଟ୍‌ ନେଇଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ବୁମରାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଆଖ୍ୟା ଦିଆଯାଇଥିଲା। ମ୍ୟାଚ ପରେ ବୁମ୍‌ରାଙ୍କୁ…

ଭାଲେଣ୍ଟାଇନ୍‌ ସପ୍ତାହରେ ଚମକିବ ଏହି ୫ ରାଶିର ଭାଗ୍ୟ, ଜାଣନ୍ତୁ ଏଥିରେ ଆପଣ…

ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍‌ ସପ୍ତାହ ପାଳନ କରାଯାଏ । ଏହି ସପ୍ତାହ ରୋଜ ଡେରୁ ଆରମ୍ଭ ହୋଇଥାଏ। ଯୁବବର୍ଗ ସେମାନଙ୍କ ପ୍ରେମିକା ପ୍ରେମିକଙ୍କୁ ଖୁସି କରିବାକୁ ନିଜର କୌଣସି ଉପୟା ଛାଡନ୍ତି ନାହିଁ। ଗୋଲାପ ମାଧ୍ୟମରେ ଆଜିର ଯୁବପିଢ଼ି…

ଜିମ୍‌ରେ ଓ୍ବାର୍କଆଉଟ୍‌ କରିବା ବେଳେ କରନ୍ତୁନି ଏହି ଭୁଲ୍‌, ନଚେତ୍‌ ବଢିପାରେ ସମସ୍ୟା

ଆଜିର ସମୟରେ ଅଧିକାଂଶ ଲୋକ ନିଜକୁ ଫିଟ୍‌ ରଖିବା ପାଇଁ ଜିମ୍‌ ଯାଉଛନ୍ତି। ସାମ୍ପ୍ରତିକ ସମୟରେ ଜିମର ଟ୍ରେଣ୍ଡ ବହୁତ ବୃଦ୍ଧି ପାଇଛି। ଜିମ୍‌ ଯିବା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ ।…

ଜେଲରେ ଥିବା ହେମନ୍ତ ସୋରେନଙ୍କ ଆଜି ବିବାହ ବାର୍ଷିକୀ, ଭାବପ୍ରବଣ ପୋଷ୍ଟ କଲେ ପତ୍ନୀ କଳ୍ପନା ସୋରେନ

ରାଞ୍ଚି,୭।୨: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଜି ୧୮ ତମ ବିବାହ ବାର୍ଷିକୀ। ଏହି ଅବସରରେ ତାଙ୍କ ପତ୍ନୀ କଳ୍ପନା ସୋରେନ ଏକ ଭାବପ୍ରବଣ ପୋଷ୍ଟ କରି ବିଶ୍ୱାସ ରଖିଛନ୍ତି ଯେ, ସେ…

ଜାଣନ୍ତୁ କିଏ ହେଲେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ,୭।୨: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ବୁଧବାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ…

ବିଫଳତାର ସମ୍ମୁଖୀନ ହୋଇଥିଲେ ବିଦ୍ୟା

ମୁମ୍ବାଇ: ଯଦିଓ ବଲିଉଡ୍‌ରେ ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ଟିଭି ସିରିଏଲରୁ ଆସିଛନ୍ତି, କିନ୍ତୁ ସମସ୍ତଙ୍କୁ ସଫଳତା ମିଳି ପାରିନାହିଁ। ସେଥିମଧ୍ୟରୁ ଯେଉଁମାନେ ବଲିଉଡ୍‌ର ସୁପରଷ୍ଟାର ହୋଇ ପାରିଛନ୍ତି, ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି। ସେମାନଙ୍କ ମଧ୍ୟରୁ ଜଣେ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଶ୍ମୀରକୁ ନିମନ୍ତ୍ରଣ କଲେ ୨ ଯାଆଁଳା ଭଉଣୀ

ଶ୍ରୀନଗର,୭।୨: କଶ୍ମୀର ସୌନ୍ଦର୍ଯ୍ୟକୁ ଦେଖାଉଥିବା ଦୁଇ ଯାଆଁଳା ଭଉଣୀଙ୍କ ଏକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଯାଆଁଳା ଭଉଣୀ ଜାଇବା ଏବଂ ଜୈନାବ ତୁଷାରପାତ ସମୟରେ ରିପୋର୍ଟ କରୁଥିବା ସମୟରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଭାଇରାଲ ହୋଇଥିଲା।…

ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ

କାଏମା,୬ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୨୦) ବଜ୍ରପାତରେ ଗୁରୁତର ହୋଇ ଆଜକୁ ୫ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ବିଜୁ…

ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ

ଅଧିକାଂଶ ଲୋକ ମୋମୋଜ ଏବଂ ନୁଡୁଲ୍ସକୁ ଷ୍ଟ୍ରିଟ ଫୁଡ ଭାବରେ ପସନ୍ଦ କରନ୍ତି । ଅନେକ ଉପାୟରେ ନୁଡୁଲ୍ସକୁ ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଏ। କିନ୍ତୁ ଆପଣ ନୁଡୁଲ୍ସ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖିଛନ୍ତି କି? ଯଦି ଆପଣ ଏହାକୁ…

ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ…

ଅନୁଗୋଳ,୭।୨ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ପୋଲିସ ମଙ୍ଗଳବାର ଜଣେ ବଳାତ୍କାର ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଗତ ୧ ତାରିଖରେ ଅଭିଯୁକ୍ତଙ୍କ ଝିଅ ଏ ନେଇ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମାମଲା ଅନୁଗୋଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri