Home Left

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଶ୍ମୀରକୁ ନିମନ୍ତ୍ରଣ କଲେ ୨ ଯାଆଁଳା ଭଉଣୀ

ଶ୍ରୀନଗର,୭।୨: କଶ୍ମୀର ସୌନ୍ଦର୍ଯ୍ୟକୁ ଦେଖାଉଥିବା ଦୁଇ ଯାଆଁଳା ଭଉଣୀଙ୍କ ଏକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଯାଆଁଳା ଭଉଣୀ ଜାଇବା ଏବଂ ଜୈନାବ ତୁଷାରପାତ ସମୟରେ ରିପୋର୍ଟ କରୁଥିବା ସମୟରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଭାଇରାଲ ହୋଇଥିଲା।…

ପୁଅର ଜୀବନ ରକ୍ଷା ପାଇଁ ମା’ବାପାଙ୍କ ଗୁହାରୀ

କାଏମା,୬ା୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନୁହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ(୨୦) ବଜ୍ରପାତରେ ଗୁରୁତର ହୋଇ ଆଜକୁ ୫ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ବିଜୁ…

ଏଭଳି ତିଆରି କରାଯାଏ ନୁଡୁଲ୍ସ, ଭିଡିଓ ଦେଖିଲେ ଆପଣ ଖାଇବା ଭୁଲିଯିବେ

ଅଧିକାଂଶ ଲୋକ ମୋମୋଜ ଏବଂ ନୁଡୁଲ୍ସକୁ ଷ୍ଟ୍ରିଟ ଫୁଡ ଭାବରେ ପସନ୍ଦ କରନ୍ତି । ଅନେକ ଉପାୟରେ ନୁଡୁଲ୍ସକୁ ପ୍ରସ୍ତୁତ କରାଯାଇ ପରିବେଷଣ କରାଯାଏ। କିନ୍ତୁ ଆପଣ ନୁଡୁଲ୍ସ ତିଆରି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦେଖିଛନ୍ତି କି? ଯଦି ଆପଣ ଏହାକୁ…

ଝିଅକୁ ବଳାତ୍କାର ବେଳେ ମା’ଙ୍କ ହାବୁଡ଼ରେ ପଡ଼ିଲେ ବାପା, ପରେ…

ଅନୁଗୋଳ,୭।୨ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ପୋଲିସ ମଙ୍ଗଳବାର ଜଣେ ବଳାତ୍କାର ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଗତ ୧ ତାରିଖରେ ଅଭିଯୁକ୍ତଙ୍କ ଝିଅ ଏ ନେଇ ଭବାନୀପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମାମଲା ଅନୁଗୋଳରେ…

୩ୟ ଟେଷ୍ଟ ପୂର୍ବରୁ ରାଜକୋଟ ଷ୍ଟାଡିୟମରେ ହେବ ପରିବର୍ତ୍ତନ, ବଦଳିବ ଏହାର ପରିଚୟ

ନୂଆଦିଲ୍ଲୀ,୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବା ପରେ ଭାରତୀୟ ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ ଜିତିଥିଲା।…

ବିବାଦରେ ‘ଫାଇଟର’

ନୂଆଦିଲ୍ଲୀ: ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର’ର ଧମାକା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ ଦେଖିବାକୁ ମିଳୁଛି। ଫିଲ୍ମରେ ହ୍ରିତିକ୍‌ ଓ ଦୀପିକାଙ୍କ କେମେଷ୍ଟ୍ରିଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ସିଦ୍ଧାର୍ଥ…

ବଳରାମ ମନ୍ଦିରରେ ସ୍ଥାନିତ ହେଲା ତାଳଧ୍ୱଜ ରଥ ଚକ

ଢେଙ୍କାନାଳ,୭।୨(ରତନ ନାୟାର): ପୁରୀରୁ ଆସି ଢେଙ୍କାନାଳରେ ପହଞ୍ଚିଥିବା ମହାପ୍ରଭୁ ଶ୍ରୀଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଚକ ଏବଂ ଏକ ମୂର୍ତ୍ତି ଗୁଜ ମଙ୍ଗଳବାର ରାତି ୯ଟାରେ ସହରସ୍ଥିତ ବଳରାମ ମନ୍ଦିରରେ ସ୍ଥାନିତ ହୋଇଛି। ଯୁବରାଜ ଅମରଜ୍ୟୋତି ସିଂହଦେଓ ଏହାକୁ ପୂଜାର୍ଚ୍ଚନା କରିବା…

ଅସ୍ତିତ୍ୱ ଖୋଜୁଛି ଅଟୋନଗର

ବ୍ରହ୍ମପୁର,୭।୨(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାର ଶିଳ୍ପାଞ୍ଚଳ ଭିତ୍ତିଭୂମିରେ ସାମିଲ ହୋଇଥିବା ରଙ୍ଗେଇଲୁଣ୍ଡା ବ୍ଲକ ହଳଦିଆପଦରସ୍ଥିତ ଅଟୋନଗର ସ୍ଥିତି ଦୟନୀୟ ହୋଇପଡ଼ିଛି। ଦୀର୍ଘ ୩୩ ବର୍ଷ ହେଲା ଏକ ଦୂଷିତ ପରିବେଶରେ ଥିବା ଏହି ଶିଳ୍ପାଞ୍ଚଳ ନିଜ ଅସ୍ତିତ୍ୱ ଖୋଜିବାରେ ଲାଗିଛି। ବହୁ…

ଆମେରିକାରେ ଭାରତୀୟ ଉପରେ ଆକ୍ରମଣ: ଭିଡିଓ ଜାରି କରି ନିବେଦନ କଲେ ଛାତ୍ର, ଜୟଶଙ୍କରଙ୍କୁ ଚିଠି ଲେଖିଲେ ପୀଡିତଙ୍କ ପତ୍ନୀ

ନୂଆଦିଲ୍ଲୀ,୭।୨: ଆମେରିକାର ଚିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ମାମଲା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣରେ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଏହି ପୀଡିତ ଛାତ୍ର ବର୍ତ୍ତମାନ ଏକ ଭିଡିଓ ଜାରି କରି…

କାନ୍ଥ ସୂଚନାରେ ସ୍ବଚ୍ଛତା ସୀମିତ, ଟୋଲ୍‌ ଫ୍ରି’ରୁ ଉତ୍ତର ମିଳୁନି

ବ୍ରହ୍ମପୁର,୭।୨ (ସ୍ମୃତି ରଞ୍ଜନ ମହାଲିକ): ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ସମସ୍ତଙ୍କ କର୍ତ୍ତବ୍ୟ। ‘ଆମ ସହର, ଆମ ଗର୍ବ’ ଏଭଳି ବାର୍ତ୍ତା ନେଇ ବ୍ରହ୍ମପୁର ମହାନଗର ପକ୍ଷରୁ ସହରର ପ୍ରତି ୱାର୍ଡର କାନ୍ଥରେ ସୂଚନା ରହିଛି। ଉକ୍ତ ୱାର୍ଡର ସ୍ବଚ୍ଛସାଥୀ,…

ଶିବଗଙ୍ଗା ପୋଖରୀର ସୁରକ୍ଷା ପାଚେରି ଧସିଲା

ଚାନ୍ଦବାଲି,୭।୨(କିଷାନ ପାତ୍ର): ଭଦ୍ରକ ଜିଲାର ପ୍ରମୁଖ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଥିବା ଶିବଗଙ୍ଗା ପୋଖରୀ ପାଚେରି ସୋମବାର ବିଳମ୍ବିତ ରାତିରେ ଧସିଛି। ଏହି ପୋଖରୀକୁ ଲାଗିଥିବା ୪୦ ଫୁଟ୍‌ ଲମ୍ବର ଡ୍ରେନ୍‌ ଓ ସୁରକ୍ଷା ପାଚେରି ୨୦ ଫୁଟ୍‌ ତଳକୁ ଧସିଯାଇଛି।…

ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା ସହ ସାଲିସ କରାଯିବନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର,୭।୨(ସୁନିତ୍‌ ମିଶ୍ର): କୌଣସି ସ୍ଥିତିରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସହ ସାଲିସ କରାଯିବ ନାହିଁ ବୋଲି ମଙ୍ଗଳବାର ରାଜ୍ୟ ସଭାରେ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ (ସଂଶୋଧନ) ବିଲ୍‌ – ୨୦୨୪ ଉପରେ ବିବୃତିି ଦେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri