ଅଖାରେ ଭର୍ତ୍ତି ମହିଳାଙ୍କ ଗଳିତ ମୃତଦେହ ମିଳିଲା: ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ
ଜଳେଶ୍ୱର,୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥ ଜମାଳପୁର ବାଇପାସ୍ ନିକଟରେ ଥିବା ଏକ ପୋଖରୀ ହୁଡାରୁ ଅଖାରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମିଳିଥିବା ସୂଚନା…
ଗୋଟିଏ ବି ଫିଲ୍ମ ହୋଇନାହିଁ ହିଟ୍, କିନ୍ତୁ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ
ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଉର୍ବଶୀ ରଉତେଲା ଅନ୍ୟତମ। ଯଦିଓ ତାଙ୍କ ଅଭିନୟ କ୍ୟାରିଅର୍ ବହୁତ ଉଚ୍ଚତାକୁ ଛୁଇଁ ନାହିଁ, ଏହାସତ୍ତ୍ୱେ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଉର୍ବଶୀ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ହିଟ ଫିଲ୍ମ ଦେଇନାହାଁନ୍ତି କିନ୍ତୁ ସେ କୋଟି…
Board Exam 2024: ଡାଇବେଟିସରେ ପୀଡ଼ିତ ଥିବା ଛାତ୍ରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲା CBSE
ନୂଆଦିଲ୍ଲୀ,୯।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରମାନଙ୍କ ପାଇଁ ଏକ ବଡ଼ ଖବର ଅଛି। ଏହି ଖବର ବିଶେଷତଃ ସେହି ଛାତ୍ରମାନଙ୍କ ପାଇଁ, ଯେଉଁମାନଙ୍କର ଟାଇପ୍ ୧ ଡାଇବେଟିସ୍ ଅଛି । ବୋର୍ଡ ଏହାର ନୀତିରେ ଏକ ପ୍ରମୁଖ ପରିବର୍ତ୍ତନରେ କରି…
ଦୁର୍ଘଟଣାରେ ଚାଲିଗଲା ଶିଶୁର ଜୀବନ, ୫ ଆହତ
ଗଜପତି,୯ା୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ପାଟିକୋଟା ଛକ ନିକଟରେ ଶୁକ୍ରବର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଶିଶୁ ଏବଂ ୨ ମହିଳା…
ମୋ ପୁଅକୁ ଯାଦୁ କରିଦେଇଛନ୍ତି ରିଭାଭା: ବାପାଙ୍କ ଅଭିଯୋଗ ପରେ ସଫେଇ ଦେଲେ ରବିନ୍ଦ୍ର ଜାଡେଜା
ନୂଆଦିଲ୍ଲୀ,୯।୨: ନିକଟରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ ତାଙ୍କ ପୁଅ ଏବଂ ବୋହୂ ରିଭାବା ଜାଡେଜାଙ୍କଠାରୁ ଅଲଗା ରହିବା ବିଷୟରେ କହିଥିଲେ। ଜାଡେଜାଙ୍କ ପିତା ମଧ୍ୟ…
ଶ୍ରୀଜିଉଙ୍କ ପାଇଁ ପୁରୀ ଗଲା ରଥକାଠ
ନୟାଗଡ଼,୯ା୨(ଲୋକନାଥ ମିଶ୍ର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠ ନୟାଗଡ଼ ଜିଲାର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୩ଟି ଟ୍ରକ୍ରେ ୨୦ ଫୁଟିଆ ଧଉରା ଓ ଅସନ ୧୦୨ ଖଣ୍ଡ କାଠ ପୁରୀ ଅଭିମୁଖେ ଯାତ୍ରା କରିଛି। ଏଥି ନିମନ୍ତେ ଦଶପଲ୍ଲାର…
ଆଜି ନିଜ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ଶିନ୍ଦେ, ସାମ୍ନାକୁ ଆସିଲା ଏହି ବଡ଼ କାରଣ
ମୁମ୍ବାଇ,୯।୨: ଶିବସେନାର ଉପନେତା ତଥା ପୂର୍ବତନ ବିଧାୟକ ବିନୋଦ ଘୋଷାଲାକରଙ୍କ ପୁଅ ତଥା ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନର ପୂର୍ବତନ କର୍ପୋରେଟର ଅଭିଷେକ ଘୋଷାଲାକରଙ୍କୁ ହତ୍ୟା ପରେ ମୁମ୍ବାଇ ସମେତ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ…
ପରିକ୍ରମା ପ୍ରକଳ୍ପ ଦର୍ଶନ କରିବାକୁ ଯାଇ ଅଧାବାଟରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ: ମିଳିଲା ସହାୟତା
ବୌଦ୍ଧ,୯ା୨( ଅଜିତ କୁମାର ବାରିକ): ଶ୍ରୀକ୍ଷେତ୍ର ପୁରୀକୁ ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ଯିବା ବେଳେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସରସରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ (୫୫)। ହୃଦ୍ଘାତରେ ତାଙ୍କର ମୃତ୍ୟୁ…
ମୋଦି ସରକାରଙ୍କ ଏହି ନିଷ୍ପତ୍ତି ଶୁଣି ଖୁସିରେ ଗଦ୍ଗଦ୍ ହେଲେ ଅଖିଳେଶ
ଲକ୍ଷ୍ନୌ,୯।୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ପରେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ସିଏମ ଅଖିଳେଶ ଯାଦବ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଅଭିନନ୍ଦନ ଏବଂ…
ଖୁସି ଖବର ଦେଲେ ରିଚା ଚଢା
ମୁମ୍ବାଇ: ଅନେକ ବଲିଉଡ ସେଲବ୍ରିଟି ଦମ୍ପତି ୨୦୨୪ରେ ମାତାପିତା ହେବାକୁ ଯାଉଛନ୍ତି। ୟାମି ଗୌତମଙ୍କ ପରେ ବର୍ତ୍ତମାନ ରିଚା ଚଢା ଏବଂ ଅଲି ଫଜଲ ମଧ୍ୟ ଘୋଷଣା କରିଛନ୍ତି ଯେ ସେମାନଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ହଁ, ଦମ୍ପତି ପ୍ୟାରେଣ୍ଟସ…
ନୱାଜ ସରିଫଙ୍କ ବିଜୟ ସତ୍ତ୍ୱେ ଇମ୍ରାନଙ୍କ ଦଳ ଆଗରେ
ଇସଲାମାବାଦ,୯।୨: ପାକିସ୍ତାନ ସାଧାରଣ ନିର୍ବାଚନ ଭୋଟ ଗଣତି ଶୁକ୍ରବାର ଚାଲିଛି। ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ ଗଢିବ ନୂଆ ସରକାର । କାହାକୁ ମିଳିବ ସ୍ପଷ୍ଟ ବହୁମତ, କି ପାକିସ୍ତାନରେ ହେବ ଝୁଲା ସରକାର। ଅନ୍ୟପକ୍ଷେ…
ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, କୁକୁଡ଼ାଚାଷ ପ୍ରଭାବିତ
ଛତ୍ରପୁର,୯ା୨(ଦିଲ୍ଲୀପ ସାମଲ): ବିଭିନ୍ନ ଦାବି ନେଇ ଦୀର୍ଘଦିନ ଧରି ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପଶୁ ସମ୍ପଦଙ୍କ ଚିକିତ୍ସା କରାଯାଇପାରୁନାହିଁ। ଯାହା ଫଳରେ କୁକୁଡ଼ାିମାନଙ୍କ ଖାଦ୍ୟ ଯୋଗାଣ ସଂସ୍ଥା, ଟିକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟ…
Archives


