Home Left

ବିଜେଡିର ସମୀକ୍ଷା ବୈଠକ: ଯୋଗଦେଲେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା, ଲୋକ ପ୍ରତିନିଧି

ଦାରିଙ୍ଗବାଡି, ୧୧।୬(ଅରୁଣ ସାହୁ): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପରାଜୟପରେ ମଙ୍ଗଳବାର ଦାରିଙ୍ଗବାଡି ମିଶ୍ର କଲ୍ୟାଣ ମଣ୍ଡପଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳ ଉପବାଚସ୍ପତି ତଥା ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଲୁଗା…

ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ

ଭୁବନେଶ୍ୱର,୧୧।୬: ବୁଧବାର ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଯାହାକୁ ନେଇ ଚଳଚଞ୍ଚଳ ରାଜ୍ୟ ଭାଜପା ଶିବିର, ଜଣକ ପରେ ଜଣେ ନେତା ଓଡ଼ିଶାରେ ପହଞ୍ଚୁଛନ୍ତି । ଭାଜପାର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ…

ଟାଇଲ୍ସ ସଫା କରିବେ କିପରି

ଘର ହେଉ କି ବାଥ୍‌ରୁମ୍‌ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ… ଭିନେଗାର ଚଟାଣରେ ଲାଗିଥିବା ଟାଇଲ୍ସକୁ ସଫା କରିବାକୁ ହେଲେ ଭିନେଗାର ବ୍ୟବହାର କରନ୍ତୁ। ଏହାକୁ ନଖ…

କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଘୋଷଣା ପୂର୍ବରୁ ଖୋଲାଖୋଲି କହିଦେଲେ ମନମୋହନ

ଭୁବନେଶ୍ୱର,୧୧।୬: ରାଜ୍ୟରେ ଆଜି ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଶପଥ ଗ୍ରହଣ ସମାରୋହରେ କେଉଁ ମାନେ ଯୋଗ ଦେବେ ତାଙ୍କୁ ଭାଜପା ନିମନ୍ତ୍ରଣ କରିବାରେ ବ୍ୟସ୍ତ ଅଛି। ଏହି କ୍ରମରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ…

ଭୀମକୁଣ୍ଡ ପର୍ଯ୍ୟଟନ କେନ୍ଦ୍ରରେ ପାନୀୟ ଜଳଯୋଗାଣ ବନ୍ଦ:ପାନୀୟ ଜଳ ପାଇଁ ପର୍ଯ୍ୟଟକ ହିନସ୍ତା

ପାଟଣା,୧୧।୬(ବୀର କିଶୋରଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପ୍ରାଚୀନ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଗତ ଶୁକ୍ରବାର ଅପରାହ୍ନରେ ବଜ୍ରପାତ ଯୋଗୁ ବୋରୱେଲର ପମ୍ପ ପୋଡ଼ଯିବାରୁ ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହରକତ ହେଇଛନ୍ତି। ଦୀର୍ଘ…

ଶପଥ ଗ୍ରହଣ ଉତ୍ସବ ପାଇଁ ମହାପ୍ରଭୁଙ୍କୁ ଦେବେ ନିମନ୍ତ୍ରଣ, ପୁରୀ ଗସ୍ତରେ ଭାଜପା ଦଳ ବିଧାୟକ

ଭୁବନେଶ୍ୱର,୧୧।୬: ଆସନ୍ତାକାଲି ଶପଥ ନେବେ ଓଡ଼ିଶାର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀ କିଏ ଏନେଇ ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ ମଙ୍ଗଳବାର ସଂଧ୍ୟାରେ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି। ଶପଥ ଗ୍ରହଣ ଉତ୍ସବରେ…

ନିର୍ବାଚନ ପରେ ଅଖିଳେଶ-କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ ମହିଳା, ପ୍ରକୃତ ଅସୁବିଧାରେ ନାଇଡୁ

ନୂଆଦିଲ୍ଲୀ,୧୧।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ପାର୍ଟି ଏହାର ନିର୍ବାଚନୀ ଘୋଷଣାପତ୍ରରେ ଗରିବ ମହିଳାମାନଙ୍କୁ ପ୍ରତି ମାସରେ ୮୫୦୦ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲା। ଏହି କାରଣରୁ, ନିର୍ବାଚନ ଫଳାଫଳ ଆସିବା ପରେ ତୁରନ୍ତ ଅନେକ ମହିଳା ଉତ୍ତର ପ୍ରଦେଶର ରାଜଧାନୀ…

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ପୂର୍ବରୁ ଆସିଲା ଟ୍ରାଫିକ୍‌ ଗାଇଡ୍‌ଲାଇନ୍‌: ଜାଣନ୍ତୁ କେଉଁପଟ ଦେଇ ଯିବ ଗାଡ଼ି

ଭୁବନେଶ୍ୱର,୧୧।୬: ଜୁନ୍‌ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହି ଦିନ ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହ ଉତ୍ସବରେ…

ଜୁନ ୧୩ରୁ ଖବରଦାତାଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର,୧୧।୬: ଆସନ୍ତା ଜୁନ ୧୩ ତାରିଖରୁ ଖବରଦାତାଙ୍କ ପାଇଁ ଲୋକସେବା ଭବନ ଖୋଲିବ। ୨୦୨୦ କରୋନା କାଳରୁ ଖବରଦାତାଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଯାହା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ…

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜିତିନ ପ୍ରସାଦ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଜିତିନ ପ୍ରସାଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଜିତିନ ପ୍ରସାଦ ବର୍ତ୍ତମାନ କେନ୍ଦ୍ରର ଦାୟିତ୍ୱ ଗ୍ରହଣ କରିବେ। ମୋଦି ୩.୦ ସରକାରରେ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟରେ ରାଜ୍ୟ…

ଛିଣ୍ଡୁନି ଅଙ୍କ, ବାଚସ୍ପତି ପଦ ନେଇ ଟଣାଓଟରା

ନୂଆଦିଲ୍ଲୀ,୧୧।୬: ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରୀପଦ ବଣ୍ଟନ ପରେ ଏବେ ବାଚସ୍ପତି ପଦ ଉପରେ ନଜର ରହିଛି। ଏଥର ଭାଜପାକୁ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ବାଚସ୍ପତି ପଦ ଲାଗି ସହଯୋଗୀଙ୍କ ସହିତ ବିଚାରବିମର୍ଷ ଚାଲିଛି। ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ଦଳ…

ଖୋଜାପଡ଼ିଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର

ଭୁବନେଶ୍ୱର,୧୧।୬: ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ଅର୍ଥାତ୍‌ ଆଜି ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ହେବ। ଏହି ବୈଠକ ପରେ ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଘୋଷଣା କରାଯିବା ସମ୍ଭାବନା ରହିଛି। ଏହାସହ ଭାଜପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?