ହଲଦ୍ୱାନି ହିଂସା: ୩୦୦ରୁ ଅଧିକ ପରିବାରଙ୍କ ଘରେ ତାଲା, ଚାଲି ଚାଲି ଗଲେ ୧୫ କିଲୋମିଟର
ହଲଦ୍ୱାନି,୧୨।୨: ହଲଦ୍ୱାନି ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ଲୋକମାନେ ବନବୁଲପୁରା ଛାଡିବା ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୩୦୦ ପରିବାର ନିଜ ଘର ବନ୍ଦ କରି ଉତ୍ତର ପ୍ରଦେଶ ଯାଇଛନ୍ତି। ଏହି ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତରଣ ଜାରି ରହିଛି । ରବିବାର…
‘ଜଗନ୍ ରେଡ୍ଡୀ ନିଜ ଦାଦାଙ୍କୁ ହତ୍ୟା କରିଛନ୍ତି’: ବଡ଼ ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ
ନୂଆଦିଲ୍ଲୀ,୧୨।୨: ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ସାଧାରଣ ସମ୍ପାଦକ ନାରା ଲୋକେଶ ରବିବାର ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ତାଙ୍କ ଦାଦା ୱାୟୀଏସ ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲାରେ ଏକ…
Run Out Rule MCC Law: ବିନା ଅପିଲରେ ଆଉଟ ନ କରିବାରୁ ଉତ୍ତେଜନା, ବ୍ୟାଟ୍ସମ୍ୟାନ ସ୍ପଷ୍ଟ ଭାବେ ହୋଇଥିଲେ ଆଉଟ, ନିୟମରେ କ’ଣ ରହିଛି…
ଏଡିଲେଡ,୧୨।୨ : ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୧ ଫେବୃଆରୀ ରବିବାର ଦିନ ଆଡିଲେଡ ଓଭାଲରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୩୪ ରନରେ ଜିତିଥିଲା। ଏହି ସିରିଜରେ ଦଳ ୨-୧ରେ ଆଗୁଆ…
କତାରରେ ଭାରତର ବଡ଼ କୂଟନୈତିକ ବିଜୟ ପଛରେ ଡୋଭାଲଙ୍କ ହାତ
ନୂଆଦିଲ୍ଲୀ,୧୨।୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ଆଠ ଜଣ ଭାରତୀୟ ନୌସେନା ସୈନିକଙ୍କୁ ଦୋହା କୋର୍ଟ ଦ୍ୱାରା ମୁକ୍ତ କରାଯାଇଛି। ଏଥିମଧ୍ୟରୁ ୭ ଜଣ ଭାରତ ଫେରିଛନ୍ତି। ଏହାକୁ ଭାରତ ପାଇଁ ଏକ ବଡ କୂଟନୈତିକ ବିଜୟ କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ବଞ୍ଚିଥିବାଯାଏ ଲୋକଙ୍କ ସେବା କରିବି: ନରସିଂହ
ବଲାଙ୍ଗୀର,୧୨ା୨(ବୀରେନ୍ଦ୍ର କୁମାର ଝାଙ୍କର):ବରିଷ୍ଠ ରାଜନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ତାଙ୍କ ଦୀର୍ଘ ରାଜନୈତିକ ଜୀବନର ଶେଷ ବିଧାନସଭା ଅଧିବେଶନ ସାରି ରବିବାର ବଲାଙ୍ଗୀର ଫେରିଛନ୍ତି। ସେ ବଲାଙ୍ଗୀର-ସୁବର୍ଣ୍ଣପୁର ଜିଲା ସୀମାରେଖାର ବଇରାସରଠାରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ତାଙ୍କୁ…
ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ
ମଙ୍ଗୁଳି-ଜଗତପୁର,୧୨ା୨(ମାନସ ସାମଲ):ଚୌଦାର-କଟକ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ନଖରା ପଞ୍ଚାୟତସ୍ଥିତ ହାଟପଡ଼ିଆରେ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଶାଳଗଁା ସରପଞ୍ଚ ପବିତ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ନୁଣ୍ଟିଗିରି ଛକ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବକ ଏକତ୍ରିତ ହୋଇ ଭାଜପା ରାଜ୍ୟ ସଭାପତି…
ଓଡ଼ିଶାରେ ଭାଜପା ୮୦ ବିଧାନସଭା ଆସନରେ ଜିତିବ: ବିଜୟ ପାଲ୍ ସିଂ
ଭୁବନେଶ୍ୱର,୧୨।୨(ସୁନିତ୍ ମିଶ୍ର):ଓଡ଼ିଶାରେ ଭାଜପା ଏଥର ନିଶ୍ଚିତ ସରକାର ଗଠନ କରିବ। ଏନେଇ ଭାଜପା ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୋମବାର ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି…
କଂଗ୍ରେସରୁ ପ୍ରାର୍ଥୀ ଲାଗି ୩୧୭୦ ଆବେଦନ
ଭୁବନେଶ୍ୱର,୧୨।୨(ସୁନିତ୍ ମିଶ୍ର):ରାଜ୍ୟରେ କଂଗ୍ରେସ ପ୍ରତି ବଢ଼ୁଛି ସମର୍ଥନ, କଂଗ୍ରେସ ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଦେଇଛି। ୨୦୧୯ରେ ୧୪୭ ବିଧାନସଭା ପାଇଁ ୪୩୫ ଜଣ ଓ ୨୧ ଲୋକ ସଭା ଆସନ ପାଇଁ ୭୦ ଜଣ ଆଶାୟୀ ଆବେଦନ…
ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କଲେ ଧର୍ମେନ୍ଦ୍ରଙ୍କ ପତ୍ନୀ
ସମ୍ବଲପୁର,୧୨ା୨(ଭବାନୀ ଶଙ୍କର ଭୋଇ):ସମ୍ବଲପୁରୀ ଗୀତ, ନୃତ୍ୟ, ବାନ୍ଧକଳା, ବସ୍ତ୍ର ସମଗ୍ର ବିଶ୍ୱ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି। ଏଥିରୁ ବାଦ୍ ପଡିନି ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ। ଏହା ମଧ୍ୟରେ ସରସତିଆ ଅନ୍ୟତମ। ଏହାର ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ…
ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ
ପାରଳାଖେମୁଣ୍ଡି,୧୨/୨ (ଗିରିଧାରୀ ପରିଛା):ଗଜପତି ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଏଠି ଲୋକଙ୍କ ଗମନାଗମନ ପାଇଁ ଗୋଟିଏ ଭଲ ରାସ୍ତା ନିର୍ମାଣ କରାଯାଇ ପାରିନାହିଁ। ଅନେକଥର ନିଜ ଗାଁ ରାସ୍ତା ସମସ୍ୟା ଗୁମ୍ମା ବ୍ଲକ ପ୍ରଶାସନଠାରୁ…
କାମରେ ଲାଗୁନି ମାର୍କେଟ କମ୍ପ୍ଲେକ୍ସ
ଯାଜପୁର,୧୨ା୨(ହର୍ଷବର୍ଦ୍ଧନ ବେହେରା):ସର୍ବଧର୍ମ ସମନ୍ବୟର ପ୍ରତୀକ ବରାହ-ବିରଜା କ୍ଷେତ୍ରରେ ସାଧାରଣ ଲୋକଙ୍କ ଅର୍ଥନୈତିକ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସମୟରେ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅବହେଳା କାରଣରୁ କେତେକ ଯୋଜନା…
ବିଗ ବସ୍ ବିଜେତାଙ୍କୁ ଜୋରଦାର ଚାପୁଡା ମାରିଲେ ବ୍ୟକ୍ତି
ବିଗ ବସ ଓଟିଟି ବିଜେତା ତଥା ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଆଜିକାଲି ଏଲଭିଶ ଜୟପୁରରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜୟପୁରର ଏକ ରେଷ୍ଟୁରାଣ୍ଟରେ ଏଲଭିଶ ଜଣେ ବ୍ୟକ୍ତିଙ୍କ…
Archives


