Home Left

କଂଗ୍ରେସର ଟିକେଟ୍‌ରେ ନିର୍ବାଚନ ଲଢିବେ ସାକ୍ଷୀ! ନିଜେ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୩।୧୨: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିରୋଧରେ ରେସଲର ସାକ୍ଷୀ ମଲିକ ଅବସର ନେଇ ଘୋଷଣା କରିଛନ୍ତି। ଏହି ସହିତ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ…

ଆରମ୍ଭ ହେଲା ସର୍ବଭାରତୀୟ ଓପନ କରାଟେ

ଭୁବନେଶ୍ୱର, ୨୩।୧୨(ତପନ ସ୍ବାଇଁ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୮୫୦ କରାଟେକା ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିବସରେ ସିନିୟରର ମହିଳା ଓ ପୁରୁଷ ଏବଂ…

କୁସ୍ତି ମହାସଂଘ ଗଠନର ଦିନକ ନପୁରୁଣୁ ବିବାଦ

ନୂଆଦିଲ୍ଲୀ, ୨୩ା୧୨: ନୂଆ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଗଠନ ହେବାର ଦିନକ ପରେ ସେଥିରେ ବିବାଦଦେଖାଦେଇଛି। ଜାତୀୟ ଜୁନିୟର ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ଏହି କ୍ରୀଡ଼ା ପରିଷଦର ଜେନେରାଲ ସେକ୍ରେଟାରୀ ପ୍ରେମଚାନ୍ଦ ଲୋଚାବ ଦାବି କରିଛନ୍ତି। ପ୍ରତିଯୋଗିତାର ଦିନ ଧାର୍ଯ୍ୟ…

ଜରିମାନାରେ ସୀମିତ ପ୍ଲାଷ୍ଟିକ ମୁକ୍ତ ସହର ସ୍ବପ୍ନ

ଭୁବନେଶ୍ୱର, ୨୩।୧୨ (ବନ୍ଦନା ସେଠୀ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରକୁ ପଲିଥିନ୍‌ମୁକ୍ତ ସହର କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ଏଥିପାଇଁ ବିଭିନ୍ନ ଦୋକାନ ବଜାର ଚଢାଉ କରି ପଲିଥିନ୍‌ ସିଲ୍‌ କରିବା ସହ ଜରିମାନା ମଧ୍ୟ ଆଦାୟ…

ଦିଲୀପ ତିର୍କୀଙ୍କୁ ପି.ଏଚ୍‌.ଡି. ସମ୍ମାନ

ନୂଆଦିଲ୍ଲୀ, ୨୩ା୧୨: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଶ୍ରୀ ୟୁନିଭର୍ସିଟି ତରଫରୁ ହକି ଇଣ୍ଡିଆ ସଭାପତି ଓ ପୂର୍ବତନ ଭାରତୀୟ ଅଧିନାୟକ, ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ସ୍ପୋଟର୍‌ସ ସାଇନ୍ସରେ ପିଏଚ୍‌ଡି ସମ୍ମାନରେ ସମ୍ମାନିତ କରାଯାଇଛି। ତିର୍କୀ ତାଙ୍କ କ୍ୟାରିୟରରେ…

ଜମିରେ ଶୋଇଥିଲେ ମହିଳା, ଦଳିଦେଲା ହାତୀ

ରାଇଘର, ୨୩।୧୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଛତିଶଗଡ଼ରୁ ଏକ ହାତୀପଲ ଉକ୍ତ ଅଞ୍ଚଳକୁ ପଶିଆସିଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖୁଡୁକ ଗ୍ରାମର ରାମସୁ…

ଶପଥ ନେଲେ ୯ ନୂଆ ମନ୍ତ୍ରୀ

ରାୟପୁର,୨୩ା୧୨: ଛତିଶଗଡ଼ କ୍ୟାବିନେଟ୍‌ରେ  ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଫଳରେ ମୋଟ ମନ୍ତ୍ରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ରାଜଭବନରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଭାଜପାର ୯ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଗତ ୧୩ ତାରିଖରେ…

ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଲାଭ କରିଛି। ଏପରିକି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କ୍ୱାଲିଟି ଆଣ୍ଡ ଏନ୍‌ଭାଇରମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍‌(ଆଇକ୍ୟୁଇଏମ୍‌ଏସ୍‌) ପକ୍ଷରୁ ଟାଟା ଷ୍ଟିଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର…

ଏକାଠି ହେଲେ ଭାଜପା ହାରିବ

ନୂଆଦିଲ୍ଲୀ,୨୩ା୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ କାଳରେ ଉଭୟ ଗୃହରୁ ୧୪୬ ଜଣ ଏମ୍‌ପିଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ନେତାମାନେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ପ୍ରତିଜ୍ଞା ନେବା ସହ ୨୦୨୪…

ଗାଜା ମୃତ୍ୟୁସଂଖ୍ୟା ୨୦ ହଜାର ଟପିଲା

ରାଫାହ,୨୩ା୧୨: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ୍‌ର ଆକ୍ରମଣକୁ ୭୭ ଦିନ ବିତିଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହେବାର ନାଁ ନେଉନାହିଁ। ଇତିମଧ୍ୟରେ ଇସ୍ରାଏଲୀ ସୈନ୍ୟଙ୍କ ଆକ୍ରମଣରେ ଗାଜାର ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ଯୁଦ୍ଧ ବନ୍ଦ ପାଇଁ ଅନ୍ତର୍ଜାତୀୟ ସ୍ତରରୁ…

୪ ରାଜ୍ୟ ସଭା ଆସନ ପାଇଁ ଜାନୁୟାରୀ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ,୨୩ା୧୨(ପି.ଟି.): ରାଜ୍ୟ ସଭାର ଖାଲି ହେବାକୁ ଥିବା ୪ଟି ଆସନ ଲାଗି ଜାନୁୟାରୀ ୪ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରୁ ୩ଟି ଏବଂ ସିକିମ୍‌ରୁ ଗୋଟିଏ ଆସନ ଖାଲି ହେବାକୁ ଯାଉଛି। ଜାନୁୟାରୀ…

ରଶ୍ମିକା ବିସ୍କ ଫାର୍ମ ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୨୩।୧୨: ଦେଶର ଅଗ୍ରଣୀ ବିସ୍କୁଟ୍‌ ଓ ବେକରି ବ୍ରାଣ୍ଡ୍‌ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ରଶ୍ମିକା ମନ୍ଧାନାଙ୍କୁ ନିଯୁକ୍ତ କରାଯାଇଛି। ଏପରିକି କମ୍ପାନୀର ‘ରସ୍‌କିଟ୍‌’ ବ୍ରାଣ୍ଡ୍‌ର ପ୍ରଚାର ଅଭିଯାନରେ ରଶ୍ମିକାଙ୍କୁ ଦେଖିବାକୁ ମିଳିବ। ଏ ସମ୍ପର୍କରେ ବିସ୍କ ଫାର୍ମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri