Home Left

୬୦ ବର୍ଷ ବୟସରେ ବିବାହ କରିବେ ପ୍ରଧାନମନ୍ତ୍ରୀ, ନିଜ ଗର୍ଲଫ୍ରେଣ୍ଡ ସହ କଲେ ନିର୍ବନ୍ଧ

ସିଡ଼ନୀ,୧୫।୨: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନିସ୍‌ ଗୁରୁବାର ତାଙ୍କ ଗର୍ଲଫ୍ରେଣ୍ଡ ଯୋଡି ହେଡେନଙ୍କ ସହ ନିର୍ବନ୍ଧ କରିଛନ୍ତି। ଏକ ଭିଡିଓ ଶେୟାର କରି ୬୦ ବର୍ଷିୟ ଆନ୍ଥୋନୀ ଲେଖିଛନ୍ତି , ତାଙ୍କ ଗର୍ଲଫ୍ରେଣ୍ଡ ବିବାହ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଅଲବାନିସ୍‌ ଏହି…

ନଳକୂପରୁ ବାହାରୁଛି ଦୂଷିତ ପାଣି: ସମାଧାନ ନ ହେଲେ ଭୋଟ ଦେବୁନାହିଁ

ପାରଳାଖେମୁଣ୍ଡି,୧୫ା୨(ଗିରିଧାରୀ ପରିଛା): ଗଜପତି ଜିଲା ଗୋଶାଣୀ ବ୍ଲକ ଅଧୀନ ଲାବଣ୍ୟଗଡ଼ ପଞ୍ଚାୟତ କାନସଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବା ସହ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଗ୍ରାମରେ ସ୍ବଚ୍ଛ ପାନୀୟ ଜଳ…

ଡେବ୍ୟୁରେ ସୁଯୋଗ ପାଇବା ପରେ ପିତାଙ୍କୁ ନିଆରା ଉପହାର ଦେଲେ ସରଫରାଜ

ନୂଆଦିଲ୍ଲୀ,୧୫।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ସରଫରାଜ ଖାନ ଅର୍ଦ୍ଧ ଶତକ କରି ଡେବ୍ୟୁକୁ ସ୍ମରଣୀୟ କରିପାରିଛନ୍ତି। ରନ୍‌ ଆଉଟ ହେବା ପୂର୍ବରୁ ସରଫରାଜ ଖାନ ୬୬ ବଲରେ ୬୨ ରନ ସଂଗ୍ରହ କରିଛନ୍ତି। ସରଫରାଜଙ୍କ ଏହି ଇନିଂସରେ ୯ ଚୌକା…

ନାକରେ ହାତ ମାରି ପିଜାରେ ପୋଝିଦେଲେ, କର୍ମଚାରୀଙ୍କ ଏଭଳି କାମ ଯୋଗୁ କ୍ଷମା ମାଗିଲା ଡୋମିନୋଜ

ଆଜିକାଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ପିଜା ପ୍ରେମୀଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ । ଭିଡିଓରେ ଡୋମିନୋସ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ଦେଖି ଆପଣ ମଧ୍ୟ ଘୃଣା କରିବେ। ଭିଡିଓରେ, ଜଣେ କର୍ମଚାରୀ ପ୍ରଥମେ ନାକରେ…

୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜୀବନ୍ତ ଜଳିଗଲେ ମହିଳା

କେନ୍ଦୁଝର,୧୫।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଧୀନ ରାମଚନ୍ଦ୍ରପୁର ଗ୍ରାମ ନିକଟ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିବା ଜଣେ ମହିଳା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ସରଫରାଜ ରନ୍‌ ଆଉଟ୍‌ ହେବା ପରେ ରାଗିକି କ୍ୟାପ୍‌ ପିଙ୍ଗିଲେ ରୋହିତ

ରାଜକୋଟ,୧୫।୨: ରାଜକୋଟ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଟିମ ଇଣ୍ଡିଆର ଅଧିନାୟକ କଠିନ ପରିସ୍ଥିତିରେ ୧୩୧ ରନ୍‌ ସଂଗ୍ରହ କରି ଏକ ଭଲ ଶତକ ଇନିଂସ ଖେଳିଛନ୍ତି। ସେ ତାଙ୍କ…

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୧୫।୨: ବିଗିଡିଲା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡାଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦେବେଗୌଡାଙ୍କର ଗୁରୁବାର ଅସୁସ୍ଥତା ଅନୁଭବ କରୁଥିଲେ, ଯାହା ପରେ ତାଙ୍କୁ ମଣିପାଲ ହସ୍ପିଟାଲକୁ ନିଆଯାଇଛି। ବର୍ତ୍ତମାନ ତାଙ୍କର ଅବସ୍ଥା…

ନାବାଳିକାଙ୍କୁ ଘରକୁ ଡାକି ସାଙ୍ଗ ମାନଙ୍କ ସହିତ କଲେ ଗଣବଳାତ୍କାର, ୪ ନାବାଳକ ଗିରଫ

ନୂଆଦିଲ୍ଲୀ,୧୫।୨: ରାଜସ୍ଥାନର କୋଚିଂ ହବ୍ କୋଟରେ ଜଣେ ନାବାଳିକାଙ୍କୁ ଚାରି ସହପାଠୀ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ ନାବାଳକଙ୍କୁ ଗିରଫ କରିଥିବା ପୋଲିସ କହିଛି। ନାବାଳିକା ଜଣକ କୁନ୍ହାଡି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ…

ସେଲଫି ପଏଣ୍ଟରେ ଗଦା ହେଉଛି ଆବର୍ଜନା

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ମୁଖ୍ୟ ପ୍ରବେଶପଥ ତଥା ଦାମୋଦରପୁର ନିକଟରେ ଥିବା ‘ମୋ ଗଞ୍ଜାମ’ ସେଲଫି ପଏଣ୍ଟଠାରେ ଅଳିଆ ଆବର୍ଜନା ପକାଯାଉଛି। ଏନ୍‌ଏସି ପ୍ରଶାସନ ଏହାକୁ ଡମ୍ପିଂୟାଡ ଭାବେ ବ୍ୟବହାର କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସେହିପରି…

ପ୍ରଥମ ଥର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୫।୨: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ସେ ଫେବୃଆରୀ ୧୬ରେ ଚନ୍ଦୈଲିରେ ରାହୁଲଙ୍କ ସହ ଯାତ୍ରା କରୁଥିବା ଦେଖିବାକୁ ମିଳିବ। ରାଏବରେଲିରୁ ଲୋକ ସଭା…

ମହୁଆ ମୈାଇତ୍ରାଙ୍କ ପାଇଁ ମୁଣ୍ଡ ଟେକିଲା ନୂଆ ସମସ୍ୟା, ସମନ କଲା ଇଡି

ନୂଆଦିଲ୍ଲୀ,୧୫।୨: ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ଏମପି ମହୁଆ ମୈାଇତ୍ରାଙ୍କ ପାଇଁ ନୂଆ ସମସ୍ୟା ମୁଣ୍ଡ ଟେକିଛି। ବୈଦେଶିକ ଟଙ୍କା କାରବାର ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଡକାଇଛି। ସୋମବାର ଦିଲ୍ଲୀର ଏଜେନ୍ସି କାର୍ଯ୍ୟାଳୟରେ…

୨୦ଟି ଫୋନ୍ ବ୍ୟବହାର କରନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୫।୨: ଏକା ସାଙ୍ଗରେ ୨୦ଟି ମୋବାଇଲ ବ୍ୟବହାର କରନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ। ଏକ ସାକ୍ଷାତକାର ସମୟରେ ସେ ଏହି ଖୁଲାସା କରିଛନ୍ତି। ଏହାର କାରଣ ମଧ୍ୟ ସେ କହିଛନ୍ତି, ଯାହା ସାଧାରଣ ଲୋକମାନେ ମଧ୍ୟ ନିଜ ସହିତ ତୁଳନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri