Home Left

ସେମିଳିଗୁଡ଼ାରେ ଭର୍ଚୁଆଲରେ ନୂଆ ବସ୍‌ଷ୍ଟାଣ୍ଡ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୫ା୨(ଅମିତାଭ ବେହେରା): ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୧୩ଟି ଜିଲାର ୨୦ଟି ବସ୍‌ଷ୍ଟାଣ୍ଡର ଉଦ୍‌ଘାଟନ କରାଯାଇଛି। ସେଥିମଧ୍ୟରୁ କୋରାପୁଟ ଜିଲାର ସେମିଲିଗୁଡା ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ସୁବିଧା ପାଇପାରିବେ…

ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ୫୧ ମାସ ଜେଲଦଣ୍ଡ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୫।୨: ଆମେରିକାର ଜଣେ ୨୪ ବର୍ଷୀୟ ଭାରତୀୟ ମୂଳ ବାସିନ୍ଦା ଛାତ୍ରଙ୍କୁ ଆମେରିକୀୟ ମହିଳାଙ୍କୁ ଠକିବା ଅଭିଯୋଗରେ ୫୧ମାସ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ, ବାଳକ କମ୍ପ୍ୟୁଟର ହ୍ୟାକିଂ ମାଧ୍ୟମରେ ୧୫୦,୦୦୦ ଆମେରିକୀୟ ଡଲାର ମହିଳାଙ୍କୁ ଠକିଥିଲେ। ଏହି ଛାତ୍ର ଜଣଙ୍କ…

4G ନା 5G? କେଉଁ ନେଟଓ୍ବର୍କରେ ସରେ ବେଶୀ ଚାର୍ଜ

ଗତ ଦେଢବର୍ଷ ମଧ୍ୟରେ ଭାରତରେ 5G ନେଟୱର୍କ ସେବା ଦ୍ରୁତ ଗତିରେ ବୃଦ୍ଧି ପାଉଛି। 4G ଟେକ୍ନୋଲୋଜି ବର୍ତ୍ତମାନ ପୁରୁଣା ହୋଇଯାଇଛି। କିନ୍ତୁ ଅନେକ ସ୍ମାର୍ଟଫୋନ ବ୍ୟବହାରକାରୀ ଏବେ 4G ବ୍ୟବହାର କରୁଛନ୍ତି। ରିଲାଏନ୍ସ ଜିଓ ଭାରତର ଅଧିକାଂଶ ଭାଗରେ 5G…

ସମାଲୋଚକଙ୍କ ମୁହଁ ବନ୍ଦ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୫।୨: ଗତ କିଛି ମ୍ୟାଚରେ ଚୁପ ରହିବା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଫସି ଯାଇଥିବା ଦଳ ପାଇଁ ଏକ ଉଜ୍ଜ୍ୱଳ ଶତକ ସ୍କୋର କରିଛନ୍ତି।…

ଏହି ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୫।୨: ଏବେ ଉତ୍ତର ପ୍ରଦେଶ-ବିହାରର ଲୋକ ସଭା ଯୁଦ୍ଧରେ ଏକ ନୂଆ ମୋଡ଼ ଆସିଛି। ଯଦି କଂଗ୍ରେସ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଉତ୍ତର ପ୍ରଦେଶ-ବିହାରରେ ଅତି କମରେ ୩୦ ରୁ ୪୦ ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବାକୁ ଯାଉଛନ୍ତି।…

ଏଠାରେ ଦରମାରେ ମିଳୁଛି ରସୁଣ

ବଜାରରେ ବୃଦ୍ଧି ପାଇଛି ରସୁଣ ଦର। ଯାହାଯୋଗୁ ଏବେ ମଧ୍ୟବିତ୍ତ ଓ ଗରିବଙ୍କ ଭାତଥାଳିରୁ ରସୁଣ ଗାଏବ ହୋଇଯାଇଛି। କିନ୍ତୁ ଆମେ ଏପରି ଏକ ସ୍ଥାନ ନାଁ କହିବାକୁ ଯାଉଛୁ ଯେଉଁଠି ରସୁଣ ଲୋକଙ୍କୁ ଦରମାରେ ମିଳିଥାଏ। ରସୁଣର ଦର ଦିନକୁ…

ପରଲୋକରେ ଅନୁଭବ ମହାନ୍ତିଙ୍କ ବାପା, କିଡନୀ ରୋଗରେ ଥିଲେ ପୀଡ଼ିତ

କଟକ,୧୫।୨: ପରଲୋକରେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମପି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି।କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା।…

ଦୁଇ ଯବାନଙ୍କୁ ଏୟାରଲିଫ୍ଟ

ବୌଦ୍ଧ,୧୫ା୨: ବୌଦ୍ଧ ଜିଲା ନଳୀକୁମ୍ପା ଜଙ୍ଗଲରେ ଗୁରୁବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିଛାଇଥିଲେ। ଏସ୍‌ଓଜି ଯବାନମାନେ ସର୍ଚ୍ଚ ଅପରେଶନରେ ଯାଇଥିବା ବେଳେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣରେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ହସ୍ପିଟାଲ ନିଆଯାଇଥିଲା। ସେଠାରେ…

ବିରାଟ କୋହଲି ମୋବାଇଲରେ ବିତାନ୍ତି ଏତେ ଟାଇମ୍‌, ଫେଭୋରାଇଟ୍‌ ଆପ୍‌ ହେଉଛି…

ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ନିଜ ଫୋନର ଫେଭୋରାଇଟ ଆପ୍ସ ବିଷୟରେ ଖୁଲାସା କରିଛନ୍ତି। ଏକ ଭାଇରାଲ ଭିଡିଓରେ କୋହଲି ମୋବାଇଲରେ ତାଙ୍କର ଫେଭୋରାଇଟ ଆପ୍‌ କେଉଁଟି ଓ ସେ କେତେଘଣ୍ଟା ମୋବାଇଲରେ ବିତାନ୍ତି ସେ ସମ୍ପର୍କରେ କହିଛନ୍ତି। ସୋସିଆଲ…

ଝିଅ ପସନ୍ଦ କଲା ବ୍ୟାଗ୍‌, କିଣିବା ପୂର୍ବରୁ ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଅଭିନେତା

ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବେଶ୍‌ ସାଧାସିଧା ଜୀବନଯାପନ କରନ୍ତି। ତାଙ୍କ ପିଲାମାନଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରନ୍ତି। ନୱାଜ ତାଙ୍କ ଝିଅ ଶୋରା ପାଇଁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଏଥର ଝିଅକୁ ଦେଇଥିବା ପ୍ରତିଶ୍ରୁତି ପାଳନ…

KTM ଚଢ଼ି ଶାଢ଼ି,ଗହଣାରେ ସଜେଇ ହୋଇ ମଣ୍ଡପ ଆସିଲେ କନ୍ୟା, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ସମୟରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ଶୋଭାଯାତ୍ରାରେ କନ୍ୟାଙ୍କ ଘରକୁ ଯାଇଥାନ୍ତି। କନ୍ୟା ସେହି ସମୟରେ ଘରେ ରୁହନ୍ତି। କିନ୍ତୁ ଆଜିକାଲି ସମୟ ବଦଳିଛି। ଗୋଟିଏ ପଟେ ଲୋକମାନେ ଅଜବ ଉପାୟରେ ବିବାହ ପୂର୍ବରୁ ଫଟୋଶୁଟ୍‌ କରୁଥିବା ବେଳେ…

ଦେଶରେ ଶେଷ ହେବ କି ଫାଶୀ ଦଣ୍ଡ? ଗତବର୍ଷ ୧୨୦ ଜଣଙ୍କୁ ମିଳିଥିଲା ଏହି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୧୫।୨: ମୃତ୍ୟୁଦଣ୍ଡର ଅର୍ଥ ହେଉଛି ଫାଶୀ। ହତ୍ୟା, ବଳାତ୍କାର କିମ୍ବା ଆତଙ୍କବାଦ ଭଳି ଜଘନ୍ୟ ଅପରାଧ ପାଇଁ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେବା ଏକ ଆଇନଗତ ବ୍ୟବସ୍ଥା। ୨୦୨୩ରେ ନିମ୍ନ ଅଦାଲତଙ୍କ ଦ୍ୱାରା ଦିଆଯାଇଥିବା ମୃତ୍ୟୁ ଦଣ୍ଡରେ ୨୮ପ୍ରତିଶତ ହ୍ରାସ ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri