Home Left

ଭାରତର ବ୍ୟାଟିଂ ବିପର୍ଯ୍ୟୟ

ସେଞ୍ଚୁରିଅନ୍‌,୨୭ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ପିଚ୍‌ ଓ ପରିବେଶରୁ ଫାଇଦା ଉଠାଇବାରେ ସକ୍ଷମ ହୋଇଥିବାବେଳେ ପ୍ରଥମ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ ଭାରତ…

ଆଇଆର୍‌ଏସ୍‌ ସହ ଜିଜିଓଆଇର ବୁଝାମଣା

ନୂଆଦିଲ୍ଲୀ,୨୭।୧୨:ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ର ୧୦୦% ଅଂଶୀଦାର (ସବ୍‌ସିଡାରି) ଆମେରିକୀୟ କମ୍ପାନୀ ଗେଲ୍‌ ଗ୍ଲୋବାଲ ୟୁଏସ୍‌ଏ ଇଙ୍କ୍‌ (ଜିଜିୟୁଆଇ) ଏବଂ ଇଣ୍ଟରନାଲ ରେଭିନ୍ୟୁ ସର୍ଭିସ୍‌ (ଆଇଆର୍‌ଏସ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଆସନ୍ତା…

ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୨୭।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ଉତ୍ପାଦ ‘ବିଓବି ବ୍ରୋ ସେଭିଂସ୍‌ ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୧୬ ରୁ ୨୫ ବର୍ଷ ବୟସର ଛାତ୍ରୀଛାତ୍ରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ‘ବିଓବି ବ୍ରୋ ସେଭିଂସ୍‌…

ସବୁଜ ଶକ୍ତିରେ ୯୩୫୦ କୋଟି ନିବେଶ କରିବ ଏଜିଇଏଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୭।୧୨ : ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) ସବୁଜ ଶକ୍ତି କ୍ଷେତ୍ରରେ ପ୍ରାୟ ୯୩୫୦କୋଟି ଟଙ୍କା ନିବେଶ କରିବ ବୋଲି ଜଣାପଡ଼ିଛି। ଏପରିକି ୨୦୩୦ ସୁଦ୍ଧା…

ଡିସେମ୍ବର ୨୫ରେ ୟୁକ୍ରେନ୍‌ ପାଳିଲା ଖ୍ରୀଷ୍ଟମାସ୍‌

କ୍ୱିଭ୍‌: ୟୁକ୍ରେନ୍‌ ପ୍ରଥମଥର ପାଇଁ ଚଳିତବର୍ଷ ଡିସେମ୍ବର ୨୫କୁ ଖ୍ରୀଷ୍ଟମାସ୍‌ ଭାବେ ପାଳନ କରିଛି। ରୁଷିଆରେ ଅର୍ଥୋଡକ୍ସ ବିଶ୍ୱାସୀ ପ୍ରତିବର୍ଷ ଏହି ଦିନକୁ ଜାନୁୟାରୀ ୭ରେ ପାଳୁଥିଲେ। ତେବେ ୟୁକ୍ରେନ୍‌ ସରକାର ଗତ ଜୁଲାଇରେ ଏକ ଆଇନ ପାସ୍‌ କରି ଏହି…

ନିଲମ୍ବନକୁ ଅସ୍ତ୍ର କରିଥିଲା ଶାସକ ଦଳ

ନୂଆଦିଲ୍ଲୀ,୨୭ା୧୨(ପି.ଟି.): ଗଣତନ୍ତ୍ରକୁ ଦୁର୍ବଳ କରିବା, ପାର୍ଲାମେଣ୍ଟ ବ୍ୟବସ୍ଥାକୁ ନଷ୍ଟ କରିବା ଏବଂ ସମ୍ବିଧାନର ତଣ୍ଟି ଚିପିଦେବା ପାଇଁ ଏମ୍‌ପିମାନଙ୍କ ନିଲମ୍ବନକୁ ଶାସକ ଦଳ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌…

ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ

ନୂଆଦିଲ୍ଲୀ, ୨୭ା୧୨(ପି.ଟି.): ବିବାଦ ଘେରରେ ରହିଥିବା ଏମ୍‌ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏହାକୁ…

ଆଜିଠୁ ଭୁବନେଶ୍ୱରରୁ ଝାରସୁଗୁଡ଼ା ବିମାନ ଉଡ଼ାଇବ ଆଲିଆନ୍ସ ଏୟାର

ଭୁବନେଶ୍ୱର, ୨୭ା୧୨(ଅସମାପିକା ସାହୁ): ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା। ଯାତାୟାତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟ ସରକାର ବିମାନ ସେବାରେ ନୂଆ ପଦକ୍ଷେପ ନେବା ସହ ଅଧିକରୁ ଅଧିକ ଅଞ୍ଚଳକୁ ଏଥିରେ ଯୋଡୁଛନ୍ତି। ସରକାରଙ୍କ ଆର୍ଥିକ…

ମଣିଷ ମୃତ୍ୟୁରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୨୭ା୧୨(ଅସମାପିକା ସାହୁ): ରାଜ୍ୟରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଏହାକୁ ରୋକିବାରେ ବନ ବିଭାଗ ଫେଲ୍‌ ମାରିଛି। ଏହି ପ୍ରସଙ୍ଗ ସାରା ଦେଶ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଥିବାବେଳେ ହାତୀଙ୍କ ଦ୍ୱାରା ମଣିଷ ଜୀବନ ହାନିରେ ଓଡ଼ିଶା ଦେଶରେ…

ହୃଦୟ ଜିତୁଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସାଧାସିଧା ବ୍ୟକ୍ତିତ୍ୱ

ଡେରାଡୁନ,୨୬।୧୨: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସାଧାରଣଜନତାଙ୍କ ମଧ୍ୟରେ ସେତେ ଲୋକପ୍ରିୟ ନୁହନ୍ତି। ହେଲେ ତାଙ୍କର ସାଧାସିଧା ଜୀବନଶୈଳୀ ତାଙ୍କୁ ସମସ୍ତଙ୍କ ସହ ଯୋଡ଼ିବାରେ ଲାଗିଛି। ମଙ୍ଗଳବାର ଟେହରୀ ହସ୍ତଶିଳ୍ପ ପ୍ରଦର୍ଶନୀରେ ସେଭଳି କିଛି ଦୃଶ୍ୟ ନଜର ଆସିଛି। ଏଠାରେ…

ଜାନୁୟାରୀ ୧୫ରୁ ମୁମ୍ବାଇରୁ ଅଯୋଧ୍ୟା ଯାଏ ସିଧାସଳଖ ବିମାନଉଡ଼ାଣ

ଅଯୋଧ୍ୟା,୨୬।୧୨: ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣପ୍ରତିଷ୍ଠା ଦିନ ପାଖେଇ ଆସୁଛି। ଏହାପୂର୍ବରୁ ସାଧାରଣଲୋକଙ୍କ ଲାଗି ବିମାନସେବା ଆରମ୍ଭ କରାଯାଇଛି। ଅଯୋଧ୍ୟା-ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ଉଡାଣ ପରେ ଏବେ ଇଣ୍ଡିଗୋ ପକ୍ଷରୁ ଜାନୁୟାରୀ ୧୫ରୁ ଅଯୋଧ୍ୟା-ମୁମ୍ବାଇ ମଧ୍ୟରେ ବିମାନ ଯାତାୟତ…

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା: ଅଧିନାୟକ ବଭୁମାଙ୍କ ଖେଳିବା ନେଇ ବଢ଼ିଲା ଆଶଙ୍କା

ସେଞ୍ଚୁରିଅନ, ୨୬ା୧୨: ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ ଟେମ୍ବା ବଭୁମା ଆଘାତପ୍ରାପ୍ତ ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ସେ ମ୍ୟାଚ୍‌ରେ ଆଗକୁ ଖେଳିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri