ଜ୍ଞାନ ଆହରଣ ପାଇଁ ବାହାର ରାଜ୍ୟକୁ ଯିବେ ଚାଷୀ
ଭୁବନେଶ୍ୱର, ୧୯।୨(ଅସମାପିକା ସାହୁ):ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ ରବିବାର ଉଦ୍ଯାପିତ ହୋଇଯାଇଛି। ଉତ୍ସବରେ ସଭାପତିତ୍ୱ କରି କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର…
ବଢୁଛି ହାଇବ୍ରିଡ୍ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ର ଚାହିଦା, ଜାନୁଆରୀରେ ୨୦,୬୩୪ କୋଟିର କାରବାର
ଭୁବନେଶ୍ୱର,୧୯ା୨: କ୍ରମାଗତ ଭାବେ ଘରୋଇ ବଜାରରେ ହାଇବ୍ରିଡ୍ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ର ଚାହିଦା ବୃଦ୍ଧି ପାଉଛି, ଏପରିକି ନିବେଶକମାନଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବଢୁଥିବାବେଳେ ଚଳିତ ବର୍ଷ ଜାନୁଆରୀରେ ମୋଟ ୨୦,୬୩୪ କୋଟି ଟଙ୍କାର କାରବାର ହୋଇଛି। ବିଶେଷକରି ନିବେଶକମାନଙ୍କୁ ଏହି…
ଓଡ଼ିଶାରେ ୩୩% ଲୋକ ମୋଟା
ଭୁବନେଶ୍ୱର,୧୯ା୨(ଅସମାପିକା ସାହୁ): ଆଜିର ସମୟରେ ଆମ ଖାଦ୍ୟଶୈଳୀ ଠିକ୍ ନ ଥିବାରୁ ମୋଟାପଣ ବଢ଼ୁଛି। ଦେଶ ତୁଳନାରେ ଓଡ଼ିଶାରେ ଅଧିକ ଲୋକ ଏପରି ଶାରୀରିକ ଅସନ୍ତୁଳନତାର ଶିକାର ହେଉଛନ୍ତି। ଭାରତରେ ୩୦% ଲୋକ ମୋଟାପଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ଏହା…
ଭାରତୀୟ ମହିଳା ଦଳକୁ ଐତିହାସିକ ସ୍ବର୍ଣ୍ଣ
ଶାହା ଆଲାମ (ମାଲେସିଆ), ୧୯ା୨(ପି.ଟି):ବ୍ୟାଡ୍ମିଣ୍ଟନ ଏସିଆ ଟିମ୍ ଚାମ୍ପିୟନଶିପ୍ରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଛି। ରବିବାର ସ୍ଥାନୀୟ ସେଟିଆ ସିଟି କନ୍ଭେନଶନ ସେଣ୍ଟରଠାରେ ଅନୁଷ୍ଠିତ ଫାଇନାଲରେ ଦଳ ଥାଇଲାଣ୍ଡକୁ ୩-୨ରେ ପରାସ୍ତ କରିଛି। ଦଳକୁ ଜିତାଇବାରେ…
ଚଣ୍ଡିଗଡ଼ରେ ଚାଷୀନେତାଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା
ଚଣ୍ଡିଗଡ଼,୧୮।୨: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଉପରେ ଗ୍ୟାରେଣ୍ଟି ଦାବି ନେଇ ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ରବିବାର ରାତିରେ କେନ୍ଦ୍ରମନ୍ତ୍ରୀମାନଙ୍କ ଏକ କମିଟି କୃଷକ ନେତାମାନଙ୍କ ସହ ଚଣ୍ଡିଗଡ଼ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଚଳାଇଛନ୍ତି। ସେକ୍ଟର ୨୬ସ୍ଥିତ…
ଫାଇନାଲରେ ପହଞ୍ଚିଲେ ଆରାଧ୍ୟା
କୋରାପୁଟ,୧୮ା୨(ଅମିତାଭ ବେହେରା): ରିୟଲ୍ଟି ଶୋ ଟିକେ ଡ୍ୟାନ୍ସ ଟିକେ ଆକ୍ଟିଂର ଫାଇନାଲରେ କୋରାପୁଟ ଝିଅ ଆରାଧ୍ୟା ନାୟକ ପହଞ୍ଚତ୍ଛନ୍ତି। ମାତ୍ର ୮ ବର୍ଷ ବୟସର ଆରାଧ୍ୟାଙ୍କ ଉଚ୍ଚକୋଟୀର ଅଭିନୟ ତାଙ୍କୁ ଏହି ସଫଳତା ଦେଇଛି। ଜିଲା ପାଇଁ ସେ ଗୌରବ ଆଣିଛନ୍ତି।…
ରାଜ୍ୟରେ ଖୋଲିବ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ
ଭୁବନେଶ୍ୱର, ୧୮।୨(ଅସମାପିକା ସାହୁ)- ରାଜ୍ୟରେ ଆଉ ୧୮ଟି ସରକାରୀ ଡିଗ୍ରୀ କଲେଜ ଖୋଲିବ। ଚଳିତ ଶିକ୍ଷାବର୍ଷଠାରୁ ଏସବୁ କଲେଜ କାର୍ଯ୍ୟକ୍ଷମ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ…
ତୃତୀୟ ଟେଷ୍ଟରେ ଅଜବ ଡ୍ରାମା: ପାଳି ଘୋଷଣା ହେବାପୂର୍ବରୁ ପାଭିଲିୟନ ଫେରୁଥିଲେ ଯଶସ୍ବୀ-ସରଫରାଜ,ଅଟକାଇଲେ ରୋହିତ: ଦେଖନ୍ତୁ ଭିଡିଓ
ରାଜକୋଟ,୧୮।୨: ରାଜକୋଟରେ ଭାରତ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି। ଟିମ ଇଣ୍ଡିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ୪୩୪ ରନ୍ରେ ଜିତିଛି। ଏହି ମ୍ୟାଚର ଚତୁର୍ଥ ଦିନରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯଶସ୍ବୀ ଜୟସ୍ବାଲ ଏବଂ ସରଫରାଜ…
ଗୋଟିଏ ଜୁଇରେ ଜଳିଲେ ମା’ପୁଅ
ବେଲପଡ଼ା,୧୮।୨(ମନୋଜ କୁମାର ମିଶ୍ର): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କାନୁଟ ଗ୍ରାମର ନର୍ସରି ମଶାଣିରେ ରବିବାର ଗୋଟିଏ ଜୁଇରେ ମା’ ଓ ପୁଅଙ୍କ ମୃତଦେହ ଜଳିଛି। ପୁଅ ଦ୍ରୋଣଙ୍କୁ ବାପା ସୁରଥ ମହାଖୁଡ ଓ ମା’ ମାଳତୀଙ୍କୁ ବଡ଼ପୁଅ ଲଳିତ ମୁଖାଗ୍ନି…
ଛାତରୁ ମିଳିଲା ଆଇଟିଆଇ ଛାତ୍ରଙ୍କ ମୃତଦେହ
ରାଉରକେଲା,୧୮।୨(ସଙ୍ଗୀତା ଜେନା): ଝିରପାଣି ଥାନା ଅଧୀନ ଜଗଦାସ୍ଥିତ ଏକ ଘରୋଇ ଆଇଟିଆଇରେ ପଢୁଥିବା ଜଣେ ଛାତ୍ରଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ ହାତୀବାରି ବାଂଶଯୋର ନୂଆଟୋଲିର ଅତୁଲିଅନ୍ ଯୋଯୋ(୧୯)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ…
କଂଗ୍ରେସରେ ଆଉ ଏକ ବିଭାଜନ ଆଶଙ୍କା
ଭୋପାଳ,୧୮।୨:୪ ବର୍ଷ ପରେ ମଧ୍ୟପ୍ରଦେଶ କଂଗ୍ରେସରେ ଆଉ ଏକ ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୦ ମାର୍ଚ୍ଚରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ତାଙ୍କର ୨୨ ଅନୁଗତ ବିଧାୟକ ଭାଜପାରେ ସାମିଲ ହେବାରୁ କମଲ ନାଥଙ୍କ ସରକାର ଭାଙ୍ଗିଯାଇଥିଲା।…
ଭଡାଘରୁ ମିଳିଲା ଶିକ୍ଷକଙ୍କ ମୃତଦେହ
ନିରାକାରପୁର,୧୮।୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର କଲେଜ ଖେଳପଡ଼ିଆର ପଶ୍ଚିମ ପାର୍ଶ୍ୱରେ ଥିବା ଏକ ଭଡାଘରୁ ଜଣେ ଶିକ୍ଷକଙ୍କ ମୃତଦେହ ନିରାକାରପୁର ପୋଲିସ ଜବତ କରିଛି। ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ରବିବାର ହସ୍ତାନ୍ତର…
Archives


