ପ୍ରଧାନମନ୍ତ୍ରୀ ମୋଦି ଯୁଦ୍ଧକୁ ଅଟକାଇ ଦେଲେ, ହେଲେ ପେପର ଲିକ୍ ଅଟକାଇ ପାରିଲେ ନାହିଁ: ରାହୁଲ
ନୂଆଦିଲ୍ଲୀ,୨୦।୬: ନିଟ୍ ୟୁଜି ୨୦୨୪ ଏବଂ ୟୁଜିସି ନେଟ ୨୦୨୪ ପରୀକ୍ଷାରେ ଅନିୟମିତତା ହେତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ…
NEET ବିଭ୍ରାଟକୁ ନେଇ ସଫେଇ ଦେଲା ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୦।୬: ଦୁଇଟି ପରୀକ୍ଷାକୁ ନେଇ ଦେଶରେ ଏବେ ଉତ୍ତେଜନା ଦେଖାଦେଇଛି। ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କରାଯାଇଥିବା ନିଟ୍ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ହୋଇଛି। ଏହି ପରୀକ୍ଷା ବାତିଲ ପାଇଁ ଦାବି ହେଉଛି। ଏହି ସମୟରେ ନିଟ୍ ପରୀକ୍ଷା କରୁଥିବା ଏଜେନ୍ସି…
ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍
କଟକ,୨୦ା୬: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍ ଦାଖଲ କରାଯାଇଛି। କଟକ ଜେଏମ୍ଏଫ୍ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି। ବର୍ଷାଙ୍କୁ ନିର୍ଯାତନା ନେଇ…
କାନପୁରରେ କରୋନା କାଳ ଭଳି ଦୃଶ୍ୟ, ଶ୍ମଶାନରେ ସତ୍କାର ପାଇଁ ମୃତଦେହର ଲମ୍ବା ଲାଇନ୍
କାନପୁର,୨୦।୬: କୁହାଯାଏ ବୃଦ୍ଧ ତଥା ରୋଗୀମାନଙ୍କ ପାଇଁ ଶୀତଦିନଟି କାଳ ସାଜି ଆସିଥାଏ, ହେଲେ ଚଳିତ ବର୍ଷର ଗରମ ତା’ଠାରୁ ବଳି ଯାଇଛି। ଉତ୍ତରପ୍ରଦେଶରେ ଭୀଷଣ ଗରମ ପଡ଼ୁଥିବା ବେଳେ କାନପୁରରୁ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି କରୋନା ସମୟର…
ନବୀନ ବିରୋଧୀ ଦଳ ନେତା ହେବା ପରେ ତାରା ଦେଲେ ବଡ଼ ବୟାନ
ଭୁବନେଶ୍ୱର,୨୦।୬: ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି।୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ବିରୋଧୀ ଦଳ ନେତା ହୋଇଛନ୍ତି। ଏହାକୁ ନେଇ ଏବେ କଂଗ୍ରେସ…
ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ,୨୦।୬: ପୂର୍ବତନ ଭାରତୀୟ କ୍ରିକେଟର ଡେଭିଡ ଜନସନ ଆତ୍ମହତ୍ୟା କରିଛନ୍ତି। ଡେଭିଡ ଜନସନଙ୍କୁ ପ୍ରାୟ ୫୩ ବର୍ଷ ବୟସ ହୋଇଥିଲା। ସେ ଚତୁର୍ଥ ମହଲାରୁ ଡେଇଁ ଆତମ୍ହତ୍ୟା କରିଥିବା ଜଣାପଡିଛି। ଡେଭିଡ ଜନସନଙ୍କ ଆତ୍ମହତ୍ୟାକୁ ନେଇ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ…
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପଦରୁ ହଟାଇବାକୁ ସରିଥିଲା ପ୍ରସ୍ତୁତି! ପୁସ୍ତକରେ ବଡ଼ ଖୁଲାସା
ନୂଆଦିଲ୍ଲୀ,୨୦।୬: ଲୋକ ସଭା ନିର୍ବାଚନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜର ପ୍ରଚାର ଅଭିଯାନରେ ବାରମ୍ବାର ଗୋଟିଏ କଥା ଦୋହରାଇଥିଲେ। ସେଇଟି ଥିଲା ଭାଜପା କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇ ଦିଆଯିବ। ଯଦିଓ…
ଘରୁ ରାଗି ଚାଲି ଯାଇଥିଲେ ବୃଦ୍ଧା, ଆଜି ଡ୍ୟାମ୍ରେ ଭାସୁଛି ମୃତଦେହ
ଗଞ୍ଜାମ,୨୦ା୬(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ଥାନା ଅଧିନସ୍ଥ କସିପଡ଼ା ଫାଣ୍ଡିସ୍ଥିତ ଧନେଇ ଜଳଭଣ୍ତାରରେ ଜଣେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଦେଖିବା ପରେ କସିପଡ଼ା ଗ୍ରାମରେ ଥିବା ଫାଣ୍ତି ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ…
ଏ କେମିତିକା ମା’? ୨୦ ମାସର ଶିଶୁକୁ ଜୋର ଜବରଦସ୍ତ ପିଆଇଲେ ମଦ-ସିଗାରେଟ୍; ଭିଡିଓ ଭାଇରାଲ ପରେ…
ଆଜିକାଲି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆଶାରେ ଚକିତ କଲା ଭଳି କାମ କରୁଛନ୍ତି କିଛି ବ୍ୟବହାରକାରୀ। ଏଭଳି ଏକ ଘଟଣାକ୍ରମରେ ଆସାମରେ ଜଣେ ମା’ ନିଜର ୨୦ ମାସର ଛୁଆକୁ ସିଗାରେଟ୍ ଏବଂ ମଦ ପିଇବାକୁ ବାଧ୍ୟ କରିଥିଲେ।…
ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ଅତିଥି ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗମ୍ର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ…
କୁନ୍ଦୁଲି ଡବଲ ମର୍ଡର: ୩ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ପଟ୍ଟାଙ୍ଗି,୨୦ା୬(ଶରତ ଧଳ): ଅକ୍ଟୋବର ମାସରେ କୁନ୍ଦୁଲି ସାପ୍ତାହିକ ହାଟରେ ଘଟିଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ତଥା…
ନିଟ୍ ପେପର୍ ଲିକ୍ରେ ରାଜନେତାଙ୍କ ହାତ! ଆସିଲା ସାଂଘାତିକ ଅଭିଯୋଗ
ପାଟନା,୨୦।୬: ନିଟ୍ ପେପର୍ ଲିକ୍ର ମାଷ୍ଟରମାଇଣ୍ଡ ଅମିତ ଆନନ୍ଦ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ନିକଟରେ ନିଜର ଅପରାଧ ସ୍ବୀକାର କରିବାବେଳେ ପରୀକ୍ଷର ଗୋଟିଏ ଦିନ ପୂର୍ବରୁ କାଗଜପତ୍ର ଲିକ ହୋଇଥିବା ସେ କହିଛନ୍ତି। ଏହା ବ୍ୟତୀତ ସେ ଅନ୍ୟାନ୍ୟ ଅନେକ…

