ଚାଇନାର ନିଦ ଉଡାଇଲା ମୋଦିଙ୍କ ଏହି ନିଷ୍ପତ୍ତି
ନୂଆଦିଲ୍ଲୀ/ବେଜିଂ,୧୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଦିନ ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିଥିଲେ। ସେଠାରେ ସେ ଅନେକ ବ୍ୟବସାୟ ସମ୍ବନ୍ଧୀୟ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ଏହି ସମୟରେ ସେ ଭାରତ ମାର୍ଟର ମୂଳଦୁଆ ପକାଇଥିଲେ, ଯାହା ଚାଇନାର…
ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ବେଳେ ଓଲଟିଲା ପିକ୍ଅପ୍, ୩୫ ଆହତ
ଉମରକୋଟ,୧୮ା୨(ସନ୍ତୋଷ ଶତପଥୀ): ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉମରକୋଟ, ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନରେ ଥିବା ଏକମ୍ବା…
ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ତୃତୀୟ ଭାରତୀୟ କ୍ରିକେଟର୍ ଭାବେ…
ରାଜକୋଟ,୧୮।୨: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ରେ ଦ୍ୱିଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ଯଶାସଭି ଅପରାଜିତ ୨୧୪ ରନ ସଂଗ୍ରହ କରିଥିଲେ। ସରଫରାଜ ଖାନ…
ମୋ ପାଇଁ ଏହା ବ୍ୟକ୍ତିଗତ କ୍ଷତି..କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୮।୨: ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଛତିଶଗଡର ଡୋଙ୍ଗରଗଡରେ ସମାଧି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପରଲୋକରେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ଗତ ବର୍ଷ ଶେଷରେ ସେ ଡୋଙ୍ଗରଗଡର ଚନ୍ଦ୍ରଗିରି ଜୈନ ମନ୍ଦିର ଗସ୍ତକୁ ଭୁଲି ପାରିବେ…
ମୃତ୍ୟୁମୁଖରୁ ବଞ୍ଚିଗଲେ ଏହି ଦୁଇ ଅଭିନେତ୍ରୀ, ଫଟୋ ଶେୟାର କରି କହିଲେ ଅସଲ କାରଣ…
ମୁମ୍ବାଇ: ନ୍ୟାଶନାଲ କ୍ରସ୍ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି। ସେ ଯେଉଁ ବିମାନରେ ଯାତ୍ରା କରୁଥିଲେ ଉକ୍ତ ବିମାନଟିକୁ ତାଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣାରେ ଅଭିନେତ୍ରୀ ଏବଂ ଯାତ୍ରୀମାନେ ବହୁତ ଡରି…
ଆକାଉଣ୍ଟରେ ଟଙ୍କା ନ ଥିଲେ ବି କାଢ଼ି ପାରିବେ ୧୦,୦୦୦ ଟଙ୍କା, ଜାଣନ୍ତୁ କିପରି…
ମୁମ୍ବାଇ,୧୮।୨ : ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଗ୍ରାହକ ନିଶ୍ଚିତ ଭାବରେ ଏଥିରେ ଓଭରଡ୍ରାଫ୍ଟ ସୁବିଧା ପାଉଛନ୍ତି କି ନାହିଁ ତାହା ପଚାରିକା ଆବଶ୍ୟକ। ଅସୁବିଧା ସମୟରେ ଓଭରଡ୍ରାଫ୍ଟ ଅର୍ଥାତ ଓଡି ସୁବିଧା ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଜନ ଧନ…
ପ୍ରସିଦ୍ଧ କ୍ରିକେଟର୍ଙ୍କ ପରଲୋକ: କ୍ରିକେଟ୍ ଜଗତରେ ଖେଳିଗଲା ଶୋକର ଲହରୀ
ନୂଆଦିଲ୍ଲୀ,୧୮।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାଇକ ପ୍ରୋକ୍ଟରଙ୍କ ପରଲୋକ ଘଟିଛି। ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ୭୭ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ କ୍ରିକେଟ କ୍ୟାରିୟର ପରେ ମାଇକ ପ୍ରୋକ୍ଟର ମଧ୍ୟ ଜଣେ କୋଚ ଥିଲେ। ଏନେଇ ସୂଚନା…
ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ
ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ ସରସ୍ବତୀ ପଡ଼ିଆରେ ଯାତ୍ରା ହେଉଥିବା ବେଳେ ଶନିବାର ରାତିରେ ଯାତ୍ରା ପଡ଼ିଆରେ ପୂର୍ବ…
ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ, ପଞ୍ଚାୟତରେ ବିକାଶମୂଳକ କାମ ପାଇଁ କଲେ ଅନୁରୋଧ
କେନ୍ଦୁଝର,୧୮।୨: ପଞ୍ଚାୟତରେ ହେଉନି ବିକାଶମୂଳକ କାର୍ଯ୍ୟ, ତହସିଲଦାରଙ୍କ ଗୋଡ଼ ଧରି ନେହୁରା ହେଲେ ସରପଞ୍ଚ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ହାତିଡିହି ତହସିଲରେ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ସରକାରୀ…
ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍ ଛିନ୍ତାଇ ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ (୧୯), ଭୋଳା ପ୍ରଧାନ (୨୪)…
୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି
କନ୍ଧମାଳ,୧୮।୨: କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନ…
ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼
ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ ଜଣାପଡ଼ିନାହିଁ। ଆହତ ମହିଳାଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏଠାରେ…
Archives


