ଏଣିକି ୧୫ ମିନିଟ୍ରେ ଅଭିଯୋଗ ଶୁଣିବ ପୋଲିସ
କଟକ,୧୯।୨: କଟକ କମିସନରେଟ୍ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ନମ୍ବର ଜାରି କରାଯାଇଛି। କୌଣସି ଅଭିଯୋଗ ନେଇ ପୁଲିସକୁ ଫୋନ କି ହ୍ବାଟ୍ସଆପ୍ ମେସେଜ କଲେ ମାତ୍ର ୧୫ ମିନିଟରେ ପୋଲିସ ଅଭିଯୋଗର ସମାଧାନ କରିବ। ଅଭିଯୋଗର ତୁରନ୍ତ ସମାଧାନ ପାଇଁ…
ଷଷ୍ଠଥର ଇଡିରେ ହାଜର ହେବାକୁ ମନା କଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ଷଷ୍ଠଥର ପାଇଁ ହାଜର ହେବାକୁ ମନା କରିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ଡକାଇଥିଲା। ଏଏପି ଇଡିର ସମନକୁ ବେଆଇନ ବୋଲି କହିଛି। ଏଏପି…
ଏହି ୪୮ ଘଣ୍ଟା ଆମ ଜୀବନର ସବୁଠାରୁ…ଭାବପ୍ରବଣ ହେଲେ ଅଶ୍ୱିନଙ୍କ ସ୍ତ୍ରୀ
ରାଜକୋଟ,୧୯।୨:ଭାରତୀୟ ଦଳ ରାଜକୋଟରେ ୪୩୪ ରନ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ଭେଟେରାନ ସ୍ପିନ ବୋଲର ଆର ଅଶ୍ୱିନଙ୍କ ପାଇଁ ରାଜକୋଟ ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହି ମ୍ୟାଚରେ ସେ ନିଜ ଟେଷ୍ଟ କ୍ୟାରିୟରରେ ୫୦୦ ଟେଷ୍ଟ…
ଆଇସିୟୁରେ ବିଧାୟକ
ଭୋଗରାଇ,୧୯।୨: ବାଲେଶ୍ୱର ଜିଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଧକ୍ୟ ଜନିତ ସମସ୍ୟା ଲାଗି ୮୩ ବର୍ଷୀୟ ଦାସ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥିଲା। ପରିବାର ଲୋକେ…
ପୃଥିବୀର ସର୍ବାଧିକ ଲୋକେ କୁହନ୍ତି ଏସବୁ ମିଛ…
କିଛି ପ୍ରଶ୍ନ ଅଛି ଯାହା ଲୋକଙ୍କ ମନରେ ଉଠିପାରେ କିନ୍ତୁ ଏହାର ଉତ୍ତର ନ ଥାଇପାରେ। କେତେକ ବ୍ୟକ୍ତି ବିଭିନ୍ନ ମିଛ କହିଥାନ୍ତି। ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଜୀବନରେ କେବେ ମିଛ କହି ନାହାନ୍ତି। କିନ୍ତୁ ଜାଣନ୍ତି କି…
କେବଳ ଓଡ଼ିଶାରେ ନୁହେଁ ଦେଶରେ ପ୍ରଥମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର,୧୯। ୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ରାଜ୍ୟ ନୁହେଁ ଦେଶରେ ମଧ୍ୟ ଲୋକପ୍ରିୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଅଧିକ ଲୋକପ୍ରିୟ ସିଏମ୍ । ‘ମୁଡ ଅଫ ଦି ନେସନ’ ସର୍ଭେ ରିପୋର୍ଟ ଅନୁଯାୟୀ, ଜନପ୍ରିୟ ନେତା ଭାବେ ଓଡ଼ିଶାର…
ବାପା କାରଗିଲ୍ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍: ଆଉ ଏବେ…
ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ସରଫରାଜ ଖାନଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିଥିଲେ। ଏବେ ୨୩ ବର୍ଷୀୟ ଖେଳାଳି ଧ୍ରୁବ ଜୁରେଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ଧ୍ରୂବଙ୍କ ଅନେକ ସଂଘର୍ଷର…
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରୁ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ
ନୂଆଦିଲ୍ଲୀ,୧୯।୨: ଜବରଦସ୍ତ ଫର୍ମରେ ଥିବା ଜସପ୍ରୀତ ବୁମ୍ରାଙ୍କୁ ରାଞ୍ଚିରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ବିଶ୍ରାମ ମିଳିଛି। ତେବେ ସେ ଧର୍ମଶାଳାରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳିବେ କି ନାହିଁ ତାହା ଫେବୃଆରୀ ୨୩ ରୁ ଆରମ୍ଭ ହୋଇଥିବା ଚତୁର୍ଥ…
ବାପା ହେବାକୁ ଯାଉଛନ୍ତି ବରୁଣ
ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ବରୁଣ ସ୍ତ୍ରୀ ନତାଶା ଦଲାଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବେବି ବମ୍ପକୁ ଚମ୍ବନ ଦେଉଥିବାର ଦେଖାଯାଇଛି।…
ଓଲଟିଲା ପିକଅପ ଭ୍ୟାନ୍: ୪ ଗାଈ ମୃତ
ନୟାଗଡ,୧୯।୨(ଲୋକନାଥ ମିଶ୍ର):ଦଶପଲା ଗଣିଆ ରାସ୍ତାର ଯୋଗୀ ବନ୍ଧ ନିକଟରେ ପିକଅପ ଭ୍ୟାନ ଓଲଟି ୪ ଗାଈ ପ୍ରାଣ ହରାଇଛନ୍ତି। ପିକଅପ ଭ୍ୟାନରେ ଦଶପଲା ଅଞ୍ଚଳରୁ ୧୦ ଗାଈ ଗଣିଆ ଅଞ୍ଚଳକୁ ଯାଉଥିଲେ। ଦୁର୍ଘଟଣା ପରେ ୪ ଗାଈ ପ୍ରାଣ ହରାଇଥିବା ବେଳେ…
ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ସ୍ତ୍ରୀ କହିଦେଲେ ଏମିତି କଥା
ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଭାରତ ଜିତିଛି। ଭାରତ ରାଜକୋଟରେ ୪୩୪ ରନ୍ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଥିଲେ। ଟେଷ୍ଟ ଇତିହାସରେ ଏହା ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟରେ ଭାରତ ପାଇି ହିରୋ…
ଅଶ୍ୱିନଙ୍କ ପାଇଁ ପଦିଏ କଥା କହି ସମସ୍ତଙ୍କ ହୃଦୟ ଜିତିଲେ ରୋହିତ ଶର୍ମା
ରାଜକୋଟ,୧୯।୨: ରାଜକୋଟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ ପାରିବାରିକ ଜରୁରିକାଳୀନ ପରିସ୍ଥିତି ଯୋଗୁ ରବିଚନ୍ଦ୍ରନ ଅଶ୍ୱିନ ଘରକୁ ଯାଇଥିଲେ। ସେ ୨୪ ଘଣ୍ଟା ମଧ୍ୟରେ ଫେରି ଆସିଥିଲେ। ଟିମ ଇଣ୍ଡିଆର ବିଜୟ ପରେ ରୋହିତ ଶର୍ମା…
Archives


