Home Left

କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍‌. ଶର୍ମିଲା ଗିରଫ

ବିଜୟଓ୍ବାଡ଼ା,୨୨।୨: ଆନ୍ଧ୍ରପ୍ରଦେଶରେ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଜିଲା ଚୟନ କମିଟି (ଡିଏସ୍‌ସି)ର ବିଜ୍ଞପ୍ତିକୁ ବିରୋଧ କରି ରାଜ୍ୟ କଂଗ୍ରେସ ପକ୍ଷରୁ ଗୁରୁବାର ‘ସଚିବାଳୟ ଚାଲ’ ଅଭିଯାନ ବେଳେ ପ୍ରଦେଶ କଂଗ୍ରେସ କମିଟି ସଭାନେତ୍ରୀ ଓ୍ବାଇ.ଏସ୍‌. ଶର୍ମିଲା ରେଡ୍ଡୀ ଏବଂ ଦଳର ୪୦…

ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ୨ ନାବାଳିକା ଛାତ୍ରୀ: ହେଲେ ଉଦ୍ଧାର

କଟକ,୨୨ା୨(କାର୍ତ୍ତିକ ସାହୁ): ବିଳାସପୁର ପୋଲିସର ସୂଚନା କ୍ରମେ କଟକ ଆର୍‌ପିଏଫ୍‌ ୨ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିଛି।ସୂଚନା ଅନୁସାରେ, ୨୧ତାରିଖରେ ନାବାଳିକାଦ୍ୱୟ ସ୍କୁଲକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ବିଳାସପୁର ଜିଲା ସରକଣ୍ଡା ଥାନାରେ ଏକ ମାମଲା(ନଂ.୨୫୨/୨୦୨୪) ରୁଜୁ ହୋଇଥିଲା। ପୋଲିସ…

ଆସନ୍ତାକାଲିଠୁ ବର୍ଷା, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୨୨।୨: ରାଜ୍ୟରେ ଆଜି ୧୮ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ହୋଇଛି ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ଥିବା…

ମୋଦିଙ୍କୁ ଚ୍ୟାଲେଞ୍ଜ! ବିଶ୍ୱର ଟପ ଲିଡର ରେସରେ ଏହି ନେତା ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୨୨।୨: ଦୀର୍ଘ ଦିନ ଧରି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀର୍ଷରେ ରହିଛନ୍ତି। ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ପଛରେ ଛାଡିଛନ୍ତି। କିନ୍ତୁ ବର୍ତ୍ତମାନ ଜଣେ ନେତା ତାଙ୍କ…

ଓଲଟି ପଡ଼ିଲା ବୋରୱେଲ ଖନନ ଗାଡ଼ି

ପୁରୁଷୋତ୍ତମପୁର,୨୨।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାଇପୁର ଗ୍ରାମ ନିକଟସ୍ଥ ଏକ ଜମିରେ ଗୁରବାର ରାତିରେ ଏକ ବୋରୱେଲ ଖନନ ଗାଡ଼ି ଓଲଟି ପଡିଛି। ଫଳରେ ଗାଡ଼ି ତଳେ ଚାପିହୋଇ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ…

ଫିଲ୍ମ ‘12th Fail’କୁ ଟିକସମୁକ୍ତ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୨।୨: ହିନ୍ଦୀ ଫିଲ୍ମ ‘12th Fail’ ରାଜ୍ୟରେ ଟିକସମୁକ୍ତ ହେବ। ଶିଳ୍ପ ବିଭାଗର ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗୁରୁବାର ମଞ୍ଜୁରୀ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଫିଲ୍ମ…

ସିଂହର ନାମ ଆକବର, ସିଂହୀର ନାମ ସୀତାକୁ ନେଇ ହାଇକୋର୍ଟ ପହଞ୍ଚିଲା ଭିଏଚପି

କୋଲକାତା,୨୨।୨: କଲିକତା ହାଇକୋର୍ଟ ସିଂହକୁ ଆକବର ଏବଂ ସିଂହୀଙ୍କୁ ସୀତା ନାମରେ ନାମିତ କରିବାକୁ ନେଇ ଶୁଣାଣି କରିଛନ୍ତି। ଅଦାଲତର ଜଲପାଇଗୁରି ସର୍କିଟ ବେଞ୍ଚ ମୌଖିକ ଭାବରେ କହିଛି ଯେ ସିଂହୀ ସୀତା ଏବଂ ସିଂହ ଆକବରଙ୍କ ନାମକୁ ଏଡାଇବା ଉଚିତ…

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ମାର୍ଚ୍ଚ ୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ କାର୍ଯ୍ୟ

କଟକ,୨୨ା୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା(ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ୍‌ ଡ. ଦିବିଶାଦ…

ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଭାଜପାରେ ସାମିଲ ହେଲେ ମାଳ ମାଳ ନେତା

ଭୁବନେଶ୍ୱର,୨୨।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ସାମିଲ ହେବାର ଗୋଟିଏ ଦିନ ପରେ ମାଳ ମାଳ ନେତା ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ଆଗକୁ ଅନେକ ନେତା ଦଳ ଛାଡିବେ ବୋଲି ପ୍ରଦୀପ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ…

ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ ମରିୟମ ନଓ୍ବାଜ

ଇସଲାମାବାଦ,୨୨।୨: ପାକିସ୍ତାନ ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିବାର ସଙ୍କେତ ରହିଛି। ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇବେ। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ତଥା ପିଏମଏଲ-ଏନ ନେତା ମରିୟମ ନୱାଜ ପଞ୍ଜାବ…

କୋଟାରେ ୧୦ ବର୍ଷରେ ଆତ୍ମହତ୍ୟା କଲେଣି ୧୨୪ ଛାତ୍ର!

ନୂଆଦିଲ୍ଲୀ,୨୨।୨: ରାଜସ୍ଥାନର କୋଟାକୁ ଭାରତର ‘କୋଚିଂ ରାଜଧାନୀ’ କୁହାଯାଏ। ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଶହ ଶହ ଛାତ୍ର କୋଟାକୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାର ସ୍ବପ୍ନ ଦେଖି ଆସିଥାଆନ୍ତି, କିନ୍ତୁ କୋଚିଂ ପାଇଁ ଏଠାକୁ ଆସିଥିବା ପିଲାମାନଙ୍କର ଆତ୍ମହତ୍ୟା ମାମଲା…

ରାକୁଲ-ଜ୍ୟାକିଙ୍କୁ ବିବାହର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀଙ୍କୁ ସେମାନଙ୍କ ବିବାହ ଅଭିନନ୍ଦନ ଜଣାଇଛନ୍ତି। ସେହି ପୋଷ୍ଟଟି ବହୁତ ଭାଇରାଲ ହେବାରେ ଲାଗିଛି। ଆଇଏଏନଏସ୍‌ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri