Home Left

କଂଗ୍ରେସରେ ଯୋଗଦେଲେ ଶର୍ମିଳା

ହାଇଦ୍ରାବାଦ୍‌,୪।୧: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଳା ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଏମ୍‌ପି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ। ଶର୍ମିଳା…

ପୂର୍ବତନ ସ୍ତ୍ରୀଙ୍କୁ ଚୁମ୍ବନ ଦେଲେ ଅମିର ଖାନ୍‌

ଅଭିନେତା ଅମିର ଖାନଙ୍କ ଝିଅ ଇରା ନୁପୁର ଶିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟଙ୍କ କୋର୍ଟରେ ବିବାହ ହୋଇଛି। ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫଟୋ ଭାଇରାଲ ହେଉଛି। ଝିଅ ଇରାଙ୍କ ବିବାହରେ ଅମିରଙ୍କୁ  ମଜାଦାର ଶୈଳୀରେ…

ତେଲ ଟ୍ୟାଙ୍କର-ଟ୍ରକ୍‌ ମୁହାଁମୁହିଁ: ଜିଅନ୍ତା ଜଳିଗଲେ ଡ୍ରାଇଭର

ବାରିପଦା,୪ା୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଘାଟି ଉପରେ ଗୁରୁବାର ସକାଳୁ ଏକ ତେଲ ଟ୍ୟାଙ୍କର ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହେବାରୁ ଟ୍ୟାଙ୍କର ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି। ଟ୍ରକ୍‌ ଡ୍ରାଇଭର ଟ୍ରକ୍‌ ତଳେ ଚାପି ହୋଇରହିଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ…

ଜୋତାରେ କୋଲ୍ଡ ଡ୍ରିଙ୍କ୍ସ ଢାଳି ପିଇଲେ ଦମ୍ପତି: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏକ ଏମିତି ସ୍ଥାନ, ଯେଉଁଠି ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଏଠାରେ ଭାଇରାଲ ହୁଏ। କିଛି ଭିଡିଓ ଅଛି ଯାହା ହସିାକୁ ବାଧ୍ୟ କରିଥାଏ। ତେଣୁ କିଛି ଭିଡିଓ ଅଛି ଯାହା ଦେଖିବା ପରେ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ।…

ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ

ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି। ଏପରିକି…

ଆଜିଠୁ ଛାତ୍ରୀଛାତ୍ରଙ୍କୁ ଏନ୍‌ଇଇଟି, ଜେଇଇ କୋଚିଂ; ୮ଟାରୁ ୧୦ଟା କମ୍ବାଇନ୍‌ଡ ୱାର୍ମ ଅପ୍‌ କ୍ଲାସ୍‌

ଭୁବନେଶ୍ୱର, ୪।୧(ଅସମାପିକା ସାହୁ): ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ଦକ୍ଷତା ବୃଦ୍ଧି ପାଇଁ ଗୁରୁବାରଠାରୁ ଏନ୍‌ଇଇଟି ଏବଂ ଜେଇଇ ଆଶାୟୀଙ୍କୁ ଅନ୍‌ଲାଇନ୍‌ କୋଚିଂ ମିଳିବ। ସମ୍ପୂର୍ଣ୍ଣ ରୂପେ ଆଭାସି…

୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ବିଶ୍ୱରେକର୍ଡ କଲେ ଏହି ବ୍ୟକ୍ତି

ସୋସିଆଲ ମିଡିଆରେ ଅନେକ ଥର ଆଶ୍ଚର୍ଯ୍ୟଜନକ ଭିଡିଓଗୁଡ଼ିକ ଭାଇରାଲ ହୋଇଥାଏ। ଆଜିକାଲି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବିଷୟରେ ଅନେକ ଆଲୋଚନା ହେଉଛି। ନିକୋଲାସ ମ୍ୟାନିଂ ନାମକ ଜଣେ ବ୍ୟକ୍ତି ୧୩.୩ ସେକେଣ୍ଡରେ ୧୦ ହଳ ଅନ୍ତଃବସ୍ତ୍ର ପିନ୍ଧି ଏକ…

ଗୋପପୁରରେ ଭୟାବହ ଅଗ୍ନିକାଣ୍ଡ: ଘର ସହ ୧୩ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ

ନିଶ୍ଚିନ୍ତକୋଇଲି,୪ା୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଗୃହ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘରେ ଥିବା ୧୮ଟି ଛେଳି ମଧ୍ୟରୁ…

ବିପକ୍ଷ ବ୍ୟାଟର୍‌ଙ୍କୁ କଲେ ଆଉଟ୍‌, ଖୁସି ହେବା ପରିବର୍ତ୍ତେ ପାଭିଲିୟନ୍‌ ଆଡ଼କୁ ଦୌଡିଯାଇ ତାଙ୍କ ପିଠି ଥାପୁଡାଇଲେ ଭାରତୀୟ ଖେଳାଳି

କେପଟାଉନ,୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟର ଡିନ ଏଲଗାରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଅଟେ। ଏହା…

ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’

ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି…

ଅଲୋଡ଼ା ରେକର୍ଡର ନିକଟତର ହେଲେ କୋହଲି

କେପଟାଉନ,୪।୧: କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଟେଷ୍ଟ କ୍ରିକେଟରେ ୨୦ ଥର ପାଇଁ ବିରାଟ ୪୦ ରୁ ୪୯…

ଜଗତ୍‌ସିଂହପୁର ଜିଲା: ଅଚଳ ଶତାଧିକ ଅନୁଷ୍ଠାନ

ଜଗତ୍‌ସିଂହପୁର, ୪ା୧ (ପ୍ରମୋଦ କୁମାର ନାୟକ): ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ଅଭିଯାନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା ଓ ୟୁନିୟନ ଆଦି ସୃଷ୍ଟି ହୁଏ। ଏହି ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri