ରାହୁଲଙ୍କ ପଛରେ ଅଛନ୍ତି ମୋଦି, ଫଟୋ ଶେୟାର କରି ସଞ୍ଜୟ କହିଲେ…
ନୂଆଦିଲ୍ଲୀ,୨୬।୬: ଅଷ୍ଟାଦଶ ଲୋକ ସଭା ଆରମ୍ଭରୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତିକ୍ତତା ସ୍ପଷ୍ଟ ଦେଖାଯାଉଛି। ଲୋକ ସଭା ବାଚସ୍ପତି ପଦ ପାଇଁ ଶାସକ ଦଳ ଏବଂ ବିରୋଧୀ ମଧ୍ୟ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି କ୍ରମରେ…
ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ, ହେଉନି ଜଳ ନିଷ୍କାସନ
ରାଇକିଆ,୨୬ା୬(ପ୍ରଦୀପ ବେହେରା): ଜନସାଧାରଣଙ୍କ ସୁବିଧା ବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ତାହାର ସଠିକ୍ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କନ୍ଧମାଳ ଜିଲା…
MPLADS କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲା ଭାବେ ଚୟନ କଲେ ଧମେନ୍ଦ୍ର
ଭୁବନେଶ୍ୱର,୨୬।୬: ନୋଡାଲ ଜିଲା ଭାବେ ସମ୍ବଲପୁରକୁ ଚୟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଏମ୍ପି ଧର୍ମେନ୍ଦ୍ର ପ୍ରଧାନ। ସେ ନିଜ ଏମ୍ପିଲାଡ୍ସ କାର୍ଯ୍ୟକ୍ରମ ଲାଗି ସମ୍ବଲପୁରକୁ ନୋଡାଲ ଜିଲା ଭାବେ ବାଛିଛନ୍ତି। ଏଥିସହ ଅନୁଗୋଳ ଏବଂ ଦେବଗଡ଼ରେ ବହୁ ଉନ୍ନୟନମୂଳକ…
୧୦ ବର୍ଷ ପରେ ବଦଳିଲା କଂଗ୍ରେସର ଭାଗ୍ୟ: ଲୋକ ସଭାରେ ପ୍ରଥମ ବିଜୟ…
ନୂଆଦିଲ୍ଲୀ,୨୬।୬:କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ବୁଧବାର ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି…
ଏତେ ବୋଝ ଆପଣଙ୍କ ଉପରେ ପକାଇବା ଉଚିତ ନୁହେଁ…ବାଚସ୍ପତି ଓମ୍ ବିର୍ଲାଙ୍କୁ ଏମିତି କାହିଁକି କହିଲେ ଓଓ୍ବାଇସି?
ନୂଆଦିଲ୍ଲୀ,୨୬।୬: ୧୮ତମ ଲୋକସଭାର ପ୍ରଥମ ଅଧିବେଶନର ତୃତୀୟ ଦିନ ନୂଆ ବାଚସ୍ପତି ନିର୍ବାଚନ ହୋଇଛି। ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲା ପୁଣିଥରେ ଲୋକ ସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାପରେ ସମସ୍ତ ଦଳର ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏସବୁ…
ବିରଳ ଦୃଶ୍ୟ! ସଂସଦରେ ରାହୁଲଙ୍କୁ ଠାରରେ ଏ କ’ଣ କହିଲେ ମୋଦି, ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୨୬।୬: ସଂସଦରେ ବିରଳ ଦୃଶ୍ୟ। ବୁଧବାର ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ରାଜସ୍ଥାନର କୋଟାରୁ ଏମ୍ପି ଥିବା ଓମ୍ ବିର୍ଲା ଲଗାତର ଦ୍ୱିତୀୟ ଥର ଲାଗି ପଦ ଲାଗି ମନୋନୀତ ହୋଇଥିଲେ। ‘ଇଣ୍ଡିଆ’ ମେଣ୍ଟ ପକ୍ଷରୁ ଏହି ପଦ…
ସଂସଦରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଉ ଜଣାଉ ମଞ୍ଜ କଥା କହିଦେଲେ ଅଖିଳେଶ, ସମସ୍ତେ ହୋଇଗଲେ ତାଜୁବ
ନୂଆଦିଲ୍ଲୀ,୨୬।୬: ଲୋକସଭା ବାଚସ୍ପତି ହେବା ପରେ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏସପି ସଭାପତି ଅଖିଳେଶ ଯାଦବ। ତେବେ ଏହି ସମୟ ମଧ୍ୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ଭୁଳି ନାହାନ୍ତି। କଥାରେ କଥାରେ ସେ ମଞ୍ଜ କଥାଟିକୁ କହି…
ବିରୋଧୀ ଦଳ ନେତା ହେବା ପରେ ବଦଳିଗଲା ଅନ୍ଦାଜ, ଦେଶୀ ଲୁକ୍ରେ ନଜର ଆସିିଲେ ରାହୁଲ
ନୂଆଦିଲ୍ଲୀ,୨୬।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି। ସେ ବିରୋଧୀ ଦଳର ନେତା ହୋଇଛନ୍ତି। ତେବେ ମଙ୍ଗଳବାର ଏନେଇ ଘୋଷଣା ହେବା ପରେ ଆଜି ତାଙ୍କୁ କିଛି ଅଲଗା…
କୋର୍ଟ ରୁମ୍ରେ ବିଗିଡିଲା କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୨୬।୬: କୋର୍ଟ ରୁମ୍ରେ ବିଗିଡିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା। ତାଙ୍କର ସୁଗାର ଲେବଲ ହ୍ରାସ ପାଇଛି । ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଛି। କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ଏଭଳି ଏକ ସମୟରେ ଖରାପ ହୋଇଛି, ଯେତେବେଳେ କୋର୍ଟରେ ତାଙ୍କର…
ଭାରତ-ଇଂଲଣ୍ଡ ମ୍ୟାଚ୍: ବର୍ଷା ହେଲେ କିଏ ଖେଳିବ ଫାଇନାଲ୍ ?
ନୂଆଦିଲ୍ଲୀ, ୨୬।୦୬: ଟି-୨୦ ବିଶ଼୍ବକପ୍ରେ ଜୁନ୍ ୨୭ ଅର୍ଥାତ୍ ଗୁରୁବାର ଗୁଏନାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ । ରୋହିତଙ୍କ ଅଧିନାୟକତ଼୍ବରେ ଭାରତ ପଡ଼ିଆକୁ ଓହ୍ଲାଇବା ସହିତ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ଖେଳିବାକୁ ଆଶା ରଖିଛି…
ଓମ ବିର୍ଲାଙ୍କୁ ନେଇ ଯେତେବେଳେ ବାଚସ୍ପତି ଆସନ ପାଖରେ ପହଞ୍ଚିଲେ ମୋଦି-ରାହୁଲ, ପୋଡିୟମ ଉପରେ ହେଲା ଏମିତି କିଛି…
ନୂଆଦିଲ୍ଲୀ,୨୬।୬: ଲୋକ ସଭା ବାଚସ୍ପତି ପଦବୀକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ଏମପି ଓମ ବିର୍ଲା ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେ ସୁରେଶଙ୍କୁ…
କେଜ୍ରିୱାଲଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ,୨୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ବୁଧବାର ମଦ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍ ଅଭିଯୋଗରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ…

