Home Left

ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଝଟକା, ବନ୍ଦ ହୋଇଯିବ Gmail, ଜାଣନ୍ତୁ କ’ଣ କହିଲା ଗୁଗଲ

ନୂଆଦିଲ୍ଲୀ,୨୪।୨: ଗୁଗଲ ଦ୍ୱାରା ଅନେକ ବଡ ପଦକ୍ଷେପ ନିଆଯାଉଛି। କିଛି ଦିନ ପୂର୍ବରୁ ଏହା ପ୍ରକାଶ ପାଇଥିଲା ଯେ ଗୁଗଲ ଆମେରିକାରେ ଏହାର ଜିପି ସେବା ବନ୍ଦ କରିବାକୁ ଯାଉଛି। ଏହି ସମୟରେ ଜିମେଲ ସମ୍ବନ୍ଧୀୟ ବଡ ସୂଚନା ମଧ୍ୟ ସାମ୍ନାକୁ…

ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଢିଲା ସମସ୍ୟା

ନୂଆଦିଲ୍ଲୀ,୨୪।୨: ଡେଭିଡ ୱାର୍ନର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ତୃତୀୟ ତଥା ଶେଷ ମ୍ୟାଚରୁ ବାଦ୍‌ ପଡିଛନ୍ତି। ୱାର୍ନରଙ୍କ ଆଘାତ ଆଇପିଏଲ ୨୦୨୪ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ସମସ୍ୟା ବଢାଇ ଦେଇଛି। ଆଇପିଏଲ ୨୦୨୪ ଆରମ୍ଭ…

PM Kisan: ଚାଷୀଙ୍କ ପାଇଁ ଖୁସି ଖବର, ଏହିଦିନ ଆସିବ ପିଏମ କିସାନ ଟଙ୍କା

ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ଚାଷୀଙ୍କ ପାଇଁ ବଡ ଖୁସି ଖବର । ଖୁବଶୀଘ୍ର ଆକାଉଣ୍ଟକୁ ଆସିବାକୁ ଯାଉଛି ଟଙ୍କା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆକାଉଣ୍ଟକୁ ଯିବ ସହାୟତା ରାଶି । ଚାଷୀଙ୍କ ଆକାଉଣ୍ଟକୁ…

ଛେନାପୋଡ଼ ଦେଇଛି ସ୍ବତନ୍ତ୍ର ପରିଚୟ

ସୋନପୁର,୨୪।୨(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବିନିକାର ଜଣେ ଉଚ୍ଚ ଶିକ୍ଷିତ ଯୁବକ ସୌମ୍ୟରଞ୍ଜନ ପୂଜାରୀ ଚାକିରି ପଛରେ ନ ଗୋଡାଇ ଜଣେ ସଫଳ ଉଦ୍ୟୋଗୀ ହୋଇ ପାରିଛନ୍ତି। କିଛି ନୂଆ କରିବାର ପ୍ରଚେଷ୍ଟା ଓ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣି…

ଗଞ୍ଜେଇ ଟଙ୍କା ମାଗିବାରୁ ହତ୍ୟା

ବଲାଙ୍ଗୀର,୨୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ମହିଳାଙ୍କ ମୃତଦେହ ଜବତର ୨୪ ଘଣ୍ଟା ନପୂରୁଣୁ ବଲାଙ୍ଗୀର ପୋଲିସ ଟିମ୍‌ ପୁଇଁତଳା ଥାନା କେଶରକେଲା ପମ୍ପହାଉସ ନିକଟ ହତ୍ୟା ଘଟଣାର ପର୍ଦ୍ଦଫାଶ କରିଛି। ଗୁରୁବାର ପମ୍ପହାଉସ ନିକଟରେ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଥିଲା। ମୃତା…

ସ୍କୁଲ ନିକଟରେ ଥିବା ମଦ ଦୋକାନରେ ନିଶାଡିଙ୍କ ଗଣ୍ଡଗୋଳକୁ ନେଇ ହାଇକୋର୍ଟ ପହଞ୍ଚିଲେ ୫ ବର୍ଷର ଶିଶୁ କହିଲେ, ଜଜ ଅଙ୍କଲ…

କାନପୁର,୨୪।୨: କାନପୁରର ଜଣେ ନିରୀହ ଶିଶୁ ଏକ ସ୍ବତନ୍ତ୍ର ଅନୁରୋଧ ସହିତ ଆହ୍ଲାବାଦ ହାଇକୋର୍ଟର ବିଚାରପତିଙ୍କ ନିକଟକୁ ଯାଇଥିଲେ। ୫ବର୍ଷର ଶିଶୁ ହାଇକୋର୍ଟରେ ଆବେଦନ କରିଥିଲେ ଯେ ତାଙ୍କ ସ୍କୁଲ ନିକଟରେ ଏକ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଅଛି। ଏପରି…

ରେଷ୍ଟୁରାଣ୍ଟରେ ସୋନୁ ସୁଦ୍‌ଙ୍କ ବିଲ୍‌ ପୈଠ କଲେ ଅଜଣା ବ୍ୟକ୍ତି, ଇନଷ୍ଟାରେ ଫଟୋ ଶେୟାର କଲେ ଅଭିନେତା

ମୁମ୍ବାଇ: ସୋନୁ ସୁଦ୍‌ କେବଳ ରିଲ୍‌ରେ ନୁହେଁ , ରିଅଲ ଲାଇଫରେ ମଧ୍ୟ ତାଙ୍କୁ ହିରୋ ଭାବରେ ବିବେଚନା କରାଯାଏ। କରୋନାବେଳେ ସେ ବହୁ ବେସାହାର ଓ ଦାଦନ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସାହାର୍ଯ୍ୟ କରିଥିଲେ। ନିକଟରେ ସୋନୁ…

ପାକିସ୍ତାନରେ ଅନୁପ୍ରବେଶ କରି ଇରାନ କଲା ସର୍ଜିକାଲ ଷ୍ଟ୍ରାଇକ

ତେହରାନ,୨୪।୨: ଇରାନର ସରକାରୀ ଗଣମାଧ୍ୟମ ଇରାନ ଇଣ୍ଟରନ୍ୟାାନାଲ ଇଂଲିଶର ସୂଚନା ଅନୁଯାୟୀ ଇରାନର ସାମରିକ ବାହିନୀ ବରିଷ୍ଠ ଜୈଶ ଅଲ-ଅଦଲ (ଆର୍ମି ଅଫ ଜଷ୍ଟିସ) ଆତଙ୍କବାଦୀ ଗୋଷ୍ଠୀ କମାଣ୍ଡର ଇସମାଇଲ ଶାହବାଖ ଏବଂ ପାକିସ୍ତାନୀ ଅଞ୍ଚଳରେ ଥିବା ତାଙ୍କର କିଛି ସହଯୋଗୀଙ୍କୁ…

ଶିଳାନ୍ୟାସ ହେଲା, କାମ ହେଉନି

ଦେଓଗାଁ,୨୪ା୨(କୃଷ୍ଣପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଦେଷଣ୍ଡ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦିଲି ପାହାଡକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ ବିକାଶ ପାଇଁ ୧ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। କିନ୍ତୁ ସରକାର ଦେଇଥିବା ଅନୁଦାନ କାମ ନ…

ସରକାରଙ୍କ ମନ୍ଦିରରେ ଟ୍ୟାକ୍ସ ଲଗାଇବା ଯୋଜନାକୁ ଲାଗିଲା ଝଟ୍‌କା, ଭାଜପା-ଜେଡିଏସ ପରେ ବିଧାନ ପରିଷଦରେ ଅଟକିଲା ବିଲ୍‌

ବେଙ୍ଗାଲୁରୁ,୨୪।୨: କର୍ନାଟକର କଂଗ୍ରେସ ସରକାର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଘଟରାହେଲା, କର୍ନାଟକ ସରକାର ଆଣିଥିବା ‘ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟସ (ସଂଶୋଧନ) ବିଲ’ ବିଧାନ ପରିଷଦ ଦ୍ୱାରା ପାରିତ ହୋଇପାରିବ ନାହିଁ। ବିରୋଧୀ ଦଳ ଭାଜପା…

ମତଦାନ କେନ୍ଦ୍ର ନ ହେଲେ ଭୋଟ୍‌ ବର୍ଜନ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ସେଭଳି ଭାବେ ରାଜନୈତିକ ଉଷ୍ମତା ବଢ଼ିଚାଲିଛି। ଭୋଟରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଆସନ୍ତା ନିର୍ବାଚନରେ ଯେଭଳି ସୁରୁଖୁରୁ ଏବଂ ସୁବିଧାରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ, ସେ ନେଇ ବ୍ୟବସ୍ଥା…

ମୁସଲିମ ବିବାହ, ତଲାକ ଆଇନକୁ ରଦ୍ଦ କରି ମୁଖ୍ୟମନ୍ତ୍ରୀ କହିଲେ ଏହାଦ୍ୱାରା କମିବ ବାଲ୍ୟ ବିବାହ

ଗୁଆହାଟୀ,୨୪।୨: ରାଜ୍ୟରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆସାମ ସରକାର ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ, ୧୯୩୫ ରଦ୍ଦ କରିଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri