ଡେରାବିଶ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା
ଡେରାବିଶ,୨୫ା୨(ବେବର୍ତ୍ତା ଅଜୟ ଦାସ)ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ା ହେଲେ ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବାରୁ…
ଯାତ୍ରୀଙ୍କୁ ଲୁଟୁଛନ୍ତି ଘରୋଇ ବସ କର୍ମଚାରୀ
ନୟାଗଡ଼,୨୫।୨(ଲୋକନାଥ ମିଶ୍ର) ନୟାଗଡ଼ରୁ ଓଡଗାଁ ୨୫ କି.ମି.କୁ ସରକାରୀ ଭଡ଼ା ୨୩ରୁ ୨୪ ଟଙ୍କା ଥିବାବେଳେ ଅଡିନାରୀ ଓ ଏକ୍ସପ୍ରେସ ବସ ଯାତ୍ରୀଙ୍କଠାରୁ ୪୦ ଟଙ୍କା ଆଦାୟ କରୁଛନ୍ତି । ବେଆଇନ ବସଭଡ଼ାକୁ ନେଇ ଯାତ୍ରୀ ପ୍ରତିବାଦ କଲେ ବସରୁ ଓହ୍ଲାଇ…
୫ ବର୍ଷରେ ୧୨୨ ମେଡିକାଲ ଛାତ୍ର କରିଛନ୍ତି ଆତ୍ମହତ୍ୟା, ୧,୨୭୦ ଛାତ୍ର ଅଧାରୁ ଛାଡ଼ିଛନ୍ତି ପାଠପଢା
ନୂଆଦିଲ୍ଲୀ,୨୪।୨: ଅଧ୍ୟୟନରେ ଚାପ ବୃଦ୍ଧି କାରଣରୁ ଗତ କିଛି ବର୍ଷ ହେବ ଦେଶରେ ବଢି ଚାଲିଛି ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା। ଗତ ୫ ବର୍ଷରେ ପ୍ରାୟ ୧୨୨ ଡାକ୍ତରୀ ଛାତ୍ର, ଏମବିବିଏସରେ ୬୪ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ୫୮ ଜଣ ଆତ୍ମହତ୍ୟା…
‘ଦଳୀୟ ଟିକେଟ ନ ମିଳିଲେ ସ୍ବାଧୀନରୁ ଲଢ଼ିବି’
କୋରାପୁଟ/ନାରାୟଣପାଟଣା,୨୪ା୨(ଅମିତାଭ ବେହେରା/ରାଜକିଶୋର ଜେନା): ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ନେଇ ଜିଲାର ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ନିମନ୍ତେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଘୋଷଣା କରିଛନ୍ତି ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘର ସଭାପତି ନାଚିକା ଲିଙ୍ଗା। ଶନିବାର ନିଜ ଗାଁରେ…
ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଆର୍ଟିକିଲ୍ ୩୭୦’ ଜାଣନ୍ତୁ…
ମୁମ୍ବାଇ: ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକିଲ୍ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି। ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ମାତ୍ରେ ସମସ୍ତଙ୍କ ମନ ଜିଣିଛି। କଶ୍ମୀରରୁ ଧାରା ୭୩୦ ଉଚ୍ଛେଦ…
ସ୍କୁଲ୍ ପାଖରେ ଥିବା ମଦ ଦୋକାନ ଉଠାଇବାକୁ ହାଇକୋର୍ଟ ଦ୍ୱାରସ୍ତ ହେଲେ ୫ ବର୍ଷୀୟ ବାଳକ
ନୂଆଦିଲ୍ଲୀ,୨୪।୨: ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ଉଠାଇବା ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ପାଞ୍ଚ ବର୍ଷର ଛାତ୍ର। ପିଲା ଜଣକ ତାଙ୍କ ପିତାଙ୍କ ମାଧ୍ୟମରେ କୋର୍ଟରେ ଏହି ମାମଲା ଦାଖଲ କରିଛନ୍ତି। ଏଥିରେ ଛାତ୍ର ଜଣକ କହିଛନ୍ତି ଯେ…
ଭୋଟ୍ ବର୍ଜନ ପାଇଁ ଗାଁ ଗାଁରେ ବୁଲିଲା ପ୍ରଚାର ଅଟୋ
ନିରାକାରପୁର,୨୪ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନରଣଗଡ଼ ପଞ୍ଚାୟତବାସୀ ଦୀର୍ଘବର୍ଷ ଧରି ଭିଟାମାଟି ସମସ୍ୟା ଓ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ନେଇ ବାରମ୍ବାର ଦାବି ସହ ପୂର୍ବରୁ ଦୀର୍ଘ ୧୧ଦିନ ଧରି ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା…
ମାଟିତଳେ ବିସ୍ଫୋରକ ସାମଗ୍ରୀ ପୋତିଥିଲେ ମାଓବାଦୀ, ଦମ୍ ଦେଖାଇଲେ ଯବାନ
ମାଲକାନଗିରି,୨୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ଥାନା ସିଲାକୋଟା ସଂରକ୍ଷିତ ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ ହୋଇଛିି। ସୂଚନାନୁଯାୟୀ, ଶନିବାର ବିଏସ୍ଏଫ୍ ୧୪୨ ବାଟାଲିୟନ ଯବାନମାନେ ବାପନପାଲ୍ଲୀ-ସିଲାକୋଟା ଜଙ୍ଗଲରେ କୋମ୍ବିଂ କରୁଥିବା ବେଳେ ସିଲାକୋଟ ସଂରକ୍ଷିତ ଜଙ୍ଗଲର ଏକ ଗଛମୂଳେ ମାଓବାଦୀ…
ପୁରୀ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ: ଏଏସଆଇ
ପୁରୀ,୨୪।୨: ପୁରୀର ଐତିହାସିକ ଅଠରନଳା ବ୍ରିଜ୍ ପ୍ରତି ନାହିଁ କୌଣସି ବିପଦ। ଏନେଇ ଭାରତୀୟ ପ୍ରତ୍ନତ୍ତତ୍ୱ ବିଭାଗ ଇଞ୍ଜିନିୟର ନିଶ୍ଚିତ କରିଛନ୍ତି। ଏଏସଆଇର ଅଧୀକ୍ଷକ ଦିବିଶାଦା ବ୍ରଜସୁନ୍ଦର ଗଡ଼ନାୟକ କହିଛନ୍ତି ଅଠରନଳାରେ କୌଣସି ବଡ଼ ବିପଦ ନାହିଁ, କେବଳ ଏହାର ସୂଚକଗୁଡ଼ିକରେ…
ଏନ୍ଏସି ମାନ୍ୟତା ପାଇଲା ରାଇକିଆ
ରାଇକିଆ,୨୪ା୨(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆକୁ ଏନ୍ଏସି ମାନ୍ୟତା ମିଳିଛି। ଶନିବାର ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ହୋଇଥିବା ୩୪ଟି ନୂଆ ଏନ୍ଏସି ତାଲିକାରେ ରାଇକିଆକୁ ସାମିଲ କରାଯାଇଛ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ରାଇକିଆ ସହରରେ…
ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ‘ଟେଲି ମାନସ’ ସେବା, ୧୪୪୧୬ ନମ୍ବରରେ କଲ୍ କରି ସହାୟତା ନେଇ ପାରିବେ ପିଲା
ଭୁବନେଶ୍ୱର,୨୪ା୨(ଅସମାପିକା ସାହୁ): ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲୁଥିବା ବେଳେ ଆଗାମୀ ଦିନରେ ଅନ୍ୟ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ସମୟରେ ଛାତ୍ରୀଛାତ୍ରଙ୍କୁ ଚାପମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ…
ଲୋକ ସଭା ନିର୍ବାଚନ ପାଇଁ କ’ଣ ହେବ ରଣନୀତି, ଭାଜପା ପ୍ରସ୍ତୁତ କଲା ୧୦୦ ଦିନିଆ ରୋଡ୍ମ୍ୟାପ୍
ନୂଆଦିଲ୍ଲୀ,୨୪ା୨: ଲୋକ ସଭା ନିର୍ବାଚନକୁ ନେଇ ଭାଜପାର ଅନେକ ବୈଠକ ଚାଲିଛି। ଲୋକ ସଭା ନିର୍ବାଚନରେ ଭାଜପା ନିଜ ପାଇଁ ୩୭୦ଟି ଏବଂ ଏନ୍ଡିଏ ପାଇଁ ୪୦୦ଟି ସିଟ୍ ଜିତିବାର ଦମ୍ଭ ରଖିଛି। ଏଭଳି ପରିସ୍ଥିତିରେ ଭାଜପା ନିଜର ଲକ୍ଷ୍ୟ ହାସଲ…
Archives


