୨ କପ ୟୁନିଭର୍ସରେ ନଜର ଆସିବେ ଏହି ଟେଲି ଅଭିନେତ୍ରୀ
ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଧାରାବାହିକ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ଗୋଟିଏ ଦିନ ପୂର୍ବରୁ ଲଞ୍ଚ କରାଯାଇଥିଲା। କପ ୟୁନିଭର୍ସର ଏହି ପ୍ରଥମ ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ…
ଭୋଜି କରିବାକୁ ଯାଇଥିବା ନାବାଳକଙ୍କ ମିଳିଲା ମୁଣ୍ଡବିହୀନ ମୃତଦେହ : ସାଇଣ୍ଟିଫିକ୍ ଟିମ୍ର ତନାଘନା, ଜଣେ ଅଟକ
କାଲିମେଳା,୬ା୧(ଜୀବନକୃଷ୍ଣ ଦାସ): ଆଦିବାସୀ ପରମ୍ପରାରେ ଏବେ ମଧ୍ୟ ରହିଛି ଅନ୍ଧବିଶ୍ବାସ। ବିଜ୍ଞାନଯୁଗରେ ମଧ୍ୟ ସେମାନଙ୍କ ଗୁଣିଆ ଉପରେ ରହିଛି ବିଶ୍ବାସ। ରୋଗ ହେଲେ ସେମାନେ ଡାକ୍ତରଖାନା ନ ଯାଇ ଗୁଣିଗାରେଡ଼ିକୁ ପସନ୍ଦ କରୁଛନ୍ତି l ଯଦିଓ ଗୁଣିଆ ରୋଗୀର ଚିକିତ୍ସା କରୁକରୁ…
କାହାକୁ ୭୪ ଥର ମାଡ ତ କାହାକୁ ୨ ବର୍ଷ ଜେଲ, ଇରାନରେ ହିଜାବ ନ ପିନ୍ଧିବାରୁ ମହିଳାଙ୍କ ସହ କ୍ରୁରତା
ତେହେରାନ,୬।୧: ଇରାନରେ ବାଧ୍ୟତାମୂଳକ ହିଜାବ ଉଲ୍ଲଂଘନ କରି ଦୁଇ ମହିଳାଙ୍କୁ ଦଣ୍ଡିତ କରାଯାଇଛି। ଜଣେ ମହିଳାଙ୍କୁ ହିଜାବ ନ ପିନ୍ଧିବାରୁ ୭୪ ଥର ପିଟି ଦିଆଯାଇଥିବା ବେଳେ ଅନ୍ୟ ଜଣକୁ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ ଯେ ଇରାନରେ ହିଜାବ…
ଏହି ଦିନ ଚାଷୀଙ୍କ ଖାତାକୁ ଯିବ ୧୬ ତମ କିସ୍ତି, ଜାଣନ୍ତୁ କେଉଁମାନେ ପାଇପାରିବେନି ଲାଭ
ନୂଆଦିଲ୍ଲୀ,୬।୧: ଦେଶର କୋଟି କୋଟି କୃଷକ ଭାରତ ସରକାରଙ୍କ ଉଚ୍ଚାଭିଳାଷୀ ସ୍କିମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ନେଉଛନ୍ତି।ଏହି ଯୋଜନା ଅଧୀନରେ ଭାରତ ସରକାର ଦେଶର ଆର୍ଥିକ ଦୁର୍ବଳ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।…
ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍! ବିବାହ ନା ଆଫାୟାର ଏହାର କାରଣ?
ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର୍ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପ୍ରଫେଶନକୁ ହେଉ କି ଲଭ୍ ଲାଇଫ୍ ବିଟାଉନରେ ତାଙ୍କର ଖୁବ୍ ଚର୍ଚ୍ଚା ହୁଏ। ତେବେ ନିକଟରେ ଶୁଣିବାକୁ ମିଳିଛି ଦୁହିଁଙ୍କର ବ୍ରେକଅପ୍…
କାମ ନ ସରୁଣୁ ଭାଙ୍ଗୁଛି କଂକ୍ରିଟ, ଉଠିଯାଉଛି ପିଚୁ
ଯାଜପୁର,୬ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପାଣିକୋଇଲି ରାସ୍ତା ଓ କୋଠାବାଡି (ଆରଏଣ୍ଡ ବି) ବିଭାଜନ ଅଧୀନରେ ଚାଲିଥିବା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଅଭିଯୋଗ ହେଉଛି। କେଉଁଠି ଗୁପ୍ତ ଟେଣ୍ଡର କରି ଅନେକ କୋଟି ଟଙ୍କାର…
ପୁଣି ପରୀକ୍ଷା ପେ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ପାଇଁ ବହୁଚର୍ଚ୍ଚିତ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ପୁଣିଥରେ ସାମିଲ ହେବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ୨୯ ଜାନୁଆରୀରେ ଦିଲ୍ଲୀର ‘ଭାରତ ମଣ୍ଡପମରେ ‘ପରୀକ୍ଷା…
ଉଡ଼ାଣ ଭରିବାର କିଛି ସମୟ ପରେ ଭାଙ୍ଗିଗଲା କବାଟ, ଜରୁରୀକାଳୀନ ଅବତରଣ କଲା ବିମାନ
ନୂଆଦିଲ୍ଲୀ,୬।୧: ଅଲାସ୍କା ଏୟାରଲାଇନ୍ସର ବୋଇଙ୍ଗ ୭୩୭-୯ ମ୍ୟାକ୍ସ ବିମାନକୁ ଆଜି ଜରୁରୀକାଳୀନ ଅବତରଣ କରାଯାଇଛି। ବିମାନ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହାର ଗୋଟିଏ କବାଟ ଭାଙ୍ଗିଯାଇଥିଲା। ଯାତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଭିଡିଓରେ ଦେଖାଯାଉଛି ଯେ ସେଣ୍ଟର-କ୍ୟାବିନର ପ୍ରସ୍ଥାନ ଦ୍ୱାର…
ରାଜନୀତିର ଶୀର୍ଷ ସ୍ଥାନରେ ଆଦିବାସୀ ମହିଳା
କୋରାପୁଟ,୬।୧(ଅମିତାଭ ବେହେରା): ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନରେ ଆୟୋଜିତ ଜାତୀୟସ୍ତରୀୟ ଚେଞ୍ଜ ମେକର କର୍ମଶାଳାରେ ଯୋଗଦେଇ କୋରାପୁଟ ଜିଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ନିଜ ବକ୍ତବ୍ୟ ରଖିଛନ୍ତି। କର୍ମଶାଳାରେ ଓଡ଼ିଶାରୁ ୧୦ଜଣ ମହିଳା ଯାଇଥିବା ବେଳେ ସେ ଏକମାତ୍ର ଆଦିବାସୀ ମହିଳା…
ହ୍ବାଟସ୍ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ
ନୂଆଦିଲ୍ଲୀ,୬।୧: ସୋସିଆଲ ମିଡିଆର ନାମୀ କମ୍ପାନୀ ହ୍ବାଟସ ଆପ ନୂଆ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ ଜାରି ରଖିଛି। ପ୍ରଥମେ ନଆ ଫିଚରଗୁଡିକ ବିଟା ଟେଷ୍ଟରମାନଙ୍କ ପାଇଁ ଜାରି କରାଯାଏ, ତାପରେ ସେଗୁଡିକ ସାଧାରଣ ଲୋକଙ୍କ ପାଇଁ ଲାଇଭ କରାଯାଏ। ଏହି ସମୟରେ,…
ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ
କେନ୍ଦୁଝର,୬ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଣ୍ଡାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ବାବଦକୁ ମୂଲ୍ୟ ବଢ଼ୁ ନାହିଁ। ଫଳରେ ଅଙ୍ଗନୱାଡି ଦିଦିମାନେ ଆର୍ଥିକ ସଙ୍କଟରେ ରହୁଛନ୍ତି। ବଜାରରେ ଅଣ୍ଡାର ଦାମ ବଢ଼ୁଥିବାରୁ ସରକାର ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି…
ଗୋଟେ ନଳକୂପକୁ ୭୦ ପରିବାର
କେନ୍ଦୁଝର,୬।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗାଁରୁ ସହର ସବୁଆଡ଼େ ବିଶୁଦ୍ଧ ପିଇବା ପାଣି ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ବ୍ଲକ୍ ଅନ୍ତର୍ଗତ ବୋଦାପୋଳଶା ପଞ୍ଚାୟତର କବିତ୍ରା ମୁଣ୍ଡା ସାହିରେ…
Archives


