ଭାରତ-ମ୍ୟାନ୍ମାର ସୀମାନ୍ତରେ ସ୍ଥିତି ଚିନ୍ତାଜନକ
ନୂଆଦିଲ୍ଲୀ,୧୨।୧: ମ୍ୟାନ୍ମାରରେ ସଶସ୍ତ୍ର ଉଗ୍ରପନ୍ଥୀ ଓ ସରକାରୀ ସେନା ମଧ୍ୟରେ ସଂଘର୍ଷଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ୨ମାସ ମଧ୍ୟରେ ୪୧୬ ଜଣ ମ୍ୟାନ୍ମାର ସୈନ୍ୟ ଭାରତରେ ପ୍ରବେଶ କରିଥିଲେ। ଏନେଇ ଭାରତୀୟ ସେନା ସୀମାନ୍ତ ସ୍ଥିତି ଉପରେ କଡ଼ା ନଜର…
ଭାଜପା ଉପରେ ବର୍ଷିଲେ ରାହୁଲ, କହିଲେ ଶାସନ କ୍ଷମତାରେ ଅନ୍ଧ ଦଳ, ସତ୍ୟଠାରୁ ବହୁ ଦୂରରେ
ନୂଆଦିଲ୍ଲୀ,୧୨।୧: ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ କରିବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। ଶୁକ୍ରବାର ସେ ଦେଶର ଯୁବକମାନଙ୍କୁ ସମ୍ବୋଧିତ କରି କହିଥିଲେ,…
କରୋନା ସଂକ୍ରମିତ ହେଲେ ନ୍ୟୁଜିଲାଣ୍ଡର ଏହି ଷ୍ଟାର ଅଲରାଉଣ୍ଡର, ପାକିସ୍ତାନ ବିପକ୍ଷ ପ୍ରଥମ ଟି -୨୦ରୁ ପଡିଲେ ବାଦ୍
ଇର୍ଡେନ ପାର୍କ,୧୨।୧: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା କରୋନା ପୁଣି ଥରେ କ୍ରିକେଟରେ ପ୍ରବେଶ କରିଛନ୍ତି। ବାସ୍ତବରେ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ମିଚେଲ ସାଣ୍ଟନର୍ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ଏହି କାରଣରୁ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ଟି…
ଶିମିଳିପାଳ ଅଭୟାରଣ୍ୟରୁ ଦୁଇ ଶିକାରୀ ଗିରଫ
ବାରିପଦା,୧୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନରୁ ଦୁଇ ଶିକାରୀଙ୍କୁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ (ଏସ୍ଟିପିଏଫ୍) ଗିରଫ କରିଛନ୍ତି। ଗିରଫ ଦୁଇଜଣ ହେଲେ କପ୍ତିପଦା ଥାନା ଅଧୀନ ପଥରଖଣି ଗ୍ରାମର ଅନ୍ତର୍ଯ୍ୟାମୀ ନାୟକ(୩୭) ଓ ଉଦଳା…
ସଚିନଙ୍କ ୧୦୦ ଶତକ ରେକର୍ଡ କ’ଣ ଭାଙ୍ଗିପାରିବେ କୋହଲି? ଜାଣନ୍ତୁ କ୍ରିକେଟ ବିଶେଷଜ୍ଞ ମତ…
ନୂଆଦିଲ୍ଲୀ,୧୨।୧: ଭାରତୀୟ କ୍ରିକେଟର ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଦିନିକିଆ ଶତକର ରେକର୍ଡ ଭାଙ୍ଗିଛନ୍ତି। ତଥାପି, ଟେଷ୍ଟ ଶତକ ଦୃଷ୍ଟିରୁ ବିରାଟ (୨୯ ଶତକ) ସଚିନ ତେନ୍ଦୁଲକର (୫୧ ଶତକ) ଠାରୁ ବହୁ ପଛରେ ଅଛନ୍ତି। ବିରାଟଙ୍କୁ ବର୍ତ୍ତମାନ ୩୫ ବର୍ଷ…
ଭିଜିଲାନ୍ସ ହାତରେ ଧରା ପଡ଼ିଲେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର, ନଗଦ ୨୪ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର, ୧ ୨।୧: ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆଉଜଣେ ସରକାରୀ ଅଧିକାରୀ। ଶୁକ୍ରବାର ତାଳଚେରର ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରା କାର୍ରେ ତାଳଚେରରୁ ଅସ୍ତରଙ୍ଗ ଯିବା ବେଳେ ବାଲିଅନ୍ତା ନିକଟରେ ନଗଦ ୧୧ ଲକ୍ଷ ଟଙ୍କା ସହ ଧରିଛି…
କରୋନା ଜନିତ ମୃତ୍ୟୁ, ସଂକ୍ରମଣରେ ଭାରତ ଦ୍ୱିତୀୟ ସ୍ଥାନରେ
ନୂଆଦିଲ୍ଲୀ,୧୨।୧: ଡିସେମ୍ବର ୨୦୧୯ରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ କ୍ଷେତ୍ରରେ ଏକ ବୃଦ୍ଧି, ସର୍ବଭାରତୀୟ ସ୍ତରରେ ପୁଣି ଥରେ ଦେଖାଯାଉଛି, ଏହାର କାରଣ ହେଉଛି ନୂଆ ଭାରିଆଣ୍ଟ – ଜେଏନ୍.୧। ଚାଇନା, ସିଙ୍ଗାପୁର, ଆମେରିକା, ଭାରତ ସମେତ ପ୍ରାୟ ୪୧ଟି ଦେଶରେ…
ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ସୁର ରାଉତରାୟଙ୍କ ପୁଅ ମନ୍ମଥ
ଭୁବନେଶ୍ୱର,୧୨ା୧: କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ସୁର ଶୁକ୍ରବାର ଘୋଷଣା କରିଛନ୍ତି। ସୁର ଗଣମାଧ୍ୟମ ଆଗରେ ଏକଥା ସ୍ପଷ୍ଟ କରିଛନ୍ତି। ସୁର କହିଛନ୍ତି,…
ଡିସେମ୍ବରରେ ବୃଦ୍ଧି ପାଇଲା ଆମେରିକାରେ ମୁଦ୍ରାସ୍ଫୀତି ହାର, ସୁଧ ହାର ହ୍ରାସ ଆଶାକୁ ଝଟକା
ମୁମ୍ବାଇ, ୧ ୨।୧: ନୂତନ ବର୍ଷରେ ୨୦୨୪, ଯେଉଁମାନେ ଆମେରିକାରେ ସୁଧ ହାର ହ୍ରାସ ପରେ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରିବ ବୋଲି ଆଶା ରଖିଥିଲେ, ସେମାନଙ୍କ ଆଶାକୁ ଝଟକା ଲାଗିଛି। ୨୦୨୩ ଶେଷରେ ଆମେରିକାରେ ମୁଦ୍ରାସ୍ଫୀତି ହାର…
ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର, ଏବେ ସେ ୫ ମାସର ଗର୍ଭବତୀ
ଦାରିଙ୍ଗବାଡ଼ି,୧୨ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ଏବେ ୫ ମାସର ଗର୍ଭବତୀ ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏକ…
ଗର୍ଭବତୀ ସ୍ତ୍ରୀଙ୍କୁ ମନ ପସନ୍ଦର ଖାଦ୍ୟ ଖୁଆଇବା ପାଇଁ ୧୩୦୦୦ କିଲୋମିଟର ନେଇଗଲେ ସ୍ବାମୀ
ସାରା ବିଶ୍ୱରେ ପ୍ରତିଦିନ ଲକ୍ଷଲକ୍ଷ ପିଲା ଜନ୍ମ ହୁଅନ୍ତି। ଏକ ଶିଶୁ ଏହି ଦୁନିଆକୁ ଆସିବା ପାଇଁ ୯ ମାସ ସମୟ ଲାଗେ ଏବଂ ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାଙ୍କ ଶରୀର ଏବଂ ହର୍ମୋନରେ ବିଭିନ୍ନ ପରିବର୍ତ୍ତନ ହୁଏ। ଗର୍ଭଧାରଣର…
ଶେୟାର ବଜାରରେ ଉତ୍ସାହ: ୬୦୦ ପଏଣ୍ଟ ବଢ଼ିଲା ସେନସେକ୍ସ, ନୂଆ ଉଚ୍ଚତାକୁ ଛୁଇଁଲା ନିଫ୍ଟି
ମୁମ୍ବାଇ, ୧ ୨।୧: ଆଇଟି ଶେୟାର ବୃଦ୍ଧି ସହିତ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ ଆଶାଠାରୁ ଆମେରିକାର ମୁଦ୍ରାସ୍ପିତି ଉଚ୍ଚ ରହିବା ଫଳରେ ନିବେଶକମାନେ ନିରୁତ୍ସାହ ରହିଛନ୍ତି। ଏହାରି ମଧ୍ୟରେ ନିଫ୍ଟି…
Archives


