ଏକ ହେଲା ରିଲାଏନ୍ସ-ଡିଜନି, ଏଣ୍ଟରଟେନମେଣ୍ଟ ସେକ୍ଟରରେ ହେବ ହଇଚଇ
ମୁମ୍ବାଇ,୨୫।୨: ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଉପରେ ଦୀର୍ଘ ସମୟ ଧରି…
ଜବାବ ଦେଲେ ନୁସରତ
କୋଲକାତା,୨୫।୨: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାନ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଥିବା ଟେନସନ ପ୍ରସଙ୍ଗରେ ତାଙ୍କ ଅନୁପସ୍ଥିତି ଏବଂ ନିରବତା ଅଭିଯୋଗର ଜବାବ ରବିବାର ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ମହିଳା ତଥା ନେତା ଭାବରେ ସେ ନିଜ…
ଏପ୍ରିଲ ପ୍ରଥମ ସପ୍ତାହରେ ହେବ ଲୋକ ସଭା ନିର୍ବାଚନ: କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ
ନୂଆଦିଲ୍ଲୀ,୨୫।୨: ଆସନ୍ତା ଲୋକ ସଭା ନିର୍ବାଚନର ତାରିଖ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ତେଲଙ୍ଗାନା ଭାଜପା ଅଧ୍ୟକ୍ଷ ଜି କିଶନ ରେଡ୍ଡୀ ରବିବାର (ଫେବୃଆରୀ ୨୫)ରେ ଏକ ବଡ଼ ଦାବି କରିଛନ୍ତି। ରେଡ୍ଡୀ କହିଛନ୍ତି ଯେ ଏପ୍ରିଲ ୨୦୨୪ ର ପ୍ରଥମ…
ରାହୁଲଙ୍କ ସେଲ୍ଫି ନିଶା, ଅଖିଳେଶଙ୍କ କାନ୍ଧରେ ହାତ ରଖି ଆସିଲେ ଚର୍ଚ୍ଚାକୁ
ଆଗ୍ରା,୨୫।୨: ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ଆଗ୍ରା ଠାରେ ପହଞ୍ଚିଛି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ରବିବାର (୨୫ ଫେବୃଆରୀ) ରେ ଏହି ଯାତ୍ରାରେ ଭାଗ ନେଇଥିଲେ।…
ଜନ୍ମଦିନରେ ଉର୍ବଶୀଙ୍କୁ ୩ କୋଟି ଟଙ୍କାର ‘ସୁନା’ କେକ୍ ଉପହାର ଦେଲେ ହନି ସିଂ
ମୁମ୍ବାଇ, ୨୫।୨: ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା ରବିବାର ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ଲଭ୍ ଡୋଜ୍ ୨ ର ସୁଟିଂ କରୁଥିବରୁ ସେଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ ପାଳନ…
ସାଇକେଲ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରାକ୍ଟର: ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା
ଆନନ୍ଦପୁର,୨୫।୨(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଥାନା ଅନ୍ତର୍ଗତ ପଣଷଡିହା ଠାରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପଣଷଡିହାର ମୁଦୁରା ନାଏକଙ୍କ ପୁଅ ପୁର୍ଣ୍ଣଚନ୍ଦ୍ର ନାଏକ(୨୭)। ପୁର୍ଣ୍ଣଚନ୍ଦ୍ର ସାଇକେଲରେ ଆସୁଥିବା ସମୟରେ ଦ୍ରୁତଗତିରେ…
ମୋତେ ନୋବେଲ ପୁରସ୍କାର ମିଳିବା କଥା;କାହିଁକି ଏମିତି କହିଲେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୨୫।୨:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଏକ ଅଜବ ଦାବି କରିଛନ୍ତି। ଦେଶର ରାଜଧାନୀରେ ସରକାର ଚଳାଇବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ ବୋଲି ସେ କହିଛନ୍ତି। ପାଣି ବିଲ ଦେୟ ବୃଦ୍ଧି ହେତୁ ୱାନ ଟାଇମ ସେଟେଲମେଣ୍ଟ ସ୍କିମ…
ଆଇସିସିର ବଡ଼ ଆକ୍ସନ: ବିଶ୍ୱର ନମ୍ବର-୨ ବୋଲର ହେଲେ ବାସନ୍ଦ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୨୫।୨: ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ବଡ଼ ଝଟକା ଦେଇଛି। କାରଣ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଶ୍ରୀଲଙ୍କା ଟି-୨୦ ଦଳର ଅଧିନାୟକ ୱାନିନ୍ଦୁ ହାସରାଙ୍ଗାଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିଛି। ଦାମ୍ବୁଲାରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜର…
ଭିଜିଲାନ୍ସ ଜାଲରେ କଟକ ନିଆଳି ଥାନା ASI ବିଜୟ ଭଞ୍ଜ
ଭୁବନେଶ୍ୱର,୨୫ା୨: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ। ମାମଲା ରୁଜୁ ଧମକ ଦେଇ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଜୟ। ଏହାପରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ…
ମୋଦିଙ୍କ କଥାକୁ ମାତ୍ର ୫ ମିନିଟ୍ରେ ମାନି ନେଇଥିଲେ ଏହି ଦେଶର ରାଷ୍ଟ୍ରପତି
ଦୁବାଇ,୨୫।୨: ସଂଯୁକ୍ତ ଆରବ ଏମିରେଟ୍ସର ଜଣେ କୂଟନୀତିଜ୍ଞ ୟୁଏଇ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ଏକ ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲ୍ଫ ଦେଶରେ ଏକ ହିନ୍ଦୁ ମନ୍ଦିର ପାଇଁ ଅନୁରୋଧ…
ଏନ୍ଏସି ମାନ୍ୟତା ନ ମିଳିବାରୁ ୧୨ ଘଣ୍ଟିଆ ବନ୍ଦ
ଭୁବନେଶ୍ୱର,୨୫।୨: ବୌଦ୍ଧ ଜିଲା ପୁରୁଣାକଟକକୁ ଏନ୍ଏସି ମାନ୍ୟତା ନ ମିଳିବାରୁ ରବିବାର ପ୍ରତିବାଦ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ପୁରୁଣାକଟକ ବନ୍ଦ ଡାକରା ଦିଆଯାଇଥିଲା। ଫଳରେ ପୁରୁଣାକଟକ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ…
ବିଏସପିକୁ ଶକ୍ତ ଧକ୍କା, ଭାଜପାରେ ସାମିଲ ହେଲେ ଏମପି ରିତେଶ ପାଣ୍ଡେ
ନୂଆଦିଲ୍ଲୀ,୨୫।୨: ଉତ୍ତରପ୍ରଦେଶର ଆମ୍ବେଦକର ନଗରର ବହୁଜନ ସମାଜ ପାର୍ଟି ଏମପି ରିତେଶ ପାଣ୍ଡେ ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ପ୍ରଦେଶ ଅଧ୍ୟକ୍ଷ ଭୁପେନ୍ଦ୍ର ସିଂ, ୟୁପି ପ୍ରଭାରି…
Archives


