ଆଇସିୟୁରେ ପଦ୍ମଶ୍ରୀ କମଳା ପୂଜାରୀ
କଟକ,୧୨।୩(ଶିଳ୍ପା ପ୍ରିୟଦର୍ଶିନୀ)- ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ମଙ୍ଗଳବାର ଏସ୍ସିବି ମେଡିିକାଲ ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମେଡିକାଲରେ ତାଙ୍କର ପରୀକ୍ଷା ନୀରିକ୍ଷା କରାଯାଉଥିବାବେଳେ ରକ୍ତହୀନତା, ମୂତ୍ର ସଂକ୍ରମଣ ଲକ୍ଷଣ ଦେଖାଦେଇଛି। ତାଙ୍କ ଚିକିତ୍ସା ପାଇଁ ମେଡିକାଲରେ…
ରେଲଓ୍ବେ ସାମଗ୍ରୀ ଚୋରି, ୩ ଗିରଫ
କଟକ,୧୨ା୩ (କାର୍ତ୍ତିକ ସାହୁ) ରେଲଓ୍ବେ ସାମଗ୍ରୀ ଚୋରି ଅଭିଯୋଗରେ କଟକ ଆର୍ପିଏଫ୍ ୩ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣର ଚୋରି ରେଲଓ୍ବେ ସାମଗ୍ରୀ ଉଦ୍ଧାର କରାଯାଇଛି। ଅଭିଯୁକ୍ତମାନେ ହେଲେ ପୁରୀ ସଦର…
Recruitment: ସରକାରୀ ସ୍କୁଲରେ ୨୬୨୯ ଟିଜିଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସବିଶେଷ…
ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ) – ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ମୋଟ ୨,୬୨୯ଟି ଜିଲାସ୍ତରୀୟ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଟିଜିଟି କଳା, ବିଜ୍ଞାନରେ ପିସିଏମ୍ ଓ ସିବିଜେଡ୍, ସଂସ୍କୃତ, ହିନ୍ଦୀ,…
ମିଥ୍ୟା ସୂଚନା ପ୍ରସାରଣ ରୋକିବ ଗୁଗଲ୍
ନୂଆଦିଲ୍ଲୀ,୧୨।୩ :ଲୋକ ସଭା ନିର୍ବାଚନ ସମୟରେ ମିଥ୍ୟା ସୂଚନାର ପ୍ରସାରକୁ ରୋକିବା ସହ ଅଧିକୃତ କଣ୍ଟେଣ୍ଟ ଏବଂ ଏଆଇ ଦ୍ୱାରା ସୃଷ୍ଟି ଡେଟାକୁ ପୋଷ୍ଟିଂ ପାଇଁ ଅନୁମତି ଦେବା ନିମନ୍ତେ ଭାରତର ନିର୍ବାଚନ କମିଶନ (ଇସିଆଇ) ସହ ହାତ ମିଳାଇଛି ଗୁଗଲ୍…
ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ
ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ ଦାବିକୁ ନେଇ ସୋମବାର ନବୀନ ନିବାସ ଘେରାଉ ପାଇଁ ରାଜ୍ୟ ସରପଞ୍ଚ ମହାସଂଘ ଡାକରା…
ମଙ୍ଗଳବାର ହାଟରେ ମିଳିବ ଜୈବିକ ଉତ୍ପାଦିତ ପରିବା
ସମ୍ବଲପୁର,୧୨ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅଧୀନ ପଡ଼ିଆବାହାଲ ସାପ୍ତାହିକ ହାଟରେ ଏଣିକି ମିଶନଶକ୍ତି ମହିଳାଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ମିଳିବ। ଏଥିପାଇଁ ମଙ୍ଗଳବାର ଏକ ସ୍ବତନ୍ତ୍ର ବଜାରକୁ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଆନୁଷ୍ଠାନିକ ଭାବେ…
ଏଥର ବି ଓଡ଼ିଶାରୁ କେହି ନାହାନ୍ତି
ଭୁବନେଶ୍ୱର,୧୨।୩: କଂଗ୍ରେସ ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶା ନାହିଁ। ପୂର୍ବ ଥର ଭଳି ଏଥର ମଧ୍ୟ ଓଡ଼ିଶାରୁ କାହାକୁ ବି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରକାଶ ଯେ, ଏହି ତାଲିକାରେ…
ଆସିଲା ଏଫ୍ଆଇଏଚ୍ ର଼୍ୟାଙ୍କିଙ୍ଗ, ଷଷ୍ଠରେ ପୁରୁଷ ହକି ଦଳ, ନବମରେ ମହିଳା
ନୂଆଦିଲ୍ଲୀ,୧୨ା୩: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ପୁରୁଷ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଖସି ଆସିଥିବା ବେଳେ ଏଫଆଇଏଚ୍ ହକି ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଜର୍ମାନୀ ତୃତୀୟ ସ୍ଥାନ ଦଖଲ କରିଛି। ଏସିଆନ ଗେମ୍ସରେ ସ୍ବର୍ଣ୍ଣ…
Video: ଚଳନ୍ତା ବାଇକ୍ରେ ଖୁଲମ୍ଖୁଲ୍ଲା ରୋମାନ୍ସ କରୁଥିଲେ ପ୍ରେମୀଯୁଗଳ, ବସ୍ ଡ୍ରାଇଭର କରିଦେଲେ ଏଭଳି କାରନାମା
ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆଜିକାଲି ଲୋକେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଯେପରି ତାଙ୍କର ମାନ ସମ୍ମାନ ଚାଲିଗଲେ ବି କିଛି ପରବାଏ ନାହିଁ। ପୂର୍ବରୁ ଆପଣ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ପ୍ରେମୀଯୁଗଳ ଚଳନ୍ତା ବାଇକ୍ରେ ରୋମାନ୍ସ…
ଭାଗବଣ୍ଟା ଫାଇନାଲ୍, ରାତି ସୁଦ୍ଧା ବଡ ଘୋଷଣା
ଭୁବନେଶ୍ୱର,୧୨।୩: ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି। ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ…
କର୍ମଚାରୀଙ୍କ ସହ ମିଶି କରିଥିଲେ ଡିଜେଲ ଚୋରି: ପଡ଼ିଲା ମହଙ୍ଗା
ସୁନାବେଡ଼ା,୧୨ା୩ (କୃତ୍ତିବାସ ପ୍ରଧାନ): ସୁନାବେଡ଼ା ଥାନାରେ ଗତ ଫେବୃୟାରୀ ୨୭ରେ ଏକ ଚୋରି ମାମଲା ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି କେସ୍ ନଂ. ୪୯/୨୪ରେ ପୋଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନିର୍ଦ୍ଦେଶରେ ଏଏସ୍ଆଇ…
ଶେଷ ମୁହୂର୍ତ୍ତରେ କେକେଆର୍ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୧୨।୩: ଆଉ ଦିନ କେଇଟା ପରେ ଆଇପିଏଲ୍ ୨୦୨୪ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜେସନ ରୟ। ସେ ଟୁର୍ନାମେଣ୍ଟରୁ ଓହରି ଯିବା ପରେ କେକେଆର୍ ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ ଖେଳାଳି…
Archives


