Home Left

ଏହି ତାରିଖ ପୂର୍ବରୁ ପଟିଏମ୍ ଛାଡି ଅନ୍ୟ ବ୍ୟାଙ୍କ FASTag ଯିବାକୁ ୟୁଜରଙ୍କୁ କହିଲା ଏନଏଚଏଆଇ

ନୂଆଦିଲ୍ଲୀ,୧୩।୩: ପେଟିଏମ୍ FASTag ଉପଭୋକ୍ତାମାନଙ୍କ ପାଇଁ ବଡ ଖବର। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅନଲାଇନ ବ୍ୟାଙ୍କିଙ୍ଗ ସେବା ପ୍ରଦାନକାରୀ ପେଟିଏମ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାର ୟୁଜର ମାନଙ୍କ ଚିନ୍ତା ବଢି ଯାଇଛି। ବିଶେଷ କରି ପେଟିଏମର ଅନେକ…

ମହାରାଷ୍ଟ୍ରରେ ଆସନ ବୁଝାମଣା ଶେଷ: ଏତିକି ଆସନରେ ଲଢିବ ଭାଜପା

ମୁମ୍ବାଇ, ୧୩।୩:ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ମହରାଷ୍ଟ୍ରରେ ଶାସନରେ ଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ପକ୍ଷରୁ ଆସନ ବୁଝାମଣା ଚୁଡାନ୍ତ ହୋଇଛି। ଏନେଇ ଦୀର୍ଘ ଦିନ ଧରି ଚାଲିଥିବା ବିଚାରବିମର୍ଶ ପରେ ରାଜ୍ୟର ସମୁଦାୟ ୪୮ଟି ଆସନ ମଧ୍ୟରୁ ଭାଜପା…

ଶ୍ରୀମନ୍ଦିରରେ ଦୁଇ ସେବାୟତ ହାତାହାତି

ପୁରୀ, ୧୩ା୩(ଅଜିତ୍‌ ମହାନ୍ତି)- ଶ୍ରୀମନ୍ଦିରରେ ବୁଧବାର ସକାଳେ ଦୁଇଜଣ ସେବାୟତ ପାଳିକୁ ନେଇ ହାତାହାତି ହୋଇଛନ୍ତି। ଶ୍ରୀମନ୍ଦିର ପରିସରସ୍ଥ ବିମଳାଙ୍କ ମନ୍ଦିର ନିକଟରେ ଏହି ଘଟଣା ଘଟିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ପାଳି ଖଟିବାକୁ…

ବଲିଉଡ୍‌ରେ ଡେବ୍ୟୁ କରିବେ ଉର୍ଫି, ହାତରେ ଲାଗିଛି ବଡ଼ ଅଫର୍‌…

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ନିଜର ଅଜବ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ହେଲେ ଏବେ ସେ ନିଜର ଅଭିନୟର ଯାଦୁ ଦେଖାଇବାକୁ ପ୍ରସ୍ତୁତ। ୧୪ ବର୍ଷ ପୂର୍ବେ ଆସିଥିବା ଫିଲ୍ମ…

ହାଇକୋର୍ଟରେ ଏସ୍‌ସିବି ମେଡିକାଲ ଅଗ୍ନି ନିରାପତ୍ତା ମାମଲା: ହାଜର ହେଲେ ଅଗ୍ନିଶମ ଡିଜି

କଟକ,୧୩ା୩(କାର୍ତ୍ତିକ ସାହୁ): ଏସ୍‌ସିବି ମେଡିକାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଂକ୍ରାନ୍ତ ମାମଲାରେ ଅଗ୍ନିଶମ ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ହାଇକୋର୍ଟରେ ହାଜର ହୋଇଛନ୍ତି। ସେହିପରି ଏସ୍‌ସିବି ଅଧୀକ୍ଷକ ଡ. ସୁଧାଂଶୁ ଶେଖର ମିଶ୍ର ଓ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ…

ଆଇପିଏଲ୍‌ ପୂର୍ବରୁ ଏହି କ୍ରିକେଟରଙ୍କୁ ଦଳରୁ ବାହାର କଲା ପଞ୍ଜାବ କିଙ୍ଗ୍ସ, ମାରିଛନ୍ତି ୬୭ ଶତକ

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୪ରେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ପଞ୍ଜାବ କିଙ୍ଗ୍ସ। ତଦନୁଯାୟୀ ଜଣେ ବରିଷ୍ଠ ଖେଳାଳିଙ୍କୁ ଦଳ ବାହାର କରିଦେଇଛି। ସେ ହେଲେ ଓ୍ବାସିମ୍‌ ଜାଫର। ସେ ପଞ୍ଜାବ ଟିମ୍‌ର ବ୍ୟାଟିଂ ପରାମର୍ଶଦାତା ଥିଲେ। ଏବେ…

୩ ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

କୋରାପୁଟ,୧୩ା୩(ଅମିତାଭ ବେହେରା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସାମୂହିକ ଭାବେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିଲା। ବିଶ୍ୱବିଦ୍ୟାଳୟ…

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି। ଏହାର ପୁରସ୍କାରସ୍ବରୂପ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଂରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏସବୁ ହେବା ପରେ ଏବେ…

୧୪ ବର୍ଷ ପରେ ଗିରଫ ହେଲେ ହତ୍ୟା ଅଭିଯୁକ୍ତ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୧୪ ବର୍ଷ ଧରି ଫେରାର ଥିବା ହତ୍ୟା ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଅଭୟ କୁଲୁଙ୍କ ନେତୃତ୍ୱରେ ଚଢାଉ କରି ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛନ୍ତି। ୨୦୧୦ରେ ଏକ ହତ୍ୟା ମାମଲାରେ ସେ…

ଲମ୍ବା କେଶ, ପୂର୍ବରୁ ଅଧିକ ଫିଟ୍‌; ପୁଣିଥରେ ଟାଇଟଲ ଜିତିବା ଲକ୍ଷ୍ୟରେ ଚେନ୍ନାଇ ହିରୋ ଏମ୍‌ଏସ୍‌ ଧୋନୀ !

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୩ରେ ଚାମ୍ପିଅନ୍‌ ହୋଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)। ଟୁର୍ନାମେଣ୍ଟରେ ମହେନ୍ଦ୍ର ସିଂହ ଧୋନୀ ପୁଣି ଥରେ ନିଜର କ୍ଷମତା ଦେଖାଇଥିଲେ। ଏହି ସିଜନ ପରେ ଧୋନୀ ଆଉ ଖେଳିବେ କି ନାହିଁ ସେନେଇ ପ୍ରଶ୍ନ ଉଠିଥିଲା। ପ୍ରଶଂସକଙ୍କ ଲାଗି…

ଗ୍ରୀଲ୍‌ ଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ନିରାକାରପୁର,୧୩ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ରାତିରେ ସମସ୍ତେ ଘରେ ଶୋଇଥିବା ସମୟରେ ଗ୍ରୀଲ୍‌ ଭାଙ୍ଗି କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ୍‌ କରି ନେଇଥିବା ନେଇ ନିରାକାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରିଛନ୍ତି ଖୋର୍ଦ୍ଧା…

PM Suraj Portal ଲଞ୍ଚ୍‌ କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଏଥିରୁ କ’ଣ ମିଳିବ ଲାଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍‌ ସୁରଜ ପୋର୍ଟାଲ ଲଞ୍ଚ କରିଛନ୍ତି। ତେବେ ଜନସାଧାରଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଏହି ପୋର୍ଟାଲ କ’ଣ ଏବଂ ଏହାର ଲାଭ କ’ଣ ଏବଂ କିଏ ପାଇବ? ଆସନ୍ତୁ ଜାଣିବା… ପିଏମ୍‌ ସୁରଜ ପୋର୍ଟାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri