ମହଙ୍ଗା ପଡିଲା ରିଲ୍ସ କରିବା, ଏଫଆଇଆର ରୁଜୁ
ନୂଆଦିଲ୍ଲୀ,୧୬।୭: ବିଶ୍ୱ ଚାମ୍ପିଅନଶିପ କିମ୍ବଦନ୍ତୀରେ ଟ୍ରଫି ଜିତିବା ପରେ ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ଯୁବରାଜ ସିଂ, ହରଭଜନ ସିଂ ଏବଂ ସୁରେଶ ରାଇନା ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତିନିଜଣ ‘ତୋବା-ତୋବା’ ଗୀତରେ ଏକ ଭିନ୍ନ ଶୈଳୀରେ ମଜା…
ପାଣ୍ଡ୍ୟାଙ୍କ ହାତରୁ ଅଧିନାୟକତ୍ୱ ଛଡ଼ାଇନେଲେ ଗମ୍ଭୀର, ଅଗରକରଙ୍କ ସହ ମିଶି ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୬।୭: ୧୩ ବର୍ଷ ପରେ ଟିମ୍ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟ୍କା ଲାଗିଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍ ଭାବେ ଯାତ୍ରା ଆରମ୍ଭ…
ବିବାଦୀୟ ଟ୍ରେନିଂ ଆଇଏଏସ୍ ପୂଜା ଖେଡ୍କରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୧୬।୭: ବିବାଦରେ ଛନ୍ଦି ହୋଇ ପଡ଼ିଥିବା ଟ୍ରେନିଂ ଆଇଏସ୍ ଅଧିକାରୀ ପୂଜା ଖେଡ୍କରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୟୁପିଏସ୍ସିର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗ ଆସିବା ପରେ…
କାହା ପାଖରେ ଅଛି ରତ୍ନଭଣ୍ଡାର ଚାବି? ବଡ଼ ବୟାନ ଦେଲେ ନିରଞ୍ଜନ
ଭୁବନେଶ୍ୱର,୧୬।୭: ରତ୍ନଭଣ୍ଡାର ଚାବିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ। ଚାବି କାହା ପାଖରେ ଅଛି ଓ କିଏ ରଖିଛି ଏନେଇ ସେ ବଡ଼ ବୟାନ ଦେଇଛନ୍ତି। ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ମହିଳାଙ୍କ ପାଇଁ ବସ୍ ଯାତ୍ରା ମାଗଣା, ଅଗଷ୍ଟରୁ ଲାଗୁ
ଅମରାବତି,୧୬।୭: ଦିଲ୍ଲୀ, କର୍ନାଟକ ଏବଂ ତେଲେଙ୍ଗାନା ପରେ ଏବେ ଆନ୍ଧ୍ରପ୍ରଦେଶରେ ବି ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍ଗୁଡ଼ିକରେ ମାଗଣା ଯାତ୍ରା ଲାଗି…
ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା
ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ ସହରବାସୀଙ୍କୁ ନିବେଦନ କରିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି…
ଅଣ ସେବାୟତଙ୍କ ବିରୋଧରେ ଏଫଆଇଆର, ଆକ୍ସନ ମୋଡ୍ରେ ଅରବିନ୍ଦ ପାଢୀ
ପୁରୀ,୧୬।୭: ବାହୁଡା ଯାତ୍ରାରେ ରଥରେ ଚଢିଥିବା ୨ ଅଣ ସେବାୟତଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ପୁରୀ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା। ଏତଲା ପରେ ଫଟୋ ଓ ଭିଡିଓ ଫୁଟେଜ ସିଂହଦ୍ୱାର…
ମହିଳା ମାଓବାଦୀଙ୍କ ସମେତ ୭ ଗିରଫ
ମାଲକାନଗିରି,୧୬ା୭(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ ଅଭିଯାନ ବେଳେ ପୋଲିସ ଦ୍ୱାରା ତେରେମ୍ ଅଞ୍ଚଳରୁ ମଙ୍ଗଳବାର ୭ ମାଓବାଦୀ ଗିରଫ ହୋଇଛନ୍ତି। ତେରେମ୍ ଅଞ୍ଚଳରେ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ କେତେଜଣ…
୪ ମାଓବାଦୀଙ୍କ ଆତ୍ମସର୍ପଣ
ମାଲକାନଗିରି,୧୬ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍ମା ଜିଲାରେ ୪ ମାଓବାଦୀ ମଙ୍ଗଳବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ଜଣ କୁଖ୍ୟାତ ମହିଳା ମାଓବାଦୀ ଥିବା ବେଳେ ସେମାନେ ପ୍ରାୟ ୧୪ ବର୍ଷ ଧରି ସଂଗଠନରେ ସକ୍ରିୟ ଭାବେ…
କେ ଏଲ୍ ନୁହନ୍ତି ଗିଲ ହେବେ ଅଧିନାୟକ? ବିଶ୍ୱକପ୍ ପରେ ଏବେ…
ନୂଆଦିଲ୍ଲୀ,୧୬।୭: ଜିମ୍ବାଓ୍ବେରେ ଟି୨୦ ସିରିଜ ଜିତିବା ପରେ ଟିମ୍ ଇଣ୍ଡିଆ ଏବେ ଶ୍ରୀଲଙ୍କା ଗସ୍ତରେ ଯିବ। ସେଠାରେ ଭାରତୀୟ ଟିମ୍କୁ ୩ ଦିନିକିଆ ଏବଂ ୩ ଟି୨୦ ମୁକାବିଲା ଖେଳିବାକୁ ହେବ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏନେଇ ଭାରତୀୟ ଟିମ୍…
ଯୁକ୍ତ୨ ନାମଲେଖା: ଏହିଦିନ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ
ଭୁବନେଶ୍ୱର, ୧୬।୭(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ପାଇଁ ଗତ ୧୨ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ତାରିଖରେ ପ୍ରକାଶ…
ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ
କଟକ,୧୬।୭: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ଏତେ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ମୃତଦେହ ଦିନଯାକ ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ରାତିରେ…

