Home Left

ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଖୁସିଖବର ଦେଲା ଏଲ୍‌ଆଇସି

ନୂଆଦିଲ୍ଲୀ,୧୬।୩: ଭାରତୀୟ ଜୀବନ ବିମା ନିଗମ(ଏଲ୍‌ଆଇସି) କର୍ମଚାରୀଙ୍କ ପାଇଁ ଖୁସିଖବର। କେନ୍ଦ୍ର ସରକାର ହୋଲି ପୂର୍ବରୁ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛି। ସରକାର ସାର୍ବଜନିକ ଅଞ୍ଚଳରେ ଏଲ୍‌ଆଇସିର ୧.୧୦ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଦରମା ୧୭% ବୃଦ୍ଧି କରିବାକୁ ମଞ୍ଜୁରୀ ଦେଇଛନ୍ତି।…

ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିତି-ପୁଲକିତ

ମୁମ୍ବାଇ: ବହୁ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ଶେଷରେ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି। ପ୍ରଶଂସକମାନେ ଏହି ଦମ୍ପତିଙ୍କ ଅଫଇସିଆଲ ବିବାହ ଫଟୋ ଶେୟାର କରିବାକୁ ଅପେକ୍ଷା କରି ରହିଥିଲେ ଏବଂ…

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମଧ୍ୟ ପ୍ରଦେଶରେ ଭାଜପାକୁ ଝଟ୍‌କା

ଭୋପାଳ,୧୬।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଭାଜପାକୁ ଶକ୍ତ ଧକ୍କା ଲାଗିଛି। ରାଜ୍ୟ ସଭା ଏମପି ଅଜୟ ପ୍ରତାପ ସିଂ ଶନିବାର (୧୬ ମାର୍ଚ୍ଚ)ରେ ଦଳରୁ ଇସ୍ତଫା ଦେଇଛନ୍ତି। ଲୋକ ସଭା ଟିକେଟ ନ ପାଇ ସିଂ କ୍ରୋଧିତ ଅଛନ୍ତି।…

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍‌ ଆଇପିଏଲ୍‌ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍‌କା। ଦଳର ଜଣେ…

ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ…

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ। ହେଲେ ଏଯାବତ ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନାହିଁ। ବିସିସିଆଇ କେବଳ ୨୧ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହାର କାରଣ ହେଉଛି ଚଳିତ ବର୍ଷ ହେବାକୁ ଥିବା…

ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ  ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l ବର୍ତ୍ତମାନ ଗଞ୍ଜାମ  ସହରର ବିଭିନ୍ନ…

ଅସୁସ୍ଥତା ଖବରକୁ ‘ଫେକ ନ୍ୟୁଜ’ ବୋଲି କହିଲେ ବିଗ ବି, ଟୁଇଟ କରି ଜଣାଇଲେ ସତ୍ୟତା

ମୁମ୍ବାଇ,୧୬।୩: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅସୁସ୍ଥତାର ଗୁଜବକୁ ମିଥ୍ୟା ଖବର ବୋଲି ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚିନ୍ତିତ ପ୍ରଶଂସକମାନେ ବଚ୍ଚନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁ ଝିଥିଲେ ଯେ ତାଙ୍କ ରକ୍ତ…

କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଛିଣ୍ଡିଲା ତାର

ଭଦ୍ରକ,୧୬।୩(ସନାତନ ରାଉତ): କାଳ ବୈଶାଖୀ ତାଣ୍ଡବରେ ଭଦ୍ରକ ଜିଲା ବନ୍ତ ବ୍ଲକ ସରମରା ଗ୍ରାମରେ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ରାତିରେ ହଠାତ୍‌ ବର୍ଷା ହେବା ସହ ଜୋରରେ ପବନ ବହିଥିଲା। ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିବା…

ସବ୍‌ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ

ଜି.ଉଦୟଗିରି ୧୬।୩(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ପୁରୁଣା ତାଲୁକା ଯଥା ଜି ଉଦୟଗିରି ଏନ୍‌ଏସି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ବ୍ଲକକୁ ନେଇ ଜି ଉଦୟଗିରି ରାଜସ୍ବ ସବ୍‌ ଡିଭିଜନ ଘୋଷଣା ଦାବି କରି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଶନିବାର…

ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….

କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍‌ଲାଇନ୍‌ ଜରିଆରେ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପା ଛାଡ଼ିଲେ ପୁରୁଖା ନେତା ଜିତେନ୍ଦ୍ର ରେଡ୍ଡୀ

ହାଇଦ୍ରାବାଦ,୧୬।୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ୪ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ହେଲେ ଏହା ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳର ପୂର୍ବତନ ଏମ୍‌ପି ଜିତେନ୍ଦ୍ର ରେଡ୍ଡୀ ଏବଂ ତାଙ୍କ…

ଭାଜପା ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଈଶ୍ୱରପ୍ପା

ବେଙ୍ଗାଲୁରୁ,୧୬।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କେ.ଏସ .ଈଶ୍ୱରପ୍ପା ଶୁକ୍ରବାର (୧୫ ମାର୍ଚ୍ଚ) ଶିମୋଗା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ତାଙ୍କ ପୁଅ କେ ଇ କାନ୍ତେଶଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri