ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର କରିଥିଲେ ଯୁବକ: ଏବେ ୨୦ ବର୍ଷ ଭୋଗିବେ ଜେଲ୍
କେନ୍ଦୁଝର,୧୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ୧୪ ବର୍ଷ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୨୩ ବର୍ଷୀୟ ଯୁବକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ…
ବାଜିଲା ନିର୍ବାଚନ ବିଗୁଲ୍: ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି, କଂଗ୍ରେସର ନଜର
ବାଲିଗୁଡ଼ା,୧୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍। ବାଲିଗୁଡ଼ା ବିଧାନସଭା କ୍ଷେତ୍ରରେ ମେ’ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତିର ପେଡ଼ି ଖୋଲିବେ। କେଉଁ ବର୍ଗର ଲୋକଙ୍କୁ କିଭଳି…
ବିଦେଶକୁ ଯିବ ନାହିଁ ଆଇପିଏଲ, ନିର୍ବାଚନ ତାରିଖ ଘୋଷଣା ସ୍ପଷ୍ଟୀକରଣ ଦେଲେ ଜୟ ଶାହା
ନୂଆଦିଲ୍ଲୀ,୧୬।୩: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲ ବିଦେଶକୁ ଯାଇପାରେ ବୋଲ ଆଲୋଚନା ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହା। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍…
କୋର୍ଟରେ ହାଜର ହେଲେ ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି
କଟକ,୧୬ା୩(କାର୍ତ୍ତିକ ସାହୁ): ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଶୁକ୍ରବାର ଗିରଫ କରିବା ପରେ ଶନିବାର ବାଲେଶ୍ୱର ଜିଲା ଓ ସ୍ବତନ୍ତ୍ର ଜଜ୍କୋର୍ଟରେ ହାଜର କରାଯାଇଛି। କ୍ରାଇମବ୍ରାଞ୍ଚ ତାଙ୍କ ଅପରାଧ ସମ୍ପର୍କିତ ଅଧିକ ପ୍ରମାଣ ସଂଗ୍ରହ ପାଇଁ…
ନିର୍ବାଚନ ପୂର୍ବରୁ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ
କୋରାପୁଟ,୧୬ା୩(ଅମିତାଭ ବେହେରା): ନିର୍ବାଚନ ପୂର୍ବରୁ କୋରାପୁଟ ରାସ୍ତା ଓ ଗୃହ ବିଭାଜନ ତରଫରୁ କୋରାପୁଟ ସହରରେ ଚାଲିଛି ତରବରିଆ ରାସ୍ତା କାର୍ଯ୍ୟ। ନେତା ଓ ଠିକାଦାରଙ୍କ ପକେଟ ଗରମ ପାଇଁ ଏଭଳି ତରବରିଆ ଭାବେ ରାସ୍ତା କାର୍ଯ୍ୟ ଚାଲୁଥିବା ନେଇ ସାଧାରଣରେ…
ରାତିରେ ଲେଡିଜ୍ ହଷ୍ଟେଲରେ ପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲେ ସ୍ବର୍ଣ୍ଣ ବିଜେତା
ନୂଆଦିଲ୍ଲୀ,୧୬ା୩: ଅଡୁଆରେ କମନ୍ଓ୍ବେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ରାତିଅଧରେ ଲେଡିଜ୍ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଧରାପଡ଼ିଥିଲେ । ପରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଲଗାଯାଇଥିବା ଜାତୀୟ କ୍ୟାମ୍ପରୁ…
ନିର୍ବାଚନରେ ଆଦର୍ଶ ଆଚରଣ ବିଧି କ’ଣ? ଲାଗୁ ହେବା ପରେ କାହା ଉପରେ ଲାଗିଯାଏ ପ୍ରତିବନ୍ଧକ? ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ସହ ଓଡ଼ିଶା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍ ୪ରେ ଫଳାଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା…
ଖେଳିବାକୁ ଯାଇ ଘରକୁ ଫେରି ନ ଥିଲେ ଦୁଇ ଭଉଣୀ, ଆଜି ପୋଖରୀରୁ ମିଳିଲା ମୃତଦେହ
କଳିଙ୍ଗନଗର,୧୬ା୩(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ଯଖପୁରା ପଞ୍ଚାୟତର ବାଳୁଙ୍ଗାବନ୍ଦୀ ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଏହି ଗ୍ରାମ ନିକଟରେ ଏକ ଫାର୍ମ ହାଉସରେ ମୟୂରଭଞ୍ଜ ଅଞ୍ଚଳରେ…
ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍ ବର୍ଜନ ଧମକ
ନିରାକାରପୁର,୧୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚଳିତମାସ ଗତ ୧୨ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବଢ଼ାଇଛନ୍ତି। ହେଲେ ଓ୍ବାର୍ଡ ସଭ୍ୟ ଓ ସଭ୍ୟା୍ମାନଙ୍କର ଭତ୍ତା ୨୪୦ଟଙ୍କାରୁ ଏବେ ୪୮୦କୁ ବୃଦ୍ଧି କରିଛନ୍ତି। ହେଲେ…
ପାକିସ୍ତାନ କୋଚ୍ ହେବାକୁ ମନା କଲେ ଏହି ଭେଟେରାନ୍, ପିସିବିର ବଢ଼ିଲା ଚିନ୍ତା
ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ…
ନିର୍ବାଚନ ତାରିଖ ଘୋଷଣା ପରେ ହଟିଲା ହୋର୍ଡିଂ
ଦାରିଙ୍ଗବାଡ଼ି,୧୬ା୩(ଅରୁଣ ସାହୁ): ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦଳୀୟ କର୍ମୀମାନେ ନିଜ ଦଳର ହୋର୍ଡିଂଗୁଡିକୁ ହଟାଇ ଦେଇଛନ୍ତି। ତେବେ ଏହା ଉକ୍ତ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତରେ…
ବିଧବା ଭତ୍ତା ପାଇବାରୁ ବଞ୍ଚିତ ଜାହାଜ
କେନ୍ଦୁଝର,୧୬ା୩: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ବହୁ କ୍ଷେତ୍ରରେ ଗରିବ ହିତାଧିକାରୀ ଯିଏ ଯୋଜନା ପାଇବାକୁ ହକଦାର ସେ ଯୋଜନାରୁ ବଞ୍ଚିତ ଅଛନ୍ତି। ପ୍ରକାଶ…
Archives


