Home Left

ଆଜି ତକ୍ଷକ ୨.୦ ବାଣିଜ୍ୟ ପ୍ରଦର୍ଶନୀ

ଭୁବନେଶ୍ୱର ,୧୭।୩: ରାଜ୍ୟର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ବିଏନ୍‌ଆଇ ଆଚିଭର୍ସ କଟକ ଶାଖା ପକ୍ଷରୁ ଏକ ଦିନିକିଆ ବାଣିଜ୍ୟ ପ୍ରଦର୍ଶନୀ ‘ତକ୍ଷକ୨.୦’ ରବିବାର କଟକ ୟୁନିୟନ କ୍ଲବ ପରିସରରେ ଆୟୋଜନ ହେବାକୁ ଯାଉଛି। ଉକ୍ତ ପ୍ରଦର୍ଶନୀରେ ୧୦୦ଟି ଷ୍ଟଲ୍‌ ସହ…

ମହିଳା ଜୋତା ବର୍ଗରେ ଲି କୁପର

ଭୁବନେଶ୍ୱର,୧୭।୩: ରିଲାଏନ୍ସ ରିଟେଲର ଲୋକପ୍ରିୟ ଡେନିମ୍‌ ବ୍ରାଣ୍ଡ୍‌ ‘ଲି କୁପର’ପ୍ରଥମ ଥର ପାଇଁ ମହିଳା ଜୋତା ବର୍ଗରେ ପ୍ରବେଶ କରିଛି। ଏପରିକି ବ୍ରାଣ୍ଡ୍‌ର ପ୍ରଥମ ଓ୍ବମେନ ଫୁଟ୍‌ଓ୍ବେର କଲେକ୍ସନର ଉନ୍ମୋଚନ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ବିଶେଷ କରି ମୁମ୍ବାଇରେ ବ୍ରାଣ୍ଡ୍‌ର…

ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଚୂଡାନ୍ତ କଲା ରାଜ୍ୟ ଭାଜପା, ଘୋଷଣାକୁ ଅପେକ୍ଷା…

ଭୁବନେଶ୍ୱର,୧୭।୩: ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିଛି ଭାଜପା। ଶନିବାର ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ନିର୍ବାଚନ କମିଟି ବୈଠକରେ ଭାଜପା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ସ୍ଥିର କରିଛି। ନିର୍ଦ୍ଧାରିତ ୧୪୭ ଏମଏଲଏ, ୨୧…

ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୧୭।୩ (ଅଭୟ ଦାଶ): ଓଡ଼ିଶା ପ୍ରଦେଶରେ ଉଭୟ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କର କାର୍ଯ୍ୟକଳାପ ଆଶାନୁରପ ରହିଥିବାବେଳେ ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ବ୍ୟାଙ୍କଗୁଡିକର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ୧୭୪ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି…

ଆଇପିଏଲ ଖେଳିବେନି କୋହଲି! ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ଅନ୍ତର୍ଜାତୀୟ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କିଙ୍ଗ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜରେ ନ ଖେଳିବାକୁ ନିଷ୍ପତ୍ତି…

ବିରୋଧୀଙ୍କ ସମାଲୋଚନାର ଜବାବ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୭ା୩(ଅନିଲ ଦାସ)ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପର୍କୀୟ ଅରିନ୍ଦମ ରାୟ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ଭାଜପାରେ ଯୋଗଦେଇଥିଲେ। ଭାଜପାରେ ସାମିଲ ହେବା ପରେ ସେ ବିଜେଡିକୁ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ କେତେକ ୟୁଜର୍ସ…

ଓଡ଼ିଶାରେ ନିର୍ବାଚନ ଲଢ଼ିବ ଆପ୍‌: ସନ୍ଦୀପ

ଭୁବନେଶ୍ୱର,୧୭।୩(ଶର୍ମିଷ୍ଠା ପାଣିଗ୍ରାହୀ)ଓଡ଼ିଶା ରାଜନୀତିରେ ଏକ ପରିବର୍ତ୍ତନର ସଙ୍କେତ ମିଳୁଛି। ଭାଜପା ଓ ବିଜେଡି ମେଣ୍ଟ ହେବ ବୋଲି କୁହାଯାଉଛି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ବିଜେଡିକୁ କବ୍‌ଜାକୁ ନେଇଯାଇଛି ଭାଜପା। ଇଡିକୁ ପ୍ରୟୋଗ କରି ବିଜେଡିକୁ ଡରେଇ ଧମକେଇ ଭାଜପା ମେଣ୍ଟ…

କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର, ୧୭।୩ (ବୀରେନ୍ଦ୍ର କୁମାର ଝାଙ୍କର)ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହେବା ପରଠାରୁ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ ଲୋକ ସଭା ଏବଂ ବିଧାନସଭା ଆସନରେ କଂଗ୍ରେସର କେଉଁ ପ୍ରାର୍ଥୀ ମେଣ୍ଟ ପ୍ରାର୍ଥୀଙ୍କୁ ଟକ୍କର ଦେଇପାରିବେ ତାହା ଏବେଠାରୁ…

୫ଦିନ ଯାଏ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭ା୩(ଅନୁରାଧା ମହାରଣା)ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଥିବାବେଳେ ବର୍ଷା କାରଣରୁ ଉପକୂଳ ଜିଲାଗୁଡ଼ିକରେ ତାତିରୁ ଆଶ୍ୱସ୍ତି ମିଳିଛି। ତେବେ ଆସନ୍ତା ୫ଦିନ ଯାଏ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୩ଦିନ ପାଇଁ ରାଜ୍ୟର…

କିଏ ସିଇସି ରାଜୀବ କୁମାର? ୟୁପିରେ ଜନ୍ମ ଝାଡ଼ଖଣ୍ଡ-ବିହାର ସହ ସରିଛି ଗଭିର ସମ୍ପର୍କ

ନୂଆଦିଲ୍ଲୀ,୧୭।୩: ଦେଶରେ ନିର୍ବାଚନ ପ୍ରକ୍ରିୟା ପରିଚାଳନା ଦାୟିତ୍ୱରେ ଥିବା ଭାରତର ନିର୍ବାଚନ ଆୟୋଗର ମୁଖ୍ୟ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଝାଡ଼ଖଣ୍ଡ-ବିହାର ମାଟି ସହିତ ଗଭୀର ସମ୍ପର୍କ ରହିଛି। ବିହାର-ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ ଭାବରେ ସେ ଏଠାରେ ପ୍ରାୟ ୧୭…

‘କେବଳ ଆର୍ଥିକ ଲାଭକୁ ସଫଳତା ଭାବିବା ଉଚିତ ନୁହେଁ’

ବଲାଙ୍ଗୀର ସହରରୁ ସେ କୃଷିଭିତ୍ତିକ ବ୍ୟବସାୟ ଆରମ୍ଭ କରିଥିଲେ। ୨ ଦଶନ୍ଧି ମଧ୍ୟରେ କୁକୁଡ଼ା ଫାର୍ମ କରି ସେ ବିଶ୍ୱସ୍ତରରେ ସଫଳତା ସାଉଣ୍ଟିଛନ୍ତି। ଓଭୋ ଫାର୍ମ ପ୍ରାଇଭେଟ୍‌ ଲିମିଟେଡ୍‌ର ସହପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ରଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ…

‘ହେଡଲାଇନ୍ ନୁହେଁ, ମୁଁ ଡେଡଲାଇନ୍ ଉପରେ କାର୍ଯ୍ୟ କରୁଥିବା ଜଣେ ମଣିଷ’: ପ୍ରଧାନମନ୍ତ୍ରୀ ମୋଦି

କେନ୍ଦୁଝର,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ଜଣେ ବ୍ୟକ୍ତି ଯିଏ ହେଡଲାଇନରେ ନୁହେଁ ବରଂ ଡେଡଲାଇନ୍ ମଧ୍ୟରେ କାମ କରନ୍ତି। ଲୋକସଭା ନିର୍ବାଚନର ତାରିଖ ୨୦୨୪ ଶନିବାର ଘୋଷଣା ହେବା ପରେ ସନ୍ଧ୍ୟାରେ ସେ ଏହା ମଧ୍ୟ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri