ଉଡୁଥିବା ସମୟରେ ହଜିଗଲା ବୋଇଂ ଫ୍ଲାଇଟର ପ୍ୟାନେଲ
ଓରେଗନ,୧୬।୩: ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି, ନିକଟରେ ୭୩୭-୮୦୦ର ଏକ କ୍ୟାବିନ ପ୍ୟାନେଲ ମଧ୍ୟଭାଗରେ ହଠାତ୍ ଅଦୃଶ୍ୟ ହୋଇଗଲା। ବାସ୍ତବରେ, ଗତ ଶୁକ୍ରବାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆମେରିକାର ଓରେଗନର ମେଡଫୋର୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ…
ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର
ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି ଏହାର…
‘ଓଡ଼ିଶାର ଗ୍ରାହକ ଆଧୁନିକ ଜ୍ଞାନକୌଶଳରେ ପାରଙ୍ଗମ’
ଯୁବ ଉଦ୍ୟୋଗୀ ବିଜୟ ଦୁଗାର କୋଲକାତାରେ ଜନ୍ମଗ୍ରହଣ କରିଥିବାବେଳେ ୨୦୦୨ରେ ସେଣ୍ଟ ଜାଭିୟର୍ କଲେଜରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ୨୦୦୩ରେ ସେ ଉଦ୍ୟୋଗ ଜଗତରେ ପାଦ ଥାପିଥିଲେ। ଏକାଧିକ ମଲ୍ଟି ନ୍ୟାଶନାଲ ବ୍ରାଣ୍ଡ ଷ୍ଟୋରରେ ନିଜର କାର୍ଯ୍ୟଦକ୍ଷତା ଦେଖାଇଥିଲେ। ପୂର୍ବଭାରତର…
ଡ୍ୟୁକୋର ସ୍ପ୍ରିଙ୍ଗ୍-ସମର କଲେକ୍ସନ
ଭୁବନେଶ୍ୱର,୧୬।୩: ଡ୍ୟୁକୋ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ନୂତନ ସଂଗ୍ରହ ‘ସ୍ପ୍ରିଙ୍ଗ୍-ସମର କଲେକ୍ସନ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ରାଣ୍ଡ୍ର ଲାଟେଷ୍ଟ ସମର କଲେକ୍ସନ-୨୦୨୪ରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଓ ଗୁଣାତ୍ମକମାନର ପୋଷାକ…
ସୁସ୍ଥ ଜୀବନଯାପନକୁ ଗୁରୁତ୍ୱ
ଭୁବନେଶ୍ୱର,୧୬।୩: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଜୀବନଯାପନ ଅତିବାହିତ କରିବା ଏକ ପ୍ରମୁଖ ସମସ୍ୟା ପାଲଟିଛି। ଫଳରେ ସବୁବର୍ଗର ଲୋକ ନାନା ପ୍ରକାର ରୋଗର ଶିକାର ହେଉଥିବାବେଳେ କିଡ୍ନୀ ରୋଗ ସେଥିମଧ୍ୟରୁ ଅନ୍ୟତମ ବୋଲି କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆୟୋଜିତ…
ନୂଆ ରୂପରେ ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର
ଭୁବନେଶ୍ୱର,୧୬।୩ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କର ସର୍ବବୃହତ୍ ଆଉଟ୍ଲେଟ୍ ‘ଚନ୍ଦ୍ରଶେଖରପୁର ତନିସ୍କ ଷ୍ଟୋର’ର ପୁନଃ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଷ୍ଟୋର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ…
ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ
ଭୁବନେଶ୍ୱର,୧୬।୩:ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍ ଓଡ଼ିଶା ଓ ଫିକି ଫ୍ଲୋର ମିଳିତ ସହଯୋଗରେ ଏକ ରାଜ୍ୟସ୍ତରୀୟ ‘ଫ୍ଲୋ ଉଇ-ପିଚ୍ ଇନୋଭେଶନ ଚ୍ୟାଲେଞ୍ଜ ’ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ଏକ ଫ୍ଲୋ ଉଇ-ପିଚ୍ ଇନୋଭେଶନ…
ସୁସ୍ଥ ଜୀବନ ପାଇଁ ଟିକାକରଣ ଜରୁରୀ
ବିଶେଷଭାବରେ ଶିଶୁଟିଏ ଜନ୍ମ ନେବା ପରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏଥିପାଇଁ ଏକ ଟିକାତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହାକୁ ଅନୁସରଣ କରି ପିଲାମାନଙ୍କୁ ଜନ୍ମ ପରେ ପରେ ହିଁ ଟିକା ଦେବା ଆରମ୍ଭ କରିଦିଆଯାଇଥାଏ। ଭବିଷ୍ୟତରେ ସୁସ୍ଥ ରହିବା…
ମଧୁବାଲାଙ୍କ ଉପରେ ହେବ ବାୟୋପିକ୍
ମୁମ୍ବାଇ: ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବ୍ଶୀଘ୍ର ବାୟୋପିକ୍ ନିର୍ମାଣ ହେବାକୁ ଯାଉଛି। ‘ଡାର୍ଲିଂ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି।…
ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ
ତିହିଡି,୧୬।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡିକୁ ଏନ୍ଏସି ମାନ୍ୟତା ମିଳି ପାରିନାହିଁ। ଏହାର ପ୍ରତିବାଦରେ ଶନିବାର ତିହିଡି ବନ୍ଦ ପାଳନ କରାଯାଇଛି। ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ ବ୍ୟାଙ୍କ…
ଖଟିରେ ମେଣ୍ଟ ଚର୍ଚ୍ଚା
ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ କେଉଁ ଦଳ ହାତକୁ ଯିବ, ଇସ୍ପାତ ସହରର ଛକ ଓ ଖଟି ଆସରଗୁଡ଼ିକରେ…
ଯୁବକକଙ୍କୁ ଗୋଡାଇ ହାଣିଲେ, ବାଇକ୍ ପୋଡ଼ି ଦେଲେ
ବ୍ରହ୍ମପୁର/ଗୋପାଳପୁର,(ନବୀନ ରାଜ ଆଚାରୀ)୧୬।୩: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ରାଳବ ଗାଁରେ ଆତଙ୍କ ଖେଳାଇଛନ୍ତି ୫ରୁ ୬ଜଣ ଯୁବକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଖଣ୍ଡା ବୁଲିବା ସହ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି। ଫଳରେ…
Archives


