ଶାନ୍ତିପୂର୍ଣ୍ଣ, ଅବାଧ ନିର୍ବାଚନ ପାଇଁ ପୋଲିସର ଫ୍ଲାଗ୍ମାର୍ଚ୍ଚ
ଛତ୍ରପୁର,୧୭ା୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଏକ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ସାଧାରଣ ନିର୍ବାଚନକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ରବିବାର ପୂର୍ବାହ୍ନରେ ଛତ୍ରପର ଏସ୍ଡିପିଓ ଗୌରହରି ସାହୁ ଓ ଛତ୍ରପୁର…
ବଟେଶ୍ୱର ପୀଠକୁ ଗଡ଼ିଲା ଲକ୍ଷ୍ମୀ ବସ୍
ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗରିବ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାର କେତେ କ’ଣ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ଲକ୍ଷ୍ମୀ ବସ୍ ଯୋଜନା ଅନ୍ୟତମ। ପଞ୍ଚାୟତରୁ ସହରକୁ ସହଜରେ ଲୋକଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହି ବସ୍ ସେବା ଯୋଗାଇଛନ୍ତି ରାଜ୍ୟ ସରକାର।…
ବଢିଲା ରାହୁଲଙ୍କ ସମସ୍ୟା,ଶଶରୀର ଉପସ୍ଥିତ ହେବାକୁ କହିଲେ କୋର୍ଟ
ଚାଇବାସା,୧୭।୩: ଝାଡ଼ଖଣ୍ଡର ଚାଇବାସାଠାରେ ଅବସ୍ଥିତ ଏମପି-ଏମଏଲଏ ସ୍ବତନ୍ତ୍ର କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ମାର୍ଚ୍ଚ ୨୦୨୪ରେ ଶଶରୀର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଷୟଟି ହେଉଛି ୨୦୧୮ ବର୍ଷର। ୨୦୧୮ ରେ ଭାରତୀୟ ଜନତା ପାର୍ଟି ସମ୍ପର୍କରେ ରାହୁଲ…
କପାଳରେ କ୍ୟୁଆର କୋଡ୍ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ…
ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ ଜଣେ ଯୁବକ ନିଜ କପାଳରେ କ୍ୟୁଆର୍ କୋଡ୍ ଟାଟୁ କରାଉଥିବାର ଦେଖିବାକୁ ମିଳେ। ଆଉ…
କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ
ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ ହେବାର ସଙ୍କେତ ଭାବେ ଗ୍ରହଣ କରେ। ତେବେ ପ୍ରକୃତରେ ଦେଖିବାକୁଗଲେ ଆଖି ଡେଇଁବା ଆମ…
ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାୟୀ ପ୍ରାର୍ଥୀ ଦ୍ୱନ୍ଦ୍ୱରେ, ଘନ ଘନ ବୈଠକ କରୁଛି ଭାଜପା
ଭୁବନେଶ୍ୱର,୧୭।୩: ବିଜେଡି- ଭାଜପା ସମ୍ଭାବ୍ୟ ମେଣ୍ଟକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି। ହେଲେ ଏଯାଏ ଚିତ୍ର ସ୍ପଷ୍ଟ ହୋଇନି। କୁହାଯାଉଛି ଉଭୟ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ଅନ୍ୟପଟେ ଦୁଇ ଦଳର ଆଶାୟୀ ପ୍ରାର୍ଥୀ ନିଜର…
ଏସବୁ କାମ ମା’ ଲକ୍ଷ୍ମୀଙ୍କୁ ନାପସନ୍ଦ, କରିବା ପୂର୍ବରୁ…
ଭଲ ହେଉ କି ମନ୍ଦ, ପ୍ରତ୍ୟେକ କାମର କିଛି ନା କିଛି ପରିଣାମ ରହିଥାଏ। କିଛି କାମ ଘର ପାଇଁ ଉନ୍ନତିର ପଥ ଖୋଲିଥାଏ ତ ଆଉ କିଛି କାମ ଘରକୁ ବିପଦ ଟାଣି ଆଣିଥାଏ। ଏଠାରେ ସେମିତି କିଛି କାର୍ଯ୍ୟ…
ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ବଢିଲା ହିଂସା, ଇଭିଏସ ଉପରେ ବଡ ସାଇବର ଆଟାକ
ମସ୍କୋ,୧୭।୩: ରୁଷିଆରେ ପ୍ରଥମ ଥର ବ୍ୟବହୃତ ହେଉଥିବା ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ସିଷ୍ଟମରେ ଏକ ବଡ଼ ଆକାରର ସାଇବର ଆକ୍ରମଣ କରାଯାଇଛି। ଶନିବାର ଜିନହୁଆ ନ୍ୟୁଜ ଏଜେନ୍ସି ରୁଷିଆର କେନ୍ଦ୍ରୀୟ ନିର୍ବାଚନ ଆୟୋଗର ମୁଖ୍ୟ ଏଲା ପାମଫିଲୋଭାଙ୍କ ଉଦ୍ଧେଶ୍ୟରେ କହିଛି ଯେ…
ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା, ଆଇପିଏଲ ପୂର୍ବରୁ ଆହତ ହେଲେ ଏହି ଖେଳାଳି
ନୂଆଦିଲ୍ଲୀ,୧୭।୩: ଆହତ କାରଣରୁ ବାଂଲାଦେଶ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜରୁ ଶ୍ରୀଲଙ୍କା ବୋଲର ଦିଲଶାନ ମଦୁଶଙ୍କାଙ୍କୁ ବାଦ ଦିଆଯାଇଛି। ମଦୁଶଙ୍କାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୪.୬୦ କୋଟିରେ କିଣିଛି। ଏବେ ଆଇପିଏଲ ୨୦୨୪ରେ ଖେଳିବାକୁ ନେଇ ସନ୍ଦେହ ଅଛି। ଶ୍ରୀଲଙ୍କା କ୍ରିକେଟ ତାଙ୍କ…
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ
ପୁରୀ,୧୭।୩: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ କୁମାର ପ୍ରତିହାରୀଙ୍କ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ରଜତ କୁମାର ପ୍ରତିହାରୀଙ୍କ ପାର୍ଥିବ ଶରୀର ମୁମ୍ବାଇରୁ ପୁରୀର…
ଜମାଟୋକୁ ଜିଏସଟି ନୋଟିସ, ଦେବାକୁ ପଡିପାରେ ଏତେ କୋଟି ଟଙ୍କା ଜରିମାନା
ନୂଆଦିଲ୍ଲୀ,୧୭।୩: ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋକୁ କୋଟି କୋଟି ଟଙ୍କା ମୂଲ୍ୟର ଝଟ୍କା ଲାଗିପାରେ । ଗୁଜୁରାଟର ଜିଏସଟି ବିଭାଗରୁ କମ୍ପାନୀ ଏକ ପେନାଲ୍ଟି ନୋଟିସ ପାଇଛି ଯେଉଁଥିରେ ୮କୋଟିରୁ ଅଧିକ ଟଙ୍କା ଦାବି କରାଯାଇଛି। ଗୁଜୁରାଟର ରାଜ୍ୟ ଟ୍ୟାକ୍ସ ଡେପୁଟି…
୧୮ ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତର ନାଗରିକତା
ଅହମଦାବାଦ,୧୭।୩: ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ଶନିବାର ଅହମଦାବାଦ ଜିଲା କଲେକ୍ଟରଙ୍କ କାର୍ଯ୍ୟାଳୟରେ ଅହମଦାବାଦରେ ଅବସ୍ଥାପିତ ୧୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଏହା ସହିତ ଗୁଜୁରାଟରେ ରହୁଥିବା ୧,୧୬୭ ଶରଣାର୍ଥୀ ହିନ୍ଦୁଙ୍କୁ ଅହମ୍ମଦାବାଦ ଜିଲା କଲେକ୍ଟରେଟ…
Archives


