ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ଆଶିଷ ନେହେରା: କହିଲେ, ମୁଁ ତାଙ୍କୁ ଅଟକାଇବାକୁ…
ମୁମ୍ବାଇ,୧୭।୩: ଗୁଜରାଟ ଟାଇଟାନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆଇପିଏଲ ୨୦୨୨ସିଜନରେ ଜିତିଥିଲେ। ଏହା ପରେ ଆଇପିଏଲ ୨୦୨୩ ସିଜନର ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟାନ୍ସର ଅଂଶ ନୁହଁନ୍ତି। ନିକଟରେ ଆଇପିଏଲ ନିଲାମ ପରେ ମୁମ୍ବାଇ ଇଣ୍ଡିଆନ୍ସ…
‘ସାରା ଜୀବନ ଧୋନୀଙ୍କ ପାଖରେ ଋଣୀ ରହିବି’
ଚେନ୍ନାଇ,୧୭।୩: ଷ୍ଟାର ସ୍ପିନର ଆର୍ ଅଶ୍ୱିନ୍ ଦିନକୁ ଦିନ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ହେଲେ ୨୦୧୧ ଆଇପିଏଲ୍ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀ ଦେଖାଇଥିବା ବିଶ୍ୱାସ, ମାର୍ଗଦର୍ଶନକୁ ଭୁଲିନାହାନ୍ତି। କାରଣ ଏହା ତାଙ୍କ କ୍ୟାରିୟରକୁ ନୂଆ ଦିଗ ଦେଇଥିଲା। ଏଥିଲାଗି…
ନିଜ ଦୁଃଖ ବଖାଣିଲେ ହାର୍ଦ୍ଦିକ ପାଣ୍ଡ୍ୟା, ୩ ଇଞ୍ଜେକ୍ସନ ନେବା ପରେ ବି…
ମୁମ୍ବାଇ,୧୭।୩: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ହେବ ପଡ଼ିଆରୁ ଦୂରେଇ ରହିଛନ୍ତି। ଅବଶ୍ୟ ଆଇପିଏଲ ୨୦୨୪ ସିଜିନ୍ରୁ ସେ ପଡିଆକୁ ଫେରିବେ। ଏହି ସିଜିନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ। ରୋହିତ ଶର୍ମାଙ୍କ…
ଯଦି ସୂର୍ଯ୍ୟ ପଶ୍ଚିମରେ ଉଦୟ ହୁଅନ୍ତି, ତେବେ କ’ଣ ସବୁ ଘଟିବ ପୃଥିବୀରେ ଜାଣନ୍ତୁ…
ସମସ୍ତେ ଜାଣିଛନ୍ତି ଯେ, ସୂର୍ଯ୍ୟ ପୂର୍ବରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାନ୍ତି। ଏହି କାରଣରୁ ପାଣିପାଗରେ ପରିବର୍ତ୍ତନ ଘଟେ। ଋତୁଚକ୍ର ବଦଳିଥାଏ। ଯେଉଁ ଋତୁରେ ଯାହା ଘଟିବା କଥା ତାହା ହିଁ ଘଟିଥାଏ। ଶୀତ ଋତୁରେ ପୃଥିବୀପୃଷ୍ଠରେ ବରଫ ଆଚ୍ଛାଦିତ…
କଂଗ୍ରେସକୁ ଲାଗିଲା ଡବଲ୍ ଝଟ୍କା: ଦଳ ଛାଡିଲେ ବିଧାୟକ
ଡେରାଡୁନ୍,୧୭।୩: ଉତ୍ତରାଖଣ୍ଡ କଂଗ୍ରେସରେ ଇସ୍ତଫା ପର୍ଯ୍ୟାୟ ଶେଷ ହେଉନାହିଁ। ରବିବାର କଂଗ୍ରେସ ଦୁଇଟି ବଡ଼ ଝଟ୍କା ଲାଗିଛି। ଟେହରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ ନେତା ଧନ ସିଂ ନେଗି ଏବଂ ବଦ୍ରିନାଥ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର…
ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ
ରାୟପୁର,୧୭।୩: ରାୟପୁରର ଇକୋନୋମିକ ଅଫେନ୍ସ ୱିଙ୍ଗ ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବିରୋଧରେ ମହାଦେବ ଆପ ମାମଲାରେ ବାଗେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ୧୨୦ବି, ୩୪, ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧…
ବଦଳିଲା ତାରିଖ, ଅରୁଣାଚଳ ପ୍ରଦେଶ-ସିକିମରେ ଏହି ତାରିଖରେ ହେବ ଭୋଟ ଗଣତି
ନୂଆଦିଲ୍ଲୀ,୧୭ା୩: ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ହେବାକୁ ଥିବା ବିଧାନସଭା ଭୋଟ ଗଣତି ତାରିଖ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି ଦୁଇ ରାଜ୍ୟରେ ଜୁନ୍ ୨ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ। ପୂର୍ବରୁ ଏହି ତାରିଖ ଜୁନ…
ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତ: ପୂରା ଦମ୍ରେ ଲଢ଼ିବ ଦଳ କହିଲେ…
ଭୁବନେଶ୍ୱର,୧୭।୩: ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାମାନଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଛି। ଏଥିରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନିର୍ବାଚନ ପାଇଁ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ…
ଭାଇଙ୍କ ଯୋଗୁ ଆଜି କ୍ରିକେଟ୍ ପଡ଼ିଆରେ ରାଜ୍ କରୁଛନ୍ତି ଏହି ମହିଳା କ୍ରିକେଟର୍
ନୂଆଦିଲ୍ଲୀ,୧୫।୩: ଭାରତୀୟ ମହିଳା କ୍ରିକେଟ ଦଳ ଅଲରାଉଣ୍ଡର ତଥା ଅର୍ଜୁନ ପୁରସ୍କାର ବିଜେତା ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜିନରେ ଖେଳୁଥିବା ନଜର ଆସିଛନ୍ତି। ୟୁପି ୱାରିୟର୍ସ ଖେଳିବାବେଳେ ଷ୍ଟାର ପ୍ଲେୟାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।…
ଏଲ୍ଭିଶ୍ ଯାଦବଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୭ା୩: ନୋଏଡାର ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍ଭିଶ୍ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ଫରେନ୍ସିକ୍ ରିପୋର୍ଟ ନିଶ୍ଚିତ କରିଛି ଯେ, ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଥିବା…
ବାରବାଟୀ-କଟକ ନିର୍ବାଚନୀ ମାମଲା: ସୁପ୍ରିମକୋର୍ଟ ଗଲେ ମୋକିମ୍
କଟକ,୧୭ା୩(କାର୍ତ୍ତିକ ସାହୁ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ୍ଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ୍ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।…
ମେଣ୍ଟ ଆବଶ୍ୟକ ନାହିଁ, ଓଡିଶା ଜନସାଧାରଣ ଚାହୁଁଛନ୍ତି ପରିବର୍ତ୍ତନ
ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ବିଗୁଲ ବାଜି ଥିବାବେଳେ ଗଞ୍ଜାମ ଜିଲାରେ ରାଜନୀତି ତାତି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାଠାରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିର ନିକଟରେ…
Archives


