ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର: ୫ କ୍ରିକେଟରଙ୍କ ପାଖରୁ ମିଳିଲା ୨୭ ମଦ ବୋତଲ, ୨ ପେଟି ବିୟର
ନୂଆଦିଲ୍ଲୀ,୨୯।୧: ଭାରତୀୟ କ୍ରିକେଟ ସହ ଜଡିତ ବଡ ଖବର ବାହାରକୁ ଆସୁଛି। ବାସ୍ତବରେ ଚଣ୍ଡିଗଡ଼ ବିମାନବନ୍ଦରରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଅଣ୍ଡର -୨୩ ଦଳ ପାଖରୁ ୨୭ ମଦ ବୋତଲ ଏବଂ ଦୁଇ ପେଟି ବିୟର ଜବତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ…
ଦାନ୍ତସଫା ପାଇଁ ବ୍ୟବହାର ହେଉଥିବା ଟୁଥ୍ପିକ୍କୁ ଛାଣିକି ଖାଉଛନ୍ତି ଲୋକେ, ଭିଡିଓ ଭାଇରାଲ ପରେ…
ଦାନ୍ତସଫା ପାଇଁ ବ୍ୟବହାର ହେଉଥିବା ଟୁଥ୍ପିକ୍କୁ ଖାଉଛନ୍ତି ଲୋକେ, ଏଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଟୁଥ୍ପିକ୍କୁ ଛାଣିକି ଖାଇ ଏହାର ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବାପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ …
ଦିନେ ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ, ପ୍ରେମିକାଙ୍କ ସାହାଯ୍ୟରେ ହେଲେ କ୍ରିକେଟର
ନୂଆଦିଲ୍ଲୀ,୨୯।୧: କୁହାଯାଏ ଯେ ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ସମଗ୍ର ବ୍ରହ୍ମାଣ୍ଡ ତୁମକୁ ଏହାର ନିକଟତର କରିବାକୁ ଲାଗିପଡେ। ୱେଷ୍ଟଇଣ୍ଡିଜର ୨୪ ବର୍ଷ ବୟସ୍କ ଫାଷ୍ଟ ବୋଲର ଶାମର ଜୋସେଫଙ୍କ ପାଇଁ ଏହି କଥାଟି ସମ୍ପୂର୍ଣ୍ଣ ପ୍ରଯୁଜ୍ୟ। କିଛି…
୧୩ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଦାରିଙ୍ଗବାଡ଼ି,୨୯।୧(ଅରୁଣ ସାହୁ): ରାଜ୍ୟର ବିଭିନ୍ନ ଜିଲାରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବାକି ରହିଥିବା ୧୩ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି। ସୋମବାର ସନ୍ଧ୍ୟାରେ ବିଦ୍ୟାଳୟଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଦିଲ୍ଲୀ ସରକାର ଆଣିଲେ ନୂଆ ଯୋଜନା: ଯେତେ ବିଦ୍ୟୁତ୍ ଖର୍ଚ୍ଚ କଲେ ବି ବିଲ ଆସିବ ଶୂନ
ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରାଜଧାନୀରେ ସୋଲାର ପଲିସି ୨୦୨୪ ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି। ସୋମବାର ଏକ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଯୋଜନା ବିଷୟରେ ବତାଇଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି, ଆମେ ୨୦୧୬ରେ ସୋଲାର ପଲିସି ପାସ…
ଖରିଫ ଧାନ କିଣାରେ ଦୁର୍ନୀତି: ସିବିଆଇ ତଦନ୍ତ ଦାବି ଜୋର ଧରିଲା
ଛତ୍ରପୁର,୨୯।୧(ଦିଲ୍ଲୀପ ସାମଲ): ଓଡ଼ିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ ଦୁର୍ନୀତି ଏବଂ କଟ୍ନୀଛଟ୍ନି ପ୍ରତିବାଦରେ ସିବିଆଇ ତଦନ୍ତ ଦାବି ନେଇ ସୋମବାର ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ଦିଆଯାଇଛି। ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଉତ୍ତମ କୁମାର…
ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା, ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ
କୋଲକାତା,୨୯।୧: ପଶ୍ଚିମବଙ୍ଗ କଂଗ୍ରେସ ୟୁନିଟ ସୋମବାର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୋଲିସ ଅଭିଯୋଗ ଆଣିଛି। ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଅଧିକାରୀ…
‘ସମସ୍ୟା ଜଣାଇଲେ କର୍ଣ୍ଣପାତ କରୁନାହାନ୍ତି’
କେସିଙ୍ଗା,୨୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ସହରବାସୀଙ୍କ ପକ୍ଷରୁ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାରଠାରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ସହରବାସୀ ନିର୍ବାହୀ ଅଧିକାରିଣୀଙ୍କୁ କୌଣସି ସମସ୍ୟା ସଂକ୍ରାନ୍ତରେ ଜଣାଇଲେ କର୍ଣ୍ଣପାତ…
ରାଜଭବନରେ ମଫଲର ଛାଡିଦେଇଗଲେ ନୀତୀଶ କୁମାର; ଅଧା ରାସ୍ତାରୁ ଫେରିବାରୁ ଆଶ୍ଚର୍ଯ୍ୟ ରାଜ୍ୟପାଳ କହିଲେ, ଏଥର ୧୫ ମିନିଟ୍ ହୋଇନାହିଁ… ମୁଖ୍ୟମନ୍ତ୍ରୀଙ୍କ ମଜା ଉଡାଇଲେ ରମେଶ
ନୂଆଦିଲ୍ଲୀ,୨୯।୧: ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନୀତୀଶ କୁମାର ଶପଥ ଗ୍ରହଣ କରିବା ଦିନଠାରୁ ବିରୋଧୀ ଦଳର ସମସ୍ତ ନେତା ତାଙ୍କୁ ଟାର୍ଗେଟ କରିଆସୁଛନ୍ତି। ବିରୋଧୀ ଦଳର ମେଣ୍ଟ ଇଣ୍ଡିଆର ଅଂଶ ହୋଇଥିବା ନୀତୀଶ କୁମାରଙ୍କ ଏନଡିଏକୁ ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ଘରକୁ ଘର ବୁଲି ସିଲିଣ୍ଡର ପହଞ୍ଚାଉଛନ୍ତି କ୍ରିକେଟର ରିଙ୍କୁ ସିଂଙ୍କ ବାପା, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୨୯।୧: ଆଜି ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଆଇପିଏଲ ଏବଂ ଘରୋଇ କ୍ରିକେଟରେ କ୍ରମାଗତ ଚମତ୍କାର ପ୍ରଦର୍ଶନ ପରେ ରିଙ୍କୁ ସିଂ ବର୍ତ୍ତମାନ ଟିମ ଇଣ୍ଡିଆ ପାଇଁ କ୍ରମାଗତ ରନ ସ୍କୋର କରୁଛନ୍ତି। ବିଶେଷକରି, ଶେଷ…
ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଟିମ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜ ପାଇଁ ସେ ବର୍ତ୍ତମାନ ହାଇଦ୍ରାବାଦରେ ଅଛନ୍ତି। କ୍ରିକେଟ ପଡ଼ିଆ ସହିତ ବୁମରାଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ମଧ୍ୟ…
ଜାନୁଆରୀ ୩୧ରେ ପଚରାଉଚରା ପାଇଁ ଇଡିକୁ ସମୟ ଦେଲେ ମୁଖ୍ୟମନ୍ତ୍ରୀ ସୋରେନ
ରାଞ୍ଚି,୨୯।୧: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡିକୁ ଜାନୁଆରୀ ୩୧ରେ ପଚରାଉଚରା ପାଇଁ ସମୟ ଦେଇଛନ୍ତି। ତାଙ୍କର ଉପଲବ୍ଧତା ବିଷୟରେ ସୂଚନା ଦେଇ ଆଜି ଇଡିକୁ ଏକ ମେଲ ପଠାଯାଇଥିବା ପାର୍ଟି…
Archives


