ଅନନ୍ତ ଅମ୍ବାନୀଙ୍କ ବାହାଘରରେ କିଏ କ’ଣ ଦେଲେ ଉପହାର ଜାଣନ୍ତୁ, ସବୁଠୁ ଦାମୀ ଉପହାର ଦେଇଛନ୍ତି…

ମୁମ୍ବାଇ,୧୭ା୭: ସରିଛି ଦେଶର ସବୁଠୁ ହାଇପ୍ରୋଫାଇଲ ବାହାଘର। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ-ବୋହୂ ରାଧିକା ମର୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଥିଲେ ମଧ୍ୟ ଏଯାଏ ଥମିନି ଚର୍ଚ୍ଚା। ଅତିଥିଙ୍କଠାରୁ ଆରମ୍ଭ କରି ସାଜସଜ୍ଜା, ଖାଇବା ପିଇବା, ଡ୍ରେସ୍‌, ଗହଣା, ଗାଡ଼ି ସବୁ କିଛି ଚର୍ଚ୍ଚାରେ ରହିଛି। ଏବେ ଆଉ ଏକ ଚର୍ଚ୍ଚା ସାମ୍ନାକୁ ଆସିଛି। ଯାହା ହେଲା ଉପହାର। ଅନନ୍ତଙ୍କ ବିବାହକୁ ଯେଉଁ ସବୁ ଅତିଥି ଆସିଥିଲେ ସେମାନେ କ’ଣ ସବୁ ଉପହାର ଦେଇଛନ୍ତି ତାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି। ଯେଉଁ ଉପହାରର ଦାମ୍‌ କୋଟି କୋଟି ଟଙ୍କା।

How to Plan a Huge Event Like Anant Ambani's Wedding? - Pure Magic Exhibition And Conference Organizing

ଏହି ବିବାହରେ ଦେଶ ବିଦେଶରୁ ଅତିଥିମାନେ ସାମିଲ ହୋଇଥିଲେ। ପ୍ରାୟ ୨୫୦୦ ଅତିଥିଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଏହି ବିବାହରେ ବହୁ ବଲିଉଡ ଏବଂ ହଲିଉଡ ଷ୍ଟାର୍‌ ମଧ୍ୟ ଯୋଗ ଦେଇଥିଲେ। ଜନ ସିନା, କିମ୍‌ କାର୍ଦାସିୟାନ ଏବଂ ଖ୍ଲୋଏ କାର୍ଦାସିୟାନଙ୍କ ପରି ଷ୍ଟାର୍ମାନେ ବିବାହ ସମାରୋହରେ ଯୋଗ ଦେଇଥିଲେ। ସେହିପରି ଅଭିନେତା ଶାହାରୁଖ ଖାନ, ସଲମାନ ଖାନ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା, ସ୍ବାମୀ ନିକ ଜୋନାସ, ରଣବୀର ସିଂ, ଦୀପିକା ପାଦୁକୋନ, ରଣବୀର କପୁର, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, ବିକି କୌଶଲ, ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ, ରେଖା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ଉଦ୍ଧବ ଠାକ୍ରେ, ମମତା ବାନାର୍ଜୀ ଏବଂ ଅଖିଳେଶ ଯାଦବ ବିବାହ ସମାରୋହରେ ସାମିଲ ଥିଲେ।

Anant Ambani stuns Mark Zuckerberg with $1m Richard Mille

ଅଭିନେତା ଶାହାରୁଖ ଖାନ୍‌ ଅନନ୍ତ-ରାଧିକାଙ୍କୁ ୧୦ କୋଟି ଟଙ୍କାର ଏକ କାର୍‌ ଉପହାର ଦେଇଛନ୍ତି। ଆଲିଆ-ରଣବୀର ୨୦ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଦେଇଛନ୍ତି। ସେହିପରି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୭ କୋଟି ଟଙ୍କାର ହୀରା ଖଚିତ ଲାପ୍‌ଟପ୍‌ ଦେବାଦେବୀଙ୍କ ମୂର୍ତ୍ତି ଉପହାର ଦେଇଛନ୍ତି। ସଲମାନ ଖାନ୍‌ ୭ କୋଟି ଟଙ୍କାର ହୀରା ଘଣ୍ଟା ଦେଇଛନ୍ତି। ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏକ ଫେରାରି କାର୍‌ ଉପହାର ଦେଇଛନ୍ତି। ବିଲ୍‌ ଗେଟ୍‌ ୧୮ ଲକ୍ଷ ଟଙ୍କାର ଏକ ପେଣ୍ଟିଂ ଦେଇଛନ୍ତି। କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ ୧୦ କୋଟି ଟଙ୍କା ଅଳଙ୍କାର ଦେଇଛନ୍ତି। ରାମଚରଣ ୨୫ ଲକ୍ଷ ଟଙ୍କାର ସୁନା ଜୋତା। ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌ ରୁବିର ଏକ ହାର ଏବଂ ୧୨ କୋଟି ଟଙ୍କାର ଡାଇମଣ୍ଡ ଘଣ୍ଟା ଦେଇଛନ୍ତି। ସେହିପରି ରଜନୀକାନ୍ତ ୨ କୋଟି ଟଙ୍କାର ଉପହାର ଦେଇଛନ୍ତି। କ୍ୟାଟ୍ରିନା ୨୫ ଲକ୍ଷ ଟଙ୍କାର ପର୍‌ଫ୍ୟୁମ୍‌ ଦେଇଛନ୍ତି।

കൂട്ടുകാരെ അമ്പരപ്പിച്ച് അനന്ത് അംബാനി; എല്ലാവര്‍ക്കും രണ്ടു കോടി രൂപയുടെ വാച്ച് സമ്മാനം|Anant Ambani |Audemars Piguet

ଅନ୍ୟପକ୍ଷରେ ଅନନ୍ତ ମଧ୍ୟ ଅତିଥିମାନଙ୍କୁ ୨ କୋଟି ଟଙ୍କାର ଘଣ୍ଟା ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?